ଦେବୋଉତ୍ଥାପନୀ ଏକାଦଶୀରେ ଜଗନ୍ନାଥଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ.

ଖଲିକୋଟ : (ଜେଏମଜେ ନ୍ୟୁଜ ): ଦେବୋଉତ୍ଥାପନୀ ଏକାଦଶୀରେ ଜଗନ୍ନାଥଙ୍କୁ ହଜାର ହଜାର ଭକ୍ତ ଦର୍ଶନ କଲେ..ଓଡିଶାର ଦ୍ୱତୀୟ ବୃହତମ ଜଗନ୍ନାଥ ମନ୍ଦିର ଖଲ୍ଲିକୋଟ ଠାରେ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 20ହଜାରରୁ ଉର୍ଦ୍ଧ ଭକ୍ତ ଜଗନ୍ନାଥଙ୍କ ଦର୍ଶନ କରିଥିଲେ…

BJD ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର: ଶଙ୍କର ପୃଷ୍ଟିର ବଡ଼ ଖୁଲାସା

ଜେଏମଜେ ବ୍ୟୁରୋ: SI ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଲା ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର । ବିଜେଡି ଶାସନରେ ହୋଇଥିଲା ୧୦୦୦…

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣା: ୧୦ ମୃତ, ୩୫ ଆହତ, ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ

ଜେଏମଜେ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାଶୀବୁଗାସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଆଜି କାର୍ତ୍ତିକ ଏକାଦଶୀରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ହୋଇ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ…

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଜେଏମଜେ ବ୍ୟୁରୋ : ଓଡ଼ିଶା ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଗିରଫ କରିଛି। ଅଭିଯୁକ୍ତ ଶଙ୍କରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଉତ୍ତରାଖଣ୍ଡରୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଘଟଣାର ପର୍ଦ୍ଦାଫାସ ହେଲା ପରେ…

ରାଜ୍ୟକୁ ଫେରୁଛି ଶୀତ: ଏଥର ବିଳମ୍ବ ରେ ଆସି ଶୀଘ୍ର ଫେରିବ ଶୀତ।

ଜେଏମଜେ ବ୍ୟୁରୋ : ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଓଡିଶା ଉପରେ କମ ରହିବ ପ୍ରଭାବ । କିନ୍ତୁ ବାତ୍ୟା ମୋନ୍ଥାର ଅବଶିଷ୍ଟାଂଶ ବର୍ତ୍ତମାନ ବିହାର ଉପରେ ସକ୍ରିୟ ରହିଛି ।…

ଏଣିକି ଜମି କିଣା ବିକା ହେବ ଆହୁରି ସହଜ

ଜେଏମଜେ ବ୍ୟୁରୋ : ରାଜ୍ୟରେ ଜମି କିଣାବିକା ସହଜ କରିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ତହସିଲରେ ଖୋଲିବ ସବରେଜିଷ୍ଟ୍ରି ଅଫିସ୍ । ଆଜି ତହସିଲ ଅଫିସରେ ଜମି କିଣାବିକା ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ…

ପୁରୁଷୋତ୍ତମପୁର ସହରରେ ଜାତୀୟ ଏକତା ଦିବସ ପାଳିତ

ପୁରୁଷୋତ୍ତମପୁର (ଜେଏମଜେ ନ୍ୟୁଜ): ଅକ୍ଟୋବର ୩୧ ତାରିଖ ଦିନ ସାରା ଦେଶରେ ଭାରତର ମହାନ ସ୍ଵାଧୀନତା ସଂଗ୍ରାମୀ ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମଦିନ ଅବସରରେ “ଜାତୀୟ ଏକତା ଦିବସ” ପାଳନ କରାଯାଇଛି। ଏହି ଦିନ ଟି…

ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ୍

ଭୁବନେଶ୍ଵର: (ଜେଏମଜେ ବ୍ୟୁରୋ ): ଭିଡ଼ରେ ଆଉ ଫସିବେନି, ରେଲୱେ ଫାଟକରେ ଆଉ ଅଟକିବାକୁ ପଡ଼ିବନି । ବ୍ରିଜ୍ ଚଢ଼ିବେ, ସିଧା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ । ଆଜ୍ଞା ହଁ, ଓଡ଼ିଶାରେ ନିର୍ମାଣ ହେବ ୯୨ଟି ରେଳ ଓଭରବ୍ରିଜ୍‌ । ଏହି ନିର୍ମାଣର…

କଂଗ୍ରେସର ବଡ଼ ଅଭିଯୋଗ : ନୂଆପଡ଼ା ଉପନିର୍ବାଚନରେ ପୁଲିସକୁ ବ୍ୟବହାର କରୁଛି ବିଜେପି

ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ  ଦଳର ଉପସଭାପତି ଲଲାଟେନ୍ଦୁ ମହାପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।ସେ କହିଛନ୍ତି, ଉପନିର୍ବାଚନରେ କଂଗ୍ରେସ ଭଲ ସ୍ଥିତିରେ ରହିଛି। ଦିନକୁ ଦିନ…

ବ୍ରହ୍ମପୁର ଟିଏବବିର ଛାତ୍ରଛାତ୍ରୀଙ୍କ ଅଭୁତପୂର୍ବ ସଫଳତା

ବ୍ରହ୍ମପୁର :(ଜେଏମଜେ ବ୍ୟୁରୋ ): ବ୍ରହ୍ମପୁର ହିଲପାଟଣା ସ୍ଥିତ ଟାଏକୋଣ୍ଡୋ ଆସୋସିଏସନ ଅଫ ବ୍ରହ୍ମପୁର ଖେଳାଳିଙ୍କ ଅସାଧାରଣ ସଫଳତା ହାସଲ କରି ଓଡ଼ିଶାର ଗର୍ବ ବଢ଼ାଇଛନ୍ତି l ଗତ ୧୩ ରୁ ୧୬ ଅକ୍ଟୋବର ମାସରେ ଭାରତ,ମାଲେସିୟା, ଶ୍ରୀଲଙ୍କା, ବାଙ୍ଗଲାଦେଶ, ଚାଇନା…