ଭୁଶୁଡିଲା ୱାଲ, ଜଳର୍ଣ୍ଣାବ ହେବ ଏକର ଏକର ଚାଷ ଜମି, କ୍ଷତିଗ୍ରସ୍ତ ହେବେ ଶହ ଶହ ଚାଷୀ.

Spread the love

କବିସୂର୍ଯ୍ୟନଗର : (ଜେଏମଜେ ନ୍ୟୁଜ ): ଭୁଶୁଡିଲା ୱାଲ, ଜଳର୍ଣ୍ଣାବ ହେବ ଏକର ଏକର ଚାଷ ଜମି, କ୍ଷତିଗ୍ରସ୍ତ ହେବେ ଚାଷୀ. ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଂଚଳରୁ..


ଯାହା ଅଭିଯୋଗ ହେଉଛି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଧନେଇ ନଦୀ ରେ ସଦାବର୍ତ୍ତ ନୂଆଗାଁ ଠାରେ ଚେକଡେମ ନିର୍ମାଣ ଚାଲିଛି. ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା କାମ ଟେଣ୍ଡର ଚୁକ୍ତିନାମା ର ଅବଧି ସରିଥିଲେ ମଧ୍ୟ ଆଜି ଯାଏଁ କାମ ସରୁନି ଇତି ମଧ୍ୟରେ ନିର୍ମାଣ ଧୀନ ଚେକ ଡେମ ଟି ନିମ୍ମମାନର କାମ ପାଇଁ ଦୁଇ ଦୁଇ ଥର ଭାଙ୍ଗିଲାଣି..

ହେଲେ ଏବେ ବର୍ଷ ଦିନ ଆରମ୍ଭ ହେଉ ହେଉପୁଣି ଭାଙ୍ଗିଲା ୱାଲ ଯାହା ଫଳରେ ନଦୀରେ ପାଣି ଆସିଲେ ସବୁ ଜମି ବଢନ୍ତା ଜଳ ଚାଷ କ୍ଷତି ହେବା ଆଶଙ୍କା କରି ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରିଥିବା ଜଣାଯାଇଛି. ଏଠି ପ୍ରଶ୍ନ ଉଠୁଛି ଚାଷୀଙ୍କ କ୍ଷତି ପାଇଁ ଦାୟୀ କିଏ? ଠିକାଦାର ନା ଯନ୍ତ୍ରୀ..? କାମ ପୁରା ନିମ୍ମମାନର ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ.. ଠିକାଦାର ବିଲ ପାଇବା ପରେ ଆଉ ଚାଷୀଙ୍କ କାମରେ ଆସିବନି ଚେକ ଡେମ.. ଭାଙ୍ଗିରୁଜି ପଡିବ ପ୍ରକଳ୍ପ, କ୍ଷତି ଗ୍ରସ୍ତ ହେବେ ଶହ ଶହ ଚାଷୀ..

ଅନ୍ୟ ପକ୍ଷରେ କୁହାଯାଇଛି ଯେ କାମ ନିମ୍ନମାନର ଯୋଗୁଁ ପାଣି ମାଡିଯାଇ ଭୁଶୁଡିଥବା ୱାଲ ଏବେ ଆଉ ନିର୍ମାଣ କରିବା ସମ୍ଭବ ହେଉନଥିବା ରୁ ବିଭାଗୀୟ ଅଧିକରୀ ଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ହେବ, ତାହା ଦେଖିବାକୁ ରହିଲା..

  • jmjnewso

    Related Posts

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ବାଲେଶ୍ୱରରେ ଗସ୍ତରେ ଅଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ…

    Leave a Reply

    Your email address will not be published. Required fields are marked *

    You Missed

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 31 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    • By jmjnewso
    • September 13, 2026
    • 50 views
    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    • By jmjnewso
    • September 13, 2026
    • 19 views
    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    • By jmjnewso
    • September 13, 2026
    • 38 views
    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 43 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 38 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ