ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ୍
ବ୍ରହ୍ମପୁର: (ଜେଏମଜେ ବ୍ୟୁରୋ ): ବ୍ରହ୍ମପୁରରେ ପହଞ୍ଚିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ଦ୍ବାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଛି। ଏହି ମାମଲାକୁ ନେଇ ସିବିଆଇ…
ପୁଲୱାମାରୁ ଫରିଦାବାଦ. ସହାରନପୁରରୁ ଲକ୍ଷ୍ନୌ ଯାଏଁ ଷଡ଼ଯନ୍ତ୍ରର କନେକ୍ସନ : ଦିଲ୍ଲୀ ବିସ୍ପୋରଣ ଘଟଣା
ଜେଏମଜେ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣରେ ଡାକ୍ତର ବ୍ରିଗେଡ । ଏମାନେ ସେହି ଡାକ୍ତର ବ୍ରିଗେଡ୍ ଯେଉଁମାନେ ଜୀବନ ବଞ୍ଚାଇବାର ଶପଥ ନିଅନ୍ତି। ଯେଉଁମାନଙ୍କୁ ଭଗବାନ ତୁଲ୍ୟ ବୋଲି କୁହାଯାଏ । କିନ୍ତୁ ଦିଲ୍ଲୀ ବିସ୍ଫୋରଣ ପ୍ରମାଣିତ କଲା, ଡାକ୍ତର ରୂପରେ…
ପୀତବାସଙ୍କ ପରିବାରକୁ ମିଳିଲା ୨୪ ଘଣ୍ଟିଆ ସୁରକ୍ଷା।
ବ୍ରହ୍ମପୁର (ଜେଏମଜେ ନ୍ୟୁଜ ): ଦିବଙ୍ଗତ ପୀତବାସ ପଣ୍ଡାଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍ ନେଇ ଅଭିଯୋଗ ପରେ ମିଳିଛି ସୁରକ୍ଷା । ପୀତବାସଙ୍କ ପରିବାରକୁ ଏବେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଇଛି ପୋଲିସ । ସାଧା ପୋଷାକରେ ପୋଲିସ, ପୀତବାସଙ୍କ…
ନୂଆପଡ଼ାରେ ବିଜେଡି ନେତାଙ୍କ ଘରେ IT ରେଡ୍
ଜେଏମଜେ ବ୍ୟୁରୋ : ନୂଆପଡାରେ ବିଜେଡି ନେତାଙ୍କ ଘରେ ରେଡ୍ । କଂଗ୍ରେସରୁ ଆସି ବିଜେଡିରେ ମିଶିଥିଲେ । ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟ ସମ୍ପାଦକ ପଦବୀ ଦିଆଯାଇଥିଲା । ପଟେଲ ନଗର ସହ ନୂଆପଡ଼ା ଓ ଖରିଆର ରୋଡ୍ର ବିଭିନ୍ନ…
ପିତବାସ ପଣ୍ଡା ହତ୍ୟା ମାମଲା..ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ।
ଜେଏମଜେ ବ୍ୟୁରୋ : ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ। ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିଲେ । ଗୁରୁବାର ବିକ୍ରମଙ୍କ ଓକିଲ…
ଚିଟ୍ ଫଣ୍ଡ ମାମଲା: ଗ୍ରୀନ୍ ଇଣ୍ଡିଆ କମ୍ପାନୀ ମାଲିକଙ୍କ ଘରେ ଇଡି ଚଢ଼ାଉ
ହ୍ମପୁର: (ଜେଏମଜେ ନ୍ୟୁଜ ): ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ। ଚିଟ୍ଫଣ୍ଡ କମ୍ପାନି ଗ୍ରୀନ୍ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ତନାଘନା ଚଳାଇଛି।…
BJD ସମୟରେ ହୋଇଥିଲା ବଡ଼ ଷଡ୍ଯନ୍ତ୍ର: ଶଙ୍କର ପୃଷ୍ଟିର ବଡ଼ ଖୁଲାସା
ଜେଏମଜେ ବ୍ୟୁରୋ: SI ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଲା ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ୍ଯନ୍ତ୍ର । ବିଜେଡି ଶାସନରେ ହୋଇଥିଲା ୧୦୦୦…
ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
ଜେଏମଜେ ବ୍ୟୁରୋ : ଓଡ଼ିଶା ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଗିରଫ କରିଛି। ଅଭିଯୁକ୍ତ ଶଙ୍କରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଉତ୍ତରାଖଣ୍ଡରୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଘଟଣାର ପର୍ଦ୍ଦାଫାସ ହେଲା ପରେ…
ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍
ଜେଏମଜେ ବ୍ୟୁରୋ : ଓଡ଼ିଶା ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ୧୧୪ଜଣ ଆଶାୟୀଙ୍କୁ bail ମିଳିଛି। ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ବ୍ରହ୍ମପୁର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ.। ଓଡ଼ିଶା ପୁଲିସ ସନ୍ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ…
ପୀତବାସ ପଣ୍ଡା ହତ୍ୟାକାଣ୍ଡ: ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୪ ଓକିଲ
ଜେଏମଜେ ବ୍ୟୁରୋ : ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ବିକ୍ରମଙ୍କୁ ଗିରଫ…
















