ନୂଆପଡ଼ା ପାଇଁ ନୂଆଦିଲ୍ଲୀରେ ସରିଛି ଡିଲ୍‌: ଜୟଦେବ ଜେନା

ଜେଏମଜେ ବ୍ୟୁରୋ : ନୂଆପଡ଼ା ପାଇଁ ନୂଆଦିଲ୍ଲୀରେ ସରିଛି ଡିଲ୍‌’ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ଡିଲ୍‌ ହୋଇସାରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ରବିବାର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ…

ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ ! ଜୋର୍‌ ଧରିଲା ଚର୍ଚ୍ଚା

ଜେଏମଜେ ବ୍ୟୁରୋ : ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା । ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆଜି ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇପାରନ୍ତି ଅମର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ…

ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଯାଞ୍ଚ

ଜେଏମଜେ ବ୍ୟୁରୋ :ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକେପ୍ଟର ଯାଞ୍ଚ ହେଉଛି। ନୂଆପଡ଼ା ଉପନିର୍ବାଚନ ଦୃଷ୍ଟିରୁ ହେଲିକପ୍ଟର ଯାଞ୍ଚ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମଡେଲ କୋଡ ଅଫ୍‌ କଣ୍ଡକ୍ଟ ଦୃଷ୍ଟିରୁ ଫ୍ଲାଇଂ ସ୍କ୍ବାଡ୍‌ ଓ ଭିଏସଟି ଟିମ୍‌…

ନୂଆପଡ଼ାରେ ବଢ଼ୁଛି ନିର୍ବାଚନ ତାତି : ଏବେ ମଇଦାନକୁ ଓହ୍ଲାଇବେ ମୁଖିଆ

ଜେଏମଜେ ବ୍ୟୁରୋ : ପ୍ରଚାରରେ ଉଠୁଛିପଡୁଛି ନୂଆପଡ଼ା । ଆସନ୍ତାକାଲିଠୁ ନୂଆପଡ଼ାରେ ଆରମ୍ଭ ହେବ ହାଇ ଭୋଲଡେଟ୍ ପ୍ରଚାର । ଏଇଥିପାଇଁ ଏହି ସପ୍ତାହରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ ଓ ମୋହନ ମାଝୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ…

ଦେବୋଉତ୍ଥାପନୀ ଏକାଦଶୀରେ ଜଗନ୍ନାଥଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ.

ଖଲିକୋଟ : (ଜେଏମଜେ ନ୍ୟୁଜ ): ଦେବୋଉତ୍ଥାପନୀ ଏକାଦଶୀରେ ଜଗନ୍ନାଥଙ୍କୁ ହଜାର ହଜାର ଭକ୍ତ ଦର୍ଶନ କଲେ..ଓଡିଶାର ଦ୍ୱତୀୟ ବୃହତମ ଜଗନ୍ନାଥ ମନ୍ଦିର ଖଲ୍ଲିକୋଟ ଠାରେ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 20ହଜାରରୁ ଉର୍ଦ୍ଧ ଭକ୍ତ ଜଗନ୍ନାଥଙ୍କ ଦର୍ଶନ କରିଥିଲେ…

BJD ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର: ଶଙ୍କର ପୃଷ୍ଟିର ବଡ଼ ଖୁଲାସା

ଜେଏମଜେ ବ୍ୟୁରୋ: SI ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଲା ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର । ବିଜେଡି ଶାସନରେ ହୋଇଥିଲା ୧୦୦୦…

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣା: ୧୦ ମୃତ, ୩୫ ଆହତ, ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ

ଜେଏମଜେ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାଶୀବୁଗାସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଆଜି କାର୍ତ୍ତିକ ଏକାଦଶୀରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ହୋଇ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ…

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଜେଏମଜେ ବ୍ୟୁରୋ : ଓଡ଼ିଶା ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଗିରଫ କରିଛି। ଅଭିଯୁକ୍ତ ଶଙ୍କରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଉତ୍ତରାଖଣ୍ଡରୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଘଟଣାର ପର୍ଦ୍ଦାଫାସ ହେଲା ପରେ…

ରାଜ୍ୟକୁ ଫେରୁଛି ଶୀତ: ଏଥର ବିଳମ୍ବ ରେ ଆସି ଶୀଘ୍ର ଫେରିବ ଶୀତ।

ଜେଏମଜେ ବ୍ୟୁରୋ : ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଓଡିଶା ଉପରେ କମ ରହିବ ପ୍ରଭାବ । କିନ୍ତୁ ବାତ୍ୟା ମୋନ୍ଥାର ଅବଶିଷ୍ଟାଂଶ ବର୍ତ୍ତମାନ ବିହାର ଉପରେ ସକ୍ରିୟ ରହିଛି ।…

ଏଣିକି ଜମି କିଣା ବିକା ହେବ ଆହୁରି ସହଜ

ଜେଏମଜେ ବ୍ୟୁରୋ : ରାଜ୍ୟରେ ଜମି କିଣାବିକା ସହଜ କରିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ତହସିଲରେ ଖୋଲିବ ସବରେଜିଷ୍ଟ୍ରି ଅଫିସ୍ । ଆଜି ତହସିଲ ଅଫିସରେ ଜମି କିଣାବିକା ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ…