ଟଳିଲା ବଡ଼ ଅଘଟଣ : ମଞ୍ଚରୁ ଓହ୍ଲାଇବାର କିଛି ମିନିଟ୍ ପରେ ଭୁଶୁଡ଼ିଲା ରାଜ୍ୟପାଳଙ୍କ ମଞ୍ଚ.
ଜେଏମଜେ ବ୍ୟୁରୋ : ରାଜ୍ୟପାଳଙ୍କ ସଭାରେ ଅଘଟଣ । ମଞ୍ଚରୁ ଓହ୍ଲାଇଲେ ରାଜ୍ୟପାଳ, ଭୁଶୁଡ଼ିଲା ମଞ୍ଚ । ରାଜ୍ୟପାଳଙ୍କ ମଞ୍ଚରୁ ଓହ୍ଲାଇବାର କିଛି ସମୟ ପରେ ମଞ୍ଚର ପଛ ପାର୍ଶ୍ବ ଭୁଶୁଡ଼ି ପଡ଼ିଥିଲା । ପ୍ରବଳ ବର୍ଷା ପାଇଁ ମଞ୍ଚଟି ଭୁଶୁଡ଼ି ପଡ଼ିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ…
ପୂର୍ବତନ ସୁପ୍ରିମକୋର୍ଟ ଜଜ୍ ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡି ବ୍ଲକ୍ର ଉପରାଷ୍ଟ୍ରପତି ପ୍ରାର୍ଥୀ
ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିରୋଧୀ ଇଣ୍ଡି ମେଣ୍ଟ । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ଇଣ୍ଡି ମେଣ୍ଟ ପ୍ରାର୍ଥୀ କରିଛି। ସେ ସିଧାସଳଖ ଶାସକ ଦଳ ପ୍ରାର୍ଥୀ ଏବଂ ବିଜେପି…
୩ଦିନ ଧରି ସୁସ୍ଥ ନଥିଲେ ନବୀନ!
ଜେଏମଜେ ବ୍ୟୁରୋ : ୩ଦିନ ଧରି ସୁସ୍ଥ ନଥିଲେ ନବୀନ! ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି ଯେ, ବିଗତ ୩ଦିନ ଧରି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେଇଥିଲା । ତେବେ ଆଜି ପୂର୍ବାହ୍ନରେ ନବୀନ ଅଧିକ ଅସୁସ୍ଥ ଅନୁଭବ କରିବାରୁ ୨ଜଣ…
ହସ୍ପିଟାଲ ବାହାରେ ସମର୍ଥକଙ୍କ ଭିଡ଼: ନବୀନଙ୍କୁ ଦେଖା କରିବାକୁ ବାରଣ କରୁଛି କିଏ ?
ଜେଏମଜେ ବ୍ୟୁରୋ : ନବୀନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଜଣାପଡ଼ିବା ପରେ ହଜାର ହଜାର ସମର୍ଥକଙ୍କ ହସ୍ପିଟାଲ ବାହାରେ ଭିଡ଼ ଲାଗିଛି । ବିଜେଡି ସମର୍ଥକମାନେ ହସ୍ପିଟାଲ ବାହାରେ ଏକତ୍ରିତ ହୋଇ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିବାବେଳେ ହସ୍ପିଟାଲh…
ନବୀନ ଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ କାହିଁକି ଏତେ ଅବହେଳା ଓ କ’ଣ ଲୁଚାଇବାକୁ ହେଉଛି ପ୍ରୟାସ?
ଜେଏମଜେ ବ୍ୟୁରୋ : କାହିଁକି ଏତେ ଅବହେଳା ଓ କ’ଣ ଲୁଚାଇବାକୁ ହେଉଛି ପ୍ରୟାସ? ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଜଣେ ଲୋକପ୍ରିୟ ନେତା । ବୟସାଧିକ୍ୟ ଯୋଗୁ ଅସୁସ୍ଥ ଥିବା…
ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୋପନୀୟତା କାହିଁକି?
ଜେଏମଜେ ବ୍ୟୁରୋ : ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୋପନୀୟତା କାହିଁକି୭୯ବର୍ଷୀୟ ନବୀନ ପଟ୍ଟନାୟକଙ୍କଙ୍କର ଜୁନ୍ ୨୨ତାରିଖରେ ସର୍ଭ୍ରିକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର କରାଯାଇଥିବା ନେଇ ତାଙ୍କ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଡାକ୍ତର ରାଜଶେଖରଙ୍କ ନେୃତୃତ୍ୱରେ ଓ…
ସାତ ଦିନ ଭିତରେ ସତ୍ୟପାଠ ଦିଅ, ନଚେତ୍ ସାରା ଦେଶକୁ କ୍ଷମା ମାଗ।
ଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ, ନର୍ବାଚନ ଆୟୋଗ ଓ…
ଭୋଟ୍ ଚୋରି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟରେ ସ୍ପଷ୍ଟୀକରଣ: ଆମେ ପକ୍ଷ ନୁହେଁ, ବିପକ୍ଷ ନୁହେଁ….ଆମେ କେବଳ ସମକକ୍ଷ.
ଜେଏମଜେ ବ୍ୟୁରୋ : ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ଶେଷରେ ପ୍ରେସମିଟ୍ କରି ସ୍ପଷ୍ଟୀକରଣ ରଖିଛନ୍ତି ନିର୍ବାଚନ ଆୟୋଗ । ବିହାରରେ କରାଯାଇଥିବା ଏସଆଇଆରକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇବା ପରେ ଏହାର ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ । ସ୍ପଷ୍ଟ…
ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନ
ଜେଏମଜେ ବ୍ୟୁରୋ : ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ…
ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା: ଚର୍ଚ୍ଚାରେ ଗଞ୍ଜାମ ରାଜନୀତି!
ଜେଏମଜେ ବ୍ୟୁରୋ : ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଯାହାକୁ ନେଇ ଗଞ୍ଜାମ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଏହା ଏବେ ରାଜନୈତିକ ମହଲ ଏବଂ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାକୁ ଖୋରାକ…
















