ଏଫଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ; କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ସାମ୍ନାରେ ବିଜେଡିର ବିକ୍ଷୋଭ
ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ନେଇ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ । ସୋମବାର ଅର୍ଥାତ୍ ଆଜି ନାରୀ ସୁରକ୍ଷା ନାରା ଦେଇ ଆରଡିସି ସ୍ତରୀୟ ବିକ୍ଷୋଭ କରିଛି ବିଜେଡି । ୧୦ ଜିଲ୍ଲାର ୫୫ ନିର୍ବାଚନ ମଣ୍ଡଳୀରୁ…
ମହିଳା ସୁରକ୍ଷା ପାଇଁ ନାରୀ ନ୍ୟାୟ ଅଭିଯାନ ଚାଲୁରହିବ: କଂଗ୍ରେସ
ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): କଂଗ୍ରେସ ଭବନ ସମ୍ମେଳନ କକ୍ଷରେ ପିସିସି ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ଦାୟିତ୍ବରେ ଥିବା ଏଆଇସିସିର ପ୍ରଭାରୀ ତଥା ପିସିସି ରାଜନୈତିକ କମିଟି ଅଧ୍ୟକ୍ଷ ଅଜୟ କୁମାର ଲାଲ୍ଲୁଙ୍କ ସଭାପତିତ୍ତ୍ବରେ ଅନୁଷ୍ଠିତ ବୈଠକରେ ସଭାପତି…
ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼
ଜେଏମଜେ ବ୍ୟୁରୋ : ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼ । ମହିଳା କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଛନ୍ତି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟାର ତାତି ଏଯାଏଁ କମିନି ଆଉ ଏବେ ପୁଣି ବଳଙ୍ଗାରେ ଜଣେ…
ହମଲା କରୁଛି ‘ହାତ’ ! ପୂର୍ବାପେକ୍ଷା ଓଡିଶାରେ ଶକ୍ତିଶାଳୀ ହେଉଛି କଂଗ୍ରେସ
ଜେଏମଜେ ବ୍ୟୁରୋ : ହାତ’ର ହରକତ ସମ୍ଭାଳି ପାରୁ ନାହାନ୍ତି ନୂଆ ସରକାର ! ଯେବେ ବିଜେଡି ସରକାର ଥିଲା ସେବେ ବିରୋଧୀ ଦଳ ଭାବେ ଖାଲି ବିଜେପି ହିଁ ଶକ୍ତି ପ୍ରଦର୍ଶନ କରୁଥିଲା । କଂଗ୍ରେସକୁ କାଁ ଭାଁ ପ୍ରତିବାଦ…
ସୌମ୍ୟାଶ୍ରୀଙ୍କୁ ନିର୍ଯାତନା : ସବୁ ଦଳର ହାତ :
👉ରାଜନୈତିକ ପଶାପାଲିରେ FM କଲେଜ ଘଟଣା 👉କ୍ରାଇମବ୍ରାଞ୍ଚ ତଦନ୍ତ ନିରପେକ୍ଷ ହେବ ତ? 👉ପୁରା ବ୍ୟବସ୍ଥା ଆଡକୁ ଉଠିଲାଣି ପ୍ରଶ୍ନ? ଜେଏମଜେ ବ୍ୟୁରୋ : ସୌମ୍ୟାଶ୍ରୀଙ୍କୁ ନିର୍ଯାତନା ଦେଇଥିବା HOD ଓ ଅଧ୍ୟକ୍ଷଙ୍କ ପଛରେ ସବୁ ଦଳର ନେତାଙ୍କ ହାତ ରହିଛି…
କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ
ଜେଏମଜେ ବ୍ୟୁରୋ: କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ। ଏହାଛଡ଼ା ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ବି ଲଞ୍ଚ କରିବ କଂଗ୍ରେସ। ଏହାଛଡ଼ା ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ।ଏନେଇ…
ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପ୍ରେସ ମିଟ
ଜେଏମଜେ ବ୍ୟୁରୋ : ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟ ଠାରୁ କେନ୍ଦ୍ର ଯାଏଁ ଥମୁନାହିଁ ଚର୍ଚ୍ଚା । ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ ଆଜି ବରିଷ୍ଠ ନେତା ବିଜୟ ମହାପାତ୍ର କରିଛନ୍ତି ସାମ୍ବାଦିକ ସମ୍ମିଳନୀ ।…
ସୌମ୍ୟାଶୀଙ୍କ ପାଇଁ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ।
ଜେଏମଜେ ବ୍ୟୁରୋ : ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍ଏମ୍ କଲେଜ ମୃତ ଛାତ୍ରୀଙ୍କ ଏକାଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବ କଂଗ୍ରେସ। ପିସିସି…
ଓଡ଼ିଶାର ଲୋକେ ବିଜେପି ସରକାରଙ୍କୁ ନିର୍ବାଚିତ କରି ବଡ଼ ଭୁଲ୍ କରିଛନ୍ତି: ସୋଫିଆ
ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଏଥିରେ କଂଗ୍ରେସ ନେତୃତ୍ବରେ ୭ଟି ଦଳ ସାମିଲ ହୋଇଛନ୍ତି। କାରଣ ସରକାରଙ୍କର କୌଣସି ଦାୟିତ୍ୱ ନାହିଁ। ଆଜି, ପୀଡିତାଙ୍କୁ…
ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଶାସନ ସମୟର ସମୀକ୍ଷା ଜରୁରୀ ଥିଲା: ଅପରାଜିତା
ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ…














