ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଜେଏମଜେ ବ୍ୟୁରୋ : ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି…
ନଭେମ୍ବର ୧୯ରେ ଇସ୍ତଫା ଦେବେ ନୀତୀଶ କୁମାର: ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ
ଜେଏମଜେ ବ୍ୟୁରୋ : ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ନଭେମ୍ବର…
ବ୍ରହ୍ମପୁରରୁ ଗଡିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍, ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର :(ଜେଏମଜେ ବ୍ୟୁରୋ): ବ୍ରହ୍ମପୁରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍। ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବ୍ରହ୍ମପୁର ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଓଁକାରେଶ୍ଵର ଓ ଉଜ୍ଜୟିନୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ…
ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ୍
ବ୍ରହ୍ମପୁର: (ଜେଏମଜେ ବ୍ୟୁରୋ ): ବ୍ରହ୍ମପୁରରେ ପହଞ୍ଚିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ଦ୍ବାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଛି। ଏହି ମାମଲାକୁ ନେଇ ସିବିଆଇ…
କାମ କଲାନି ନବୀନଙ୍କ କ୍ରେଜ୍: ଏହି ଭିଡିଓ ହିଁ ବିଜେଡି ପରାଜୟର କାରଣ!
ଜେଏମଜେ ବ୍ୟୁରୋ : ନୂଆପଡା ବାଜି ଜିତିବାକୁ ବିଜେଡି ନିଜ ଦମ ଲଗେଇଥିଲା । ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବାକୁ ଖୋଦ୍ ପାର୍ଟି ସୁପ୍ରିମୋ ନବୀନ ବି ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ପାଇଁ ଭୋଟ୍ ମାଗିଥିଲେ । ନବୀନଙ୍କ ପ୍ରଚାର…
ଏ ବିଜୟ ବାପାଙ୍କର : ଜୟ
ଜେଏମଜେ ବ୍ୟୁରୋ : ଜୟଙ୍କ ମଥାରେ ବିଜୟ ଟୀକା: କିଏ କହିଲା ବାପା ନାହାନ୍ତି ବୋଲି… ବାପା ଆମ ସହ ଥିଲେ… ଅଛନ୍ତି… ଆଉ ରହିଥିବେ ମଧ୍ୟ…ବାପା ! ପ୍ରତି ପିଲାଙ୍କ ବଳ, ପ୍ରତି ପରିବାରର ସାହସ । ବାପା ଥିଲା…
ବରିଷ୍ଠ କଳାକାର ମହାସଂଘ କଳାକାର ସମାଜର ତ୍ରାଣକର୍ତ୍ତା
ବ୍ରହ୍ମପୁର,: ଜେଏମଜେ ନ୍ୟୁଜ: କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧିନି ସମାଜମ୍ ସଭା ପ୍ରକୋଷ୍ଠରେ ମହାସମାରୋହରେ…
ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁଦିବସ ପାଳନ ସହ ସଚେତନତା ଶିବିର ଅନୁଷ୍ଠିତ
ଜେଏମଜେ ବ୍ୟୁରୋ : ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶନାରେ ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ଓଡିଶା…
ବିଜେଡିକୁ ବଡ଼ ଝଟକା, ସମ୍ମାନ ରଖିଲା କଂଗ୍ରେସ
ଜେଏମଜେ ବ୍ୟୁରୋ : ନୂଆପଡ଼ାରେ ବିଜେଡିକୁ ବଡ଼ ଝଟକା। ୨୫ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଥିବା ବିଜୁ ଜନତା ଦଳକୁ ନୂଆପଡ଼ାରେ କେବଳ ପରାଜୟର ସାମ୍ନା କରିବାକୁ ପଡ଼ିନାହିଁ, ବରଂ ୩ୟ ସ୍ଥାନରେ ରହି ବଡ଼ ବିଫଳତାର ସ୍ଵାଦ ଚାଖିଛି।…
ନୂଆପଡା ରେ ୧୪ ତାରିଖ ଦିନ ହେବ ଭୋଟ୍ ଗଣତି।
ଜେଏମଜେ ବ୍ୟୁରୋ : ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ୮୧.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍, ଗୋପାଳନ୍। ଗତକାଲି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ…
















