ଦିଲ୍ଲୀ ରେ ବଡଧରଣର ବିସ୍ପୋରଣ : ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୮ ମୃତ :ହାଇ ଆଲର୍ଟ ଜାରି.

ଜେଏମଜେ ବ୍ୟୁରୋ : ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ ହୋଇଥିବା ବେଳେ…

ବୁଲା କୁକୁରଙ୍କୁ ନେଇ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ଜେଏମଜେ ବ୍ୟୁରୋ : ବସ୍ ଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ ଅବା କୌଣସି ସରକାରୀ ଅନୁଷ୍ଠାନ। ଏଣିକି ଆଉ ଦେଖା ଯିବେନି ବୁଲାକୁକୁର । ତୁରନ୍ତ ସେମାନଙ୍କୁ ଧରି ଟୀକାକରଣ ଓ ବନ୍ଧ୍ୟାକରଣ କରି ଆଶ୍ରୟସ୍ଥଳୀରେ ଛାଡ଼ । ବୁଲା…

ଏଥର ଡିଜିଟାଲି ହେବ ଜନଗଣନା:

ଜେଏମଜେ ବ୍ୟୁରୋ : ୨୦୨୭ରେ ସାରା ଦେଶରେ ହେବ ଜନଗଣନା । ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରଶିକ୍ଷଣ । ଗାଁ ଗାଁ ବୁଲି ଶିକ୍ଷକ କରିବେ ପ୍ରାକ୍‌ ଜନଗଣନା । ସେଥିପାଇଁ ସେମାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଡିଜିଟାଲ ଟ୍ରେନିଂ ।…

ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ ! ଜୋର୍‌ ଧରିଲା ଚର୍ଚ୍ଚା

ଜେଏମଜେ ବ୍ୟୁରୋ : ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା । ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆଜି ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇପାରନ୍ତି ଅମର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ…

ଦେବୋଉତ୍ଥାପନୀ ଏକାଦଶୀରେ ଜଗନ୍ନାଥଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ.

ଖଲିକୋଟ : (ଜେଏମଜେ ନ୍ୟୁଜ ): ଦେବୋଉତ୍ଥାପନୀ ଏକାଦଶୀରେ ଜଗନ୍ନାଥଙ୍କୁ ହଜାର ହଜାର ଭକ୍ତ ଦର୍ଶନ କଲେ..ଓଡିଶାର ଦ୍ୱତୀୟ ବୃହତମ ଜଗନ୍ନାଥ ମନ୍ଦିର ଖଲ୍ଲିକୋଟ ଠାରେ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 20ହଜାରରୁ ଉର୍ଦ୍ଧ ଭକ୍ତ ଜଗନ୍ନାଥଙ୍କ ଦର୍ଶନ କରିଥିଲେ…

ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ୍

ଭୁବନେଶ୍ଵର: (ଜେଏମଜେ ବ୍ୟୁରୋ ): ଭିଡ଼ରେ ଆଉ ଫସିବେନି, ରେଲୱେ ଫାଟକରେ ଆଉ ଅଟକିବାକୁ ପଡ଼ିବନି । ବ୍ରିଜ୍ ଚଢ଼ିବେ, ସିଧା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ । ଆଜ୍ଞା ହଁ, ଓଡ଼ିଶାରେ ନିର୍ମାଣ ହେବ ୯୨ଟି ରେଳ ଓଭରବ୍ରିଜ୍‌ । ଏହି ନିର୍ମାଣର…

ପ୍ରଥମ ରାଷ୍ଟ୍ରପତି ଭାବେ ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ

ଜେଏମଜେ ବ୍ୟୁରୋ : ପ୍ରଥମ ରାଷ୍ଟ୍ରପତି ଭାବେ ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ…ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି। ରାଷ୍ଟ୍ରପତି ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେଶନରୁ ଏହି ଉଡ଼ାଣକରିଥିଲେ। ରାଷ୍ଟ୍ରପତି ଏହି ବିମାନ…

ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ HCG ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ସଚେତନତା ପଦଯାତ୍ରା।

ଗୋପାଳପୁର(ଜେଏମଜେ ନ୍ୟୁଜ ): ସ୍ତନ କ୍ୟାନ୍ସର ସଚେତନତା ପାଇଁ ଗୋପାଳପୁର ବିଚ୍‌ରେ ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ ଏଚ ସି ଜି ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ସଚେତନ ପଦ ଯାତ୍ରା ବ୍ରହ୍ମପୁରଓ ଗୋପାଳପୁର ଠାରେ ବ୍ରହ୍ମପୁର…

ମନ୍ତ୍ରୀଙ୍କ ନାଁ ହଟାଇବା ପାଇଁ ବିକ୍ରମ ପଣ୍ଡାଙ୍କୁ ଫସାଇଛି ପୁଲିସ: ବିଜେଡ଼ି ପ୍ରେସମିଟ

ଭୁବନେଶ୍ବର:(ଜେଏମଜେ ବ୍ୟୁରୋ): ଗତ ୧୬ ମାସର ବିଜେପି ସରକାର ରାଜ୍ୟରେ ଅପରାଧ ରୋକିବାରେ ବିଫଳ ହୋଇଛି। ଖାସ କରି ଗଞ୍ଜାମରେ ପୁଲିସ କିଛି ପଦକ୍ଷେପ ନେଉନି। ପୁଲିସ ଅପରାଧୀଙ୍କ ହାତବାରିସୀ ସାଜି ପ୍ରୋତ୍ସାହନ ଯୋଗାଉଛନ୍ତି ଅପରାଧ କରିବାକୁ। ପୀତବାସ ପଣ୍ଡା ହତ୍ୟାକାଣ୍ଡ…

ଗୁଜୁରାଟ ରାଜନୀତି : ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା

ଜେଏମଜେ ବ୍ୟୁରୋ : ଗୁଜୁରାଟ ରାଜନୀତି ସରଗରମ। ଗୁଜୁରାଟ ସରକାରର ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଯାହା ନୂତନ କ୍ୟାବିନେଟ ପାଇଁ ପଥ ପରିଷ୍କାର କରିବ । ଆସନ୍ତାକାଲି ଗୁଜୁରାଟରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ…