ଧରାକୋଟରେ ୨ ଦଳିତଙ୍କୁ ନିର୍ଯାତନା ମାମଲା; ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଧରାକୋଟର ସିଙ୍ଗିପୁର ଗାଁର ୨ଜଣ ଦଳିତଙ୍କୁ ନିର୍ଯାତନା ମାମଲାରେ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ । ଗୋ-ରକ୍ଷକ ନାଁରେ କିଛି ଲୋକ ଗୁଣ୍ଡାଗର୍ଦି କରୁଛନ୍ତି । ଦଳିତଙ୍କ ଉପର ଜୋର ଜବରଦସ୍ତ ଅତ୍ୟାଚାର କରୁଛନ୍ତି…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସତର୍କତା ଜାରି

ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ସତର୍କ ରହିବାକୁ ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଗୃହ ଓ ନଗର…

ଦୀର୍ଘ ୧୫ ଦିନ ପରେ କାଳିଆକୁ ଦେଖି ଭାବବିହ୍ବଳ ଭକ୍ତ: ୯ଟା ୩୦ରୁ ପହଣ୍ଡି , ୪ଟାରେ ରଥଟଣା ଆରମ୍ଭ

ଜେଏମଜେ ବ୍ୟୁରୋ : ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚତୁର୍ଦ୍ଧାମୂର୍ତ୍ତି କାଲି ରତ୍ନବେଦି ଛାଡ଼ି ବଡ଼ଦାଣ୍ଡକୁ ଆସିବେ ଭକ୍ତଙ୍କୁ ତାଙ୍କର ଦିବ୍ୟ ଦର୍ଶନ ଦେବାକୁ। ଏନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। କାଲି ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା…

ରଥଯାତ୍ରା ପରଦିନଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ

ଜେଏମଜେ ବ୍ୟୁରୋ : ରଥଯାତ୍ରା ପରେ ରତ୍ନଭଣ୍ଡାର ମରାମତିରଥଯାତ୍ରା ପରଦିନଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ, ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା, ବାକିଥିବା ବାହାର ରତ୍ନଭଣ୍ଡାର କାର୍ଯ୍ୟ ମଧ୍ୟ ହାତକୁ ନେବ ASI….ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନଠାରୁ ଶ୍ରୀମନ୍ଦିର…

ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ

ଜେଏମଜେ ବ୍ୟୁରୋ : ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ। ପରିଣାମକୁ ଆକଳନ ନ କରି ଲୋକ ଦେଖାଣିଆ ଭାବେ ନିର୍ଦ୍ଦେଶନାମା ଜାରି କରିଥିଲା ଅର୍ଥ ବିଭାଗ। ଏବେ ନେଡି ଗୁଡ କହୁଣୀକୁ ବୋହିଗଲା ପରେ…

କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ଦୁଇଚକିଆ ଯାନରେ ଲାଗିବ ଟୋଲ ଟ୍ୟାକ୍ସ

ଜେଏମଜେ ବ୍ୟୁରୋ: ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇଚକିଆ ଯାନକୁ ନେଇ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ଜାତୀୟ ରାଜପଥର ଟୋଲରେ ଏଣିକି ଦୁଇଚକିଆ ଯାନଗୁଡ଼ିକୁ ମଧ୍ୟ ଟ୍ୟାକ୍ସ ଦେବାକୁ ପଡ଼ିବ । ଜୁଲାଇ ୧୫ ତାରିଖରୁ…

କୋଟିଆ ରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ! ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା । ଯେଉଁଥରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହେବେ ।ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ…

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା-ଅବକାରୀ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ରାଜ୍ୟକୁ ସମ୍ପୁଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀଙ୍କ ଅପିଲ ରହିଛି । “ଚଳିତ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବିଭିନ୍ନ…

ବାହାର ଠିକାଦାରଙ୍କୁ ‘ମୋହନ’ ଛାଟ, ଆଉଟସୋର୍ସିଂ ସଂସ୍ଥାକୁ ହଟାଇବାକୁ ଯୋଜନା

ଜେଏମଜେ ବ୍ୟୁରୋ: ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌ । ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟ୍‌ସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ…

ଜୁନ ରୁ ଅଗଷ୍ଟ ମଧ୍ୟରେ ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍‌କୁ ଯିବେ ସଚିବ

ଜେଏମଜେ ବ୍ୟୁରୋ : ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍କୁ ଯିବେ ସଚିବ । ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଜୁନ୍ରୁ ଅଗଷ୍ଟ ମାସ ମଧ୍ୟରେ ସଚିବ ମାନେ ଗସ୍ତ କରିବେ । ସଚିବ ମାନେ ୨ରୁ ୩…