ଆଜି ଆସୁଛନ୍ତି ରାହୁଲ ଗାନ୍ଧୀ,ଉତ୍ସାହରେ ଉଛୁଳୁଛି କଂଗ୍ରେସ ଶିବିର

ଜେଏମଜେ ବ୍ୟୁରୋ : ଲମ୍ବା ଅବଧି ପରେ ଉତ୍ସାହରେ ଉଛୁଳୁଛି କଂଗ୍ରେସ ଶିବିର । ଆଜି ଆସୁଛନ୍ତି କଂଗ୍ରେସର ସବୁଠାରୁ ଲୋକପ୍ରିୟ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ।…

ଜୁଲାଇ ୮ ରେ ରାଜ୍ୟ ବିଜେପି ସଭାପତି ଚୟନ.

ଜେଏମଜେ ବ୍ୟୁରୋ : ଦୀର୍ଘଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦୀର୍ଘଦିନ ହେବ ରାଜ୍ୟ ବିଜେପି ସଭାପତି ଚୟନକୁ ନେଇ ଲାଗି ରହିଥିବା ଆଶଂକାର ପୂର୍ଣ୍ଣଛେଦ ପଡିଚି । ଜୁଲାଇ ମାସ ୮ ତାରିଖରେ ରାଜ୍ୟ…

ମହାରାଷ୍ଟ୍ର ସମେତ ୯ ଟି ରାଜ୍ୟ ବିଜେପି ସଭାପତିଙ୍କ ନାମ ଘୋଷଣା

ମହାରାଷ୍ଟ୍ର ସମେତ ୯ ଟି ରାଜ୍ୟ ପାଇଁ ବିଜେପି ଘୋଷଣା କଲା ନୂଆ ସଭାପତିଙ୍କ ନାମ, ଜାଣନ୍ତୁ କେଉଁ ରାଜ୍ୟରେ କାହାକୁ ମିଳିଲା ଦାୟିତ୍ୱ..କୁହାଯାଇଛି କି, ଆସନ୍ତା ୨ ଦିନ ମଧ୍ୟରେ ବାକି ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ…

ସୁରକ୍ଷାକର୍ମୀ ଙ୍କ ବଦଳରେ ଗନମ୍ୟାନ ଦରକାର – ମେୟର

ଜେଏମଜେ ବ୍ୟୁରୋ : ବିଏମସି ଅଫିସ୍‍ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦରେ କାର୍ଯ୍ୟବନ୍ଦ ଆଂଦୋଳନ କରିଛନ୍ତି ଓଏଏସ ଅଫିସର ସଂଘ । ଏହି ଘଟଣାରେ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ବିଏମସି ଅଫିସରେ…

ଆଗକୁ ଗୁଜୁରାଟ ମଡେଲ: ପିସିସି ସଭାପତି

ଜେଏମଜେ ବ୍ୟୁରୋ: ଗୁଜୁରାଟ ମଡେଲରେ ହେବ ଓଡିଶାରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ । ଏନେଇ ସୂଚନା ଦେଲେ ସଭାପତି ଭକ୍ତ ଦାସ, ନାଁ ରହିଛି ସଂଗଠନ ସୂର‌୍ୟନ । ରାଜ୍ୟ ବାହାରୁ ପଯ୍ୟଟକ , ପିସିସି ସଭାପତି , ବରିଷ୍ଠ…

୧୧ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଜେଏମଜେ ବ୍ୟୁରୋ : ୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ। ପୂର୍ବରୁ ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା।କିନ୍ତୁ ବର୍ତ୍ତମାନ ଏହି ତାରିଖ ପରିବର୍ତ୍ତନ…

BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: BJPର ୫ ଜଣ ନିଲମ୍ବିତ

ଜେଏମଜେ ବ୍ୟୁରୋ : ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ମାରିବା ଘଟଣାରେ ବିଜେପି ଦଳରୁ ୫ ଜଣଙ୍କୁ ସସପେଣ୍ଡ କରାଯାଇଛି ।କର୍ପୋରେଟର ଅପରୂପ ନାରାୟଣ ରାଉତ ସସପେଣ୍ଡ । ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନଙ୍କୁ ସସପେଣ୍ଡ କରାଯାଇଛି । ସଚିକାନ୍ତ…

କଡା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣକୁ ମୁଁ ନିନ୍ଦା କରିଛି। ଏହା ମୋତେ ମଧ୍ୟ ମର୍ମାହତ କରିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହାକୁ ଆମ ସରକାର ନିନ୍ଦା କରୁଛି। ଯେଉଁମାନେ…

ବାଲିଚ୍ଛାଇ ସରପଞ୍ଚ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୯ ୱାର୍ଡ ମେମ୍ବର, ଜୁଲାଇ ୧୧ରେ ଭୋଟିଂ ହେବା ନିଷ୍ପତ୍ତି.

ଜେଏମଜେ ବ୍ୟୁରୋ : ପୋଲସରା ବ୍ଲକ ଅନ୍ତର୍ଗତ ବାଳିଚ୍ଛାଇ ଗ୍ରାମ ପଞ୍ଚାୟତର ରାଜନୀତିରେ ଭିନ୍ନ ମୋଡ଼ ଆସିଛି। ରାଜନୈତିକ ଉଷ୍ମତା ଚଳଚଞ୍ଚଳ ହୋଇ ଉଠିଛି । ଉକ୍ତ ପଞ୍ଚାୟତଟି ୧୧ ୱାର୍ଡ ବିଶିଷ୍ଟ ରହିଛି । ଚଳିତ ନିର୍ବାଚନରେ ସରପଞ୍ଚ ସିଲୁ…

ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ ରହିଥିବା ଜଣାପଡିଛି । ପୁରୀ ଅଘଟଣ ପାଇଁ ମର୍ମାହତ, ତେଣୁ ନିର୍ବାଚନ ସ୍ଥଗିତ ରହିଥିବା…