ରାସ୍ତାରୁ ମିଳିଲା ନବଜାତ ଶିଶୁ ପୁତ୍ରର ଶବ

ଭଞ୍ଜନଗର : (ଜେଏମଜେ ନ୍ୟୁଜ ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଢିହ ପଢାଲ ପଂଚାୟତ ଢିହ ପଢାଲ ଗ୍ରାମର ରାସ୍ତା କଡରେ ପଡି ଥିଲା ପୁତ୍ର ସନ୍ତାନ ର ଶବ। ସଦ୍ୟ ଜନ୍ମ କରିଥିବା ପୁତ୍ର ସନ୍ତାନ କୁ କିଏ ବା…

ସ୍କୁଲରେ ପାଳନ ହେବନି ଗୁରୁଦିବସ, ଶିଶୁଦିବସ!

ଭୁବନେଶ୍ୱର : (ଜେଏମଜେ ନ୍ୟୁଜ ): ୨୦୨୬ରେ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯିବ ନାହିଁ। ଶିଶୁ ଦିବସ ମଧ୍ୟ ପାଳିତ ହେବନି। ସେହିଦିନ ପିଲାମାନେ ବିଦ୍ୟାଳୟକୁ ଆସିବେ। ଅନ୍ୟ ଦିନଗୁଡ଼ିକ ପରି ପାଠପଢ଼ା ମଧ୍ୟ ହେବ। ବିଦ୍ୟାଳୟରେ କୌଣସି କାର୍ଯ୍ୟକ୍ରମ…

ଧାନ କ୍ରୟ ପାଇଁ ବୈଠକ

ବେଗୁନିଆପଡା :(ଜେଏମଜେ ନ୍ୟୁଜ ): ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ସରକାର ପ୍ରସ୍ତୁତ ହେଉଥିବା ଆସନ୍ତା 23 ତାରିଖରେ ଗଞ୍ଜାମ ଜିଲ୍ଲାରେ ଧାନ କ୍ରୟ ଆରମ୍ଭ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ସେଥିପାଇଁ ଶୁକ୍ରବାର ଦିନ ବେଗୁନିଆପଡା…

କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ ଅନୁଷ୍ଠିତ

କବିସୂର୍ଯ୍ୟନଗର,:(ଜେଏମଜେ ନ୍ୟୁଜ): କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ କନକ ମଞ୍ଜରୀ ପାଠାଗାର ଠାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରେସ୍ କ୍ଲବର ବାର୍ଷିକୋତ୍ସବରେ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ସହିତ…

ଜିଲ୍ଲାସ୍ତରୀୟ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

କୋରାପୁଟ: (ଜେଏମଜେ ନ୍ୟୁଜ):କୋରାପୁଟ ଜିଲ୍ଲାସ୍ତରୀୟ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ମୋଟ ୫୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା…

ଝାରପଡ଼ା ଜେଲରୁ ୨ କଏଦୀ ଫେରାର : ଛୁଟିରେ ଘରକୁ ଯାଇ ଆଉ ଫେରିଲେନି!

ଭୁବନେଶ୍ୱର :ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ ) ଝାରପଡ଼ା ଜେଲରୁ କଏଦୀ ‌ଫେରାର। ଛୁଟିରେ ଯାଇ ଆଉ ଜେଲକୁ ଫେରିଲେନି। ଏନେଇ ଜଣାପଡ଼ିବା ପରେ ଝାରପଡ଼ା ଜେଲ ଅଧୀକ୍ଷକ ସର୍ବେଶ୍ବର ସାହୁ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି…

ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧିର ପୁନର୍ବିଚାର କରିବାକୁ ଦାବିକଲା ବିଜେଡି.

ଭୁବନେଶ୍ୱର: (ଜେଏମଜେ ନ୍ୟୁଜ ): ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଛି। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଦେଇଛନ୍ତି ସୂଚନା। ବିଧାନସଭାରେ…

ଗଞ୍ଜାମ ଜିଲ୍ଲାରେ ଦ୍ଵିତୀୟ ମେଡ଼ିକାଲ କଲେଜ କେବେ?

ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): ରାଜ୍ୟର ବୃହତମ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ରହିଛି। ଜିଲ୍ଲାର ଜନସଂଖ୍ୟା ୪୦ ଲକ୍ଷ ଟପିଲାଣି ହେଲେ ଜନସଂଖ୍ୟା କୁ ଲକ୍ଷ୍ୟ କଲେ ଗଞ୍ଜାମ ରେ ଦ୍ଵିତୀୟ ମେଡିକାଲ କଲେଜ ନିହାତି ଆବଶ୍ୟକ ରହିଛି…

ଚିଠିର ପ୍ରଭାବ ପଡ଼ିଛି, ପାଗ ଦେଖି ନିଷ୍ପତ୍ତି ନେବି :ମହମ୍ମଦ ମୋକିମ

ଭୁବନେଶ୍ୱର:ଜେଏମଜେ ନ୍ୟୁଜ (ସମୀର ରଞ୍ଜନ ନାୟକ )କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ମହମ୍ମଦ ମୋକିମଙ୍କର ଆସିଲା ପ୍ରତିକ୍ରିୟା। ମୋକିମ କହିଛନ୍ତି, ‘କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି। ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ…

28ତମ ଜାତୀୟ ସ୍ତରୀୟ ପରବ ଉଦଘାଟିତ

କୋରାପୁଟ:(ଜେଏମଜେ ନ୍ୟୁଜ): ଆଜି ସ୍ଥାନୀୟ ପରବ ପଡିଆରେ 28ତମ ଜାତୀୟ ସ୍ତରୀୟ ପରବ ଉଦଘାଟିତ ହୋଇଯାଇଛି l ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳିତ କରିବା ସହ ମଶାଲ…