ପ୍ରେସ୍ ୟୁନିଅନ ପକ୍ଷରୁ ସାମ୍ବାଦିକଙ୍କ ପରିବାରକୁ ଭତ୍ତା ପ୍ରଦାନ

Spread the love


ରାୟଗଡା : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ) ରାୟଗଡ ଜିଲ୍ଲା ର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ ପ୍ରେସ୍ ୟୁନିଅନ ତରଫରୁ ମୃତ ସାମ୍ବାଦିକ ରାଜୀବ ଲୋଚନ ପଣ୍ଡା ଙ୍କ ଅସହାୟ ପିତା, ମାତାଙ୍କୁ ଭତ୍ତା ପ୍ରଦାନ କରାଯାଇଛି l ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁନିଅନ ସଭାପତି ଇପିଲି ସର୍ବେଶ୍ୱର ରାଓ ଙ୍କ ନେତୃତ୍ୱ ରେ ଗୁମୁଡା ଖିଲିଙ୍ଗ ରାଇ ସ୍ଥିତ ପିତା ମାତାଙ୍କ ବାସଗୃହ ରେ ପହଂଚି ୧୧ ମାସର ୧୧ ହଜାର ଟଙ୍କା ପ୍ରଦାନ କରାଯାଇଛି।


ପ୍ରେସ୍ ୟୁନିଅନ ର ଭତ୍ତା ଭଳି ଯୁଗାନ୍ତ କାରୀ ପଦକ୍ଷେପ କୁ ସାଧାରଣ ରେ ବେସ୍ ପ୍ରଶଂସା କରାଯାଇଛି l ସାମ୍ବାଦିକ ମାନଙ୍କ କ୍ଷେତ୍ରରେ ରାଜ୍ୟ କିମ୍ବା କେନ୍ଦ୍ର ସାମ୍ବାଦିକ ଙ୍କ ମୃତ୍ୟୁ ପରେ ତାଙ୍କ ଅସହାୟ ପରିବାର କିମ୍ବା ପିତା ମାତାଙ୍କୁ କୌଣସି ମାସିକ ଭତ୍ତା ଵ୍ୟଵସ୍ଥା କରିନଥିବା ବେଳେ ପ୍ରେସ୍ ୟୁନିଅନ ରାୟଗଡ ପକ୍ଷରୁ ଭତ୍ତା ପ୍ରଦାନ କରାଯାଉଥିବାରୁ ସାମ୍ବାଦିକ ଙ୍କ ମହଲରେ ଆଶା ର କିରଣ ଜାଗ୍ରତ ହୋଇଛି।


ୟୁନିଅନ ସାଧାରଣ ସମ୍ପାଦକ ଶିବାଜୀ ଦାଶ କହିଛନ୍ତି ୟୁନିଅନ ଏକ ପରିବାର , ପରିବାର ଭିତରେ ଯେକୌଣସି ସଭ୍ୟର ଅସହାୟ ସମୟରେ ଆମ ଏକତା ସଂଗଠନ କୁ ସଦୃଢ କରିଛି l ପ୍ରତ୍ୟକ ସଭ୍ୟଙ୍କ ଅସହାୟ ପଛରେ ୟୁନିଅନ ପାଚେରୀ ଭଳି ସୁରକ୍ଷା ଦେବାକୁ ପ୍ରୟାସ ରତ l ଆମ ୟୁନିଅନ ଏକ ଉଦାହରଣ ସୃଷ୍ଟି କରି ସରକାରଙ୍କୁ ବାର୍ତ୍ତା ଦେଇଛି ରାଜ୍ୟ ସରକାର ସାମ୍ବାଦିକ ଙ୍କ ଭତ୍ତା ନେଇ ଗୁରୁତର ସହ ତର୍ଜମା କରନ୍ତୁ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି l ଏଥିରେ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ ,କୋଷାଧକ୍ଷ ଧରଣୀଧର ପଟନାୟକ , ବରିଷ୍ଠ ସଭ୍ୟ ଅମୁଲ୍ୟ ନିସଙ୍କ ଉପସ୍ଥିତ ଥିଲେ।

  • jmjnewso

    Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ନୂତନ…

    ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା, ବର୍ଷାରେ ଭିଜିଲେ, ବାହୁନି କାନ୍ଦିଲେ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା। ବର୍ଷାରେ ଭିଜିଲେ, ଲୁହ ନିଗାଡ଼ିଲେ। ବିଶ୍ରାମ କରିବା ସମୟରେ ବିକ୍ଷୋଭ କରୁଛନ୍ତି। ଢୁ ଢୁ ବର୍ଷାରେ ଭତ୍ତା କେଇ ଟଙ୍କା ପାଇଁ ଭିଜୁଛନ୍ତି ଶହ ଶହ ବୟସ୍କ। ବୟସର…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 17 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 41 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 27 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 46 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 55 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା