ବିଜୁ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳର ଜିଲ୍ଲା ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ

Spread the love

ଭୁବନେଶ୍ବର: ଜେଏମଜେ ନ୍ୟୁଜ : ବିଜେଡି ପକ୍ଷରୁ ସଂଗଠନକୁ ମଜବୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ ଓ ବିଜୁ ମହିଳା ଜନତା ଦଳର ବିଭିନ୍ନ ଜିଲ୍ଲା ପାଇଁ ନୂତନ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏହି ନିଯୁକ୍ତି ଦେଇଛନ୍ତି।ବିଜୁ ଛାତ୍ର ଜନତା ଦଳର ବାଲେଶ୍ବର ଜିଲ୍ଲା ସଭାପତି ଭାବେ ହରେକୃଷ୍ଣ ପ୍ରଧାନ, କଟକ ମହାନଗର ଶିବଶଙ୍କର ସିଂ, କେନ୍ଦ୍ରାପଡା ଜିଲ୍ଲା ସଭାପତି ସାହିବ ସାହିଲ ରାଉତ ଏବଂ କାର୍ଯ୍ୟକାରୀ ସଭାପତି ପ୍ରଭେଶ ଅଖତର ,ଜଗତସିଂହପୁର ଜିଲ୍ଲା ସଭାପତି ରାଜେଶ କୁମାର ମିଶ୍ର ଏବଂ କାର୍ଯ୍ୟକାରୀ ସଭାପତି ଅବନୀକାନ୍ତ ଦାଶ , ମୟୂରଭଞ୍ଜ ଆଭାସ ଦେ,ଖୋର୍ଦ୍ଧା ଅମିତ କୁମାର ଦାଶ, ଯାଜପୁର ଜଗଦାନନ୍ଦ ରାଉତ ଏବଂ ପୁରୀ ରାଜେଶ ରଥଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ବିଜୁ ଯୁବ ଜନତା ଦଳର ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ବିଜେଡି ପକ୍ଷରୁ ନିଯୁକ୍ତ କରାଯାଇଛି। ବାଲେଶ୍ବର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଭାବେ ତାପସ ପ୍ରାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଭରତ ଭୂଷଣ ଦାସ, କଟକ ମହାନଗର ସୌମ୍ୟ ଦର୍ଶନ ବେହେରା, କେନ୍ଦ୍ରାପଡା ରାଜେଶ ଦାସ, ଜଗତସିଂହପୁର ସମିତ କୁମାର ଲେଙ୍କା, ମୟୂରଭଞ୍ଜ ଜିଲ୍ଲା ସଭାପତି ଅରୁଣ ବରାଡ, କାର୍ଯ୍ୟକାରୀ ସଭାପତି ସୁନିଲ କୁମାର ନାୟକ, ଯାଜପୁର ଆଶଷ ରଞ୍ଜନ ଚୌଧୁରୀଙ୍କୁ ନିଯୁକ୍ତ କରାଯାଇଛି।

ସେହିପରି ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ମନୋନୀତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ସଭାପତି ଶବାର୍ଣ୍ଣୀ ଦାସ, ବାଲେଶ୍ବର ଜିଲ୍ଲା ସଭାପତି ଶୁଭଲକ୍ଷ୍ମୀ ମାଝୀ, କାର୍ଯ୍ୟକାରୀ ସଭାପତି ମୀନା ମହାନ୍ତି, ମୟୂରଭଞ୍ଜ-୨ ଜିଲ୍ଲା ସଭାପତି କମଳା ମହାନ୍ତି, କାର୍ଯ୍ୟକାରୀ ସଭାପତି ମମିତା ଚୌଧୁରୀ, ଗଞ୍ଜାମ ଜିଲ୍ଲା ସଭାପତି ସଂଘମିତ୍ରା ଦଲେଇ, କାର୍ଯ୍ୟକାରୀ ସଭାପତି ଅନିମା ପରିଡା, ଶ୍ବେତା ପଜ୍ଞା ପଟ୍ଟନାୟକ, କଟକ ମହାନଗର ଜିଲ୍ଲା ସଭାପତି ଏ.ଶ୍ରୀଧୀବି, କାର୍ଯ୍ୟକାରୀ ସଭାପତି ମିତାଲି ଭଞ୍ଜ ନିଯୁକ୍ତ କରାଯାଇଛି।

  • jmjnewso

    Related Posts

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 17 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 41 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 27 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 46 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 55 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା