ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ମୂଲ୍ୟବଢ଼ିଲା ଓମ୍‌ଫେଡ୍‌ କ୍ଷୀର ମୂଲ୍ୟ.

Spread the love

ଜେଏମଜେ ବ୍ୟୁରୋ : ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ୍‌ (ଓମ୍‌ଫେଡ୍‌) କ୍ଷୀର ମୂଲ୍ୟରେ ବୃଦ୍ଧି ହୋଇଛି। ପ୍ରିମିୟମ ଓ ଟୋନ୍‌ଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଗୋଲ୍ଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି। ପ୍ରାୟ ୩ବର୍ଷ ପରେ ଓମ୍‌ଫେଡ୍‌ କ୍ଷୀର ଦର ବୃଦ୍ଧି ହୋଇଛି।ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ୍‌ (ଓମ୍‌ଫେଡ୍‌) କ୍ଷୀର ମୂଲ୍ୟରେ ବୃଦ୍ଧି ହୋଇଛି। ପ୍ରିମିୟମ ଓ ଟୋନ୍‌ଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଗୋଲ୍ଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି। ପ୍ରାୟ ୩ବର୍ଷ ପରେ ଓମ୍‌ଫେଡ୍‌ କ୍ଷୀର ଦର ବୃଦ୍ଧି ହୋଇଛି।

ନୂଆ ମୂଲ୍ୟରେ ଏବେ ଉପଲବ୍ଧ ହେଉଛି ଓମ୍‌ଫେଡ୍‌ କ୍ଷୀର ପ୍ୟାକେଟ୍‌। ଜୁନ ୧ ବିଶ୍ୱ ଦୁଗ୍ଧ ଦିବସ ଅବସରରେ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିସହ ଓମ୍‌ଫେଡ୍‌ ମୂଲ୍ୟ ବୃଦ୍ଧି ନେଇ ମଧ୍ୟ ଘୋଷଣା ହୋଇଥିଲା। ଜୁନ ୧୩ରୁ ନୂଆ ଦର ଲାଗୁ ହେବ ବୋଲି କୁହାଯାଇ ପରେ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଜୁନ୍‌ ୨୧ ତାରିଖରୁ ନୂଆ ଦର ସହ ବଜାରରେ ଓମ୍‌ଫେଡ୍‌ କ୍ଷୀର ଉପଲବ୍ଧ ହୋଇଛି। ଏହି କ୍ରମରେ ଟୋନ୍‌ଡ କ୍ଷୀର ଲିଟର ପିଛା ୫୦ ଟଙ୍କା, ପ୍ରିମିୟମ କ୍ଷୀର ଲିଟର ପିଛା ୫୪ଟଙ୍କା, ଗୋଲ୍‌ଡ ପ୍ରିମିୟମ୍‌ ପ୍ଲସ୍‌ କ୍ଷୀର ୬୦ ଟଙ୍କା ଓ ଗୋଲ୍ଡ ପ୍ରିମିୟମ୍‌ କ୍ଷୀର ଲିଟର ପିଛା ୫୬ଟଙ୍କା ହୋଇଛି। ତେବେ ଅନ୍ୟ କୌଣସି ଉପତ୍ାଦ ଦର ବୃଦ୍ଧି ହୋଇ ନ ଥିବା ଓମ୍‌ଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।ନୂଆ ମୂଲ୍ୟରେ ଏବେ ଉପଲବ୍ଧ ହେଉଛି ଓମ୍‌ଫେଡ୍‌ କ୍ଷୀର ପ୍ୟାକେଟ୍‌। ଜୁନ ୧ ବିଶ୍ୱ ଦୁଗ୍ଧ ଦିବସ ଅବସରରେ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିସହ ଓମ୍‌ଫେଡ୍‌ ମୂଲ୍ୟ ବୃଦ୍ଧି ନେଇ ମଧ୍ୟ ଘୋଷଣା ହୋଇଥିଲା। ଜୁନ ୧୩ରୁ ନୂଆ ଦର ଲାଗୁ ହେବ ବୋଲି କୁହାଯାଇ ପରେ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଜୁନ୍‌ ୨୧ ତାରିଖରୁ ନୂଆ ଦର ସହ ବଜାରରେ ଓମ୍‌ଫେଡ୍‌ କ୍ଷୀର ଉପଲବ୍ଧ ହୋଇଛି। ଏହି କ୍ରମରେ ଟୋନ୍‌ଡ କ୍ଷୀର ଲିଟର ପିଛା ୫୦ ଟଙ୍କା, ପ୍ରିମିୟମ କ୍ଷୀର ଲିଟର ପିଛା ୫୪ଟଙ୍କା, ଗୋଲ୍‌ଡ ପ୍ରିମିୟମ୍‌ ପ୍ଲସ୍‌ କ୍ଷୀର ୬୦ ଟଙ୍କା ଓ ଗୋଲ୍ଡ ପ୍ରିମିୟମ୍‌ କ୍ଷୀର ଲିଟର ପିଛା ୫୬ଟଙ୍କା ହୋଇଛି। ତେବେ ଅନ୍ୟ କୌଣସି ଉପତ୍ାଦ ଦର ବୃଦ୍ଧି ହୋଇ ନ ଥିବା ଓମ୍‌ଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।

  • jmjnewso

    Related Posts

    ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’;ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା…

    ଆଜିଠୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ଠପ ରହିବ ବ୍ୟାଙ୍କିଙ୍ଗ୍‌ ସେବା !

    Spread the love

    Spread the loveଜେଏମଜେ ନ୍ୟୁଜ : ଆଜିଠୁ ଶୁକ୍ରବାରକୁ ମିଶାଇ ଲଗାତର ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇପାରେ । ୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମକୁ ନେଇ ମତଭେଦ ଏବଂ ପେନସନ୍ ପ୍ରସଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 42 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 34 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 31 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 54 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 38 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 26 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି