ବୁଲା କୁକୁର,ଗାଈ ରୋକିବା ପାଇଁ ସବୁ ଶିକ୍ଷାନୁଷ୍ଠାନ କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ବର: ଜେଏମଜେ ବ୍ୟୁରୋ : ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି । କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ଦିଆଯାଇଛି । ଏନେଇ ସମସ୍ତ ସରକାରୀ/ଅଣସରକାରୀ ସହାୟତାପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ…
ଓଡ଼ିଶା କଂଗ୍ରେସର ନେତୃତ୍ୱ ନେବା ପାଇଁ ଭକ୍ତ ଦାସ ଅନଫିଟ୍: ସୋନିଆଙ୍କୁ ମୋକିମ୍ ଙ୍କ ଚିଠି।
ଭୁବନେଶ୍ବର: ଜେଏମଜେ ବ୍ୟୁରୋ : ରାଜ୍ୟ କଂଗ୍ରେସରେ ପୁଣି ବାହାରିଲା ପୁରୁଣା ରୋଗ। କଂଗ୍ରେସରେ ଦେଖା ଦେଲାଣି ନେତୃତ୍ବ ସଂକଟ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା। ଭକ୍ତ ଦାସ ନିଜ…
ଭକ୍ତପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏଲ. ଆର୍.ଆଇ ଯାତ୍ରା ୨୦୨୫
ଢେଙ୍କାନାଳ: (ଜେଏମଜେ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ପଞ୍ଚାୟତର ଭକ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ତରଫରୁ LRI କାର୍ଯ୍ୟକ୍ରମ ପ୍ରକଳ୍ପ ନିର୍ଦ୍ଦେଶକ କଳ୍ପବଟ ବେହେରା ଙ୍କ…
କାନିସ୍ୱାମୀ ଙ୍କ ଦ୍ୱାରା ସ୍ୱାମୀ ଆୟାପା ଙ୍କ ପୂଜା ଓ କୁକୁମ ପୂଜା ଅନୁଷ୍ଠିତ
ବ୍ରହ୍ମପୁର :(ଜେଏମଜେ ନ୍ୟୁଜ ): ବ୍ରହ୍ମପୁର ଓଁ ବିହାର ସ୍ଥିତ ସ୍ୱାମୀ ଆୟାପା ମନ୍ଦିର ନିକଟରେ ରାମକୃଷ୍ଣ ଆଚାରୀ ଗୁରୁସ୍ୱାମୀ ଓ ଗନ୍ନା ଗୁରୁସ୍ୱାମୀ ଙ୍କ ନେତୃତ୍ୱ ରେ ବହୁ କାନିସ୍ୱାମୀ ନୂତନ ମାଳା ଧାରଣା କରିଥିବା ଏବଂ ଭକ୍ତ ସ୍ୱାମୀ…
ଆୟାପ୍ପା ସ୍ୱାମୀଙ୍କ ଅଭିଷେକ ଓ ଇରୁମୁଡି କାର୍ଯ୍ୟକ୍ରମ ଅନୁଷ୍ଠିତ
ପାତ୍ରପୁର,୧୦/୧୨/୨୫(ଜେଏମଜେ ନ୍ୟୁଜ ) ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଦାମୋଦର ପଲ୍ଲୀ ଓ ସପଙ୍ଗ ମଧ୍ୟସ୍ଥଳି ସ୍ଥିତ ଶ୍ରୀ ମାଣିକାଣ୍ଠା ସନ୍ନିଧାନ ପ୍ରାଙ୍ଗଣରେ ଆୟାପ୍ପାଙ୍କ ଅଭିଷେକ ଓ ଇରୁମୁଡି କାର୍ଯ୍ୟକ୍ରମ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପଡୋଶୀ ରାଜ୍ୟ…
ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇଲେ ଓଡ଼ିଶା ସରକାର
ଜେଏମଜେ ବ୍ୟୁରୋ : ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍ସନ୍ରେ ବଡ଼ ଧରଣର ବୃଦ୍ଧିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।ଏହାଫଳରେ ବର୍ତ୍ତମାନର ଏବଂ ପୂର୍ବତନ ବିଧାୟକମାନଙ୍କର…
ଭାରତୀୟ ଟିମ୍ର ବିଜୟ ପାଇଁ ପୁରୀ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା
ଜେଏମଜେ ବ୍ୟୁରୋ : ଭାରତୀୟ ଟିମ୍ର ବିଜୟ ପାଇଁ ପୁରୀ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା । ବାରବାଟୀ ଟି-୨୦ରେ ଭାରତର ବିଜୟ ପାଇଁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦୀପଦାନ କରିଛନ୍ତି ପୁରୀ ସେବାୟତ । ଶ୍ରୀମନ୍ଦିର ସିଂହଦ୍ବାରରେ ପୁରୀ ସେବାୟତ ଏକତ୍ରିତ ହୋଇ…
ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ, ଆଜି ସନ୍ଧ୍ୟା ୬ଟାରୁ ଲାଗୁ
ଜେଏମଜେ ବ୍ୟୁରୋ : ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା ପରଠୁ ମୁହାଁମୁହିଁ ହୋଇଛନ୍ତି ମାଲକାନଗିରିର ଦୁଇ ଗାଁ ବାସୀ। ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଲାଗି ରହିଛି ଉତ୍ତେଜନା । ତେଣୁ ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ…
ଓଡ଼ିଶାରେ ଡାକ୍ତର ମରୁଡ଼ି, ୬୦ ପ୍ରତିଶତ ପଦବୀ ଖାଲି
ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଓଡ଼ିଶାରେ ଡାକ୍ତର ମରୁଡ଼ି, ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି। ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ଖାଲି ପଡ଼ିଛି ୯୫୦୩ ଡାକ୍ତର ପଦବୀ। କାର୍ଯ୍ୟରତ ଅଛନ୍ତି ୬୨୭୧ ଡାକ୍ତର, ଏମାନଙ୍କ ଭିତରୁ…
ଶିକ୍ଷକ ସଂଘର ଆନ୍ଦୋଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ କଡ଼ା ପ୍ରତିକ୍ରିୟା
ଜେଏମଜେ ବ୍ୟୁରୋ : ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ , ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନକୁ ନେଇ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଗତ…
















