ଅଗଷ୍ଟ ୯ ତାରିଖ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
ଜେଏମଜେ ବ୍ୟୁରୋ : ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧…
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବନ୍ଧା ହେଲେ ୬ ଜଣ ଅଭିଯୁକ୍ତ
ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ଓଡ଼ିଶା ପୁଲିସର କ୍ରାଇମ୍ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୀତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ…
ମୋଦୀଙ୍କୁ ଚ୍ୟାଲେଞ୍ଜ୍ ଦେଲେ ଖଡ୍ଗେ, ସମୟ ଆସିବ…ଆପଣଙ୍କ ଅହଂକାର ଭାଙ୍ଗିବା ଲୋକେ ଆସିବେ.
ଅହଂକାରୀ ସରକାର ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଉଚିତ୍ ମଣି ନଥିଲେ। ଦିନେ ନା ଦିନେ ଆପଣଙ୍କ ଅହଂକାର ଭାଙ୍ଗିବା ଲୋକେ ଆସିବେ। ସେତେବେଳେ ଉଚିତ୍ ଜବାବ ମିଳିବ। ଜେଏମଜେ ବ୍ୟୁରୋ.:କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ସଂସଦରେ କହିଛନ୍ତି, ଅପରେସନ ସିନ୍ଦୂର…
୧ ଲକ୍ଷ ୮୧ ହଜାର ନକଲି ଚାଷୀ ସରକାରଙ୍କ ରାଜସ୍ୱ ଲୁଟ କରୁଥିଲେ: ସମବାୟ ମନ୍ତ୍ରୀ
ଜେଏମଜେ ବ୍ୟୁରୋ : ଲୁଟୁଛନ୍ତି ନକଲି ଚାଷୀ। ରାଜ୍ୟରେ ଏତେ ସଂଖ୍ୟକ ନକଲି ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ। ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ନକଲି ଚାଷୀମାନେ ରାଜସ୍ବ…
ଗୁରୁତ୍ବପୂର୍ଣ୍ଣ ପଦବି ହେଲେ ଦାୟିତ୍ବ ନେବାକୁ ବାବୁ ଅମଙ୍ଗ କାହିଁକି?
ଜେଏମଜେ ବ୍ୟୁରୋ : କ୍ଷମତା ଯେଉଁଠି, ବାବୁ ସେଇଠି ! ମନ ଜିଣିପାରୁନି ବଡ଼ ପଦବି! ରାଜ୍ୟ ଶାସନରେ ଏସବୁ ପଦବିର ଗୁରୁତ୍ବ ଢେର୍ ବେଶି । ହେଲେ ବିଗତ କିଛି ମାସ ଧରି ଏହି ପଦବିକୁ ନେଇ ଗୋଟିଏ ବି…
କୋମାରେ ଲୋକାୟୁକ୍ତ : ୧୬ ମାସ ହେବ ନାହାନ୍ତି ମୁରବି , ଦୁର୍ନୀତି ଧରିବ କିଏ?
ଜେଏମଜେ ବ୍ୟୁରୋ : କୋମାରେ ଲୋକାୟୁକ୍ତ : ୧୬ ମାସ ହେବ ନାହାନ୍ତି ମୁରବି , ଦୁର୍ନୀତି ଧରିବ କିଏ? ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ମୋହନ ସରକାର । ପ୍ରତ୍ୟେକ ଦିନ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି କୁବେର…
ପାଣି ବିଲ୍ ବାଧୁଛି: ଘରୋଇ ସଂସ୍ଥାକୁ ଯିବ ପାନୀୟ ଜଳ ଯୋଗାଣ
ଜେଏମଜେ ବ୍ୟୁରୋ : ରାଜ୍ୟର ସମସ୍ତ ସହରାଞ୍ଚଳରେ ଏବେ ସୁଦ୍ଧା ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଲାନି। ଏବେବି ଲୋକଙ୍କୁ ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ପାଣି ମିଳୁଛି। ହେଲେ ସାଧାରଣ ଲୋକଙ୍କ ଠାରୁ ପ୍ରତି କିଲୋଲିଟର ପିଛା ୬ଟଙ୍କା…
ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ସାର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟ ପତ୍ର ମାଗଣାରେ ଯୋଗାଇବେ ସରକାର
ଜେଏମଜେ ବ୍ୟୁରୋ : ଖୁବଶୀଘ୍ର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟୁନିର୍ଫମ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬) ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ…
ରାଜ୍ୟ ବିଜେପିରେ ହଲଚଲ,ଚର୍ଚ୍ଚା ବଢ଼ାଇଲା ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା !
ଜେଏମଜେ ବ୍ୟୁରୋ : ରାଜ୍ୟ ବିଜେପିରେ ହଲଚଲ ବଢ଼ିବାରେ ଲାଗିଛି । ଆରମ୍ଭ ହୋଇ ସାରିଛି କି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳର ପ୍ରାରମ୍ଭିକ ପ୍ରକ୍ରିୟା ? ଦିଲ୍ଲୀ ଓ ଭୁବନେଶ୍ୱରରେ ହାଇ ଲେଭଲ ମିଟିଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ବଢାଇଛି…
ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବାକୁ ଉପବାଚସ୍ପତିଙ୍କ ପ୍ରସ୍ତାବ
ଜେଏମଜେ ବ୍ୟୁରୋ : ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ୟୁପି ଗ୍ୟାଙ୍ଗଷ୍ଟର ଆଇନ ଧାରାରେ “ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ” ପ୍ରଣୟନ ପାଇଁ ଉପବାଚସ୍ପତି ଭବାନୀଶଙ୍କର ଭୋଇ ପ୍ରସ୍ତାବ…
















