କେଉଁଠି ଉପକୂଳ ଛୁଇଁବ ‘ଦାନା’….୨୪ରେ ଛୁଁଇବ ଓଡ଼ିଶା !
ଜେଏମଜେ ବ୍ୟୁରୋ : କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ? ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ? ଲାଣ୍ଡଫଲ୍ କରିବ ନା ତାପୂର୍ବରୁ ଦୁର୍ବଳ ହୋଇଯିବ । ଏମିତି ଚର୍ଚ୍ଚା ଭିତରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି…
ବାତ୍ୟା ‘ଦାନା’ ପାଇଁ ଆଲର୍ଟ ମୋଡ଼ରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ : ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ।
ଜେଏମଜେ ବ୍ୟୁରୋ : ବାତ୍ୟା ‘ଦାନା’ ପାଇଁ ଆଲର୍ଟ ମୋଡ଼ରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ବାତ୍ୟା କେଉଁ ବାଟେ ଦେଇ ଯିବ, ବାତ୍ୟାର ଗତିପଥ ଉପରେ କଣ୍ଟ୍ରୋଲ…
ରାମନାଗୁଡ଼ା ଠାରେ ବାମସେଫ ଏବଂ ରାଷ୍ଟ୍ରୀୟ ମୂଳନୀବାସୀ ସଙ୍ଘର ସପ୍ତମ ଜିଲ୍ଲାସ୍ତରୀୟ ସଂଯୁକ୍ତ ଅଧିବେସନ
ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କଲ୍ୟାଣ ମଣ୍ଡପ ଠାରେ ବାମସେଫ ଏବଂ ରାଷ୍ଟ୍ରୀୟ ମୂଳନୀବାସୀ ସଙ୍ଘର ସପ୍ତମ ଜିଲ୍ଲାସ୍ତରୀୟ ସଂଯୁକ୍ତ ଅଧିବେସନ ଭରତ ଚନ୍ଦ୍ର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୂଳନୀବାସୀ ମାନେ ନିଜର ହକ କିପରି ଆଇନ…
ସମ୍ଭାବ୍ୟ ବାତ୍ୟା କୁ ନେଇ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର
ଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା କୁ ନେଇ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାରସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିଶନର SRC ଦେଓରଞ୍ଜନ କୁମାର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ…
ସଂପୂର୍ଣ୍ଣ ବେଆଇନ ଥିଲା ଭି.କେ ପାଣ୍ଡିଆନଙ୍କ 5T ନିଯୁକ୍ତି
‘ଜେଏମଜେ ବ୍ୟୁରୋ : ଫାଇଭ୍-ଟି ସଚିବ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଭି.କେ. ପାଣ୍ଡିଆନଙ୍କ ନିଯୁକ୍ତି ସମ୍ପୂର୍ଣ ବେଆଇନ ଥିବା ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ । ବିଗତ ବିଜେଡି ସରକାରରେ ସେଭଳି କୌଣସି ବିଭାଗ ନଥିଲା କି…
ରାଜ୍ୟର ୧୨ଟି ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ
ଜେଏମଜେ ବ୍ୟୁରୋ : ରାଜ୍ୟର ୧୨ଟି ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) । ଫଳରେ ସିଡିଏମ୍ଓ କରୁଥିବା କାର୍ଯ୍ୟ ଯଥା-ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା, ରୋଗୀଙ୍କ ଅଭିଯୋଗ ଶୁଣି ସମାଧାନ କରିବା, ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡିକୁ…
ଘୁମୁସର ବନଖଣ୍ଡ ରେ ବାଘ ଆତଙ୍କ!
ଭଞ୍ଜନଗର :ଘୁମୁସର ବନଖଣ୍ଡ କୁ ପୁଣି ଫେରିଛି ମହାବଳ ।ବାଘ ଆସିବା ଖବର ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।ମହାରାଷ୍ଟ୍ର ଜଙ୍ଗଲରୁ ଚାଲିଆସିଥିବା ଏହି ମହାବଳ ଏବେ ପୁଣି ଗଞ୍ଜାମରେ ଆତଙ୍କ ସୃଷ୍ଟି କରିଛି ।…
ଜିଲୁଣ୍ଡି ଠାରେ ବେନିୟମ ଗୋ ଚାଲାଣକାରୀକୁ ଅଟକ,୧୧ ଗାଈ ଉଦ୍ଧାର,ଜଣେ ଗିରଫ
ଭଞ୍ଜନଗର :ଗ ଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମର ଯୁବକ ମାନେ ଆଜି ଏକ ପିକ ଅପ୍ ଭ୍ୟାନ୍ ଗାଡ଼ି କୁ ଜବତ କରି ସେଥିରୁ ୧୧ ଟି ଗାଈ କୁ ଉଦ୍ଧାର କରିଥିଲେ। ଏହାପରେ ସେମାନେ ଏନେଇ ପୋଲିସ…
କାହିଁକି ଚୁପ ସୁପ୍ରିମୋ? ଦଳ ଛାଡୁଛନ୍ତି ଜଣେ ପରେ ଜଣେ ନେତା:ଖାଲି ହେଇଯିବ କି ବିଜେଡି
ଜେଏମଜେ ବ୍ୟୁରୋ : ଜେଡିରେ ଏବେ ଚାଲିଛି କଣ? ଶାସନରେ ଥିବା ବେଳେ ବିଜେଡି ନେତୃତ୍ବ କିମ୍ବା ବିଜେଡି ସୁପ୍ରିମୋଙ୍କ ବିରୁଦ୍ଧରେ ପଦୁଟିଏ କହୁନଥିଲେ । କିନ୍ତୁ ଏବେ ବିଜେଡି ନେତୃତ୍ବକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଦଳ ଛାଡୁଛନ୍ତି ଜଣେ ପରେ…
ବିଜେପିରେ ମିଶିଯିବ ବିଜେଡି
ଜେଏମଜେ ବ୍ୟୁରୋ : ଅନ୍ୟ ଦଳର ନେତାମାନେ କହୁଛନ୍ତି ବିଜେଡି ଆଉ ପୂର୍ବ ସ୍ଥିତିରେ ନାହିଁ । ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ପରାଜୟ ପାଇଁ ଦଳର ନେତୃତ୍ବକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଉ ନାହାନ୍ତି। ବିଜେଡିରେ ଆରମ୍ଭ ହୋଇଥିବା କନ୍ଦଳକୁ…
















