ବିଜେଡିକୁ ବଡ଼ ଝଟକା: ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): ବିଜେଡିର ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର୍ ସିଟିଜେନ୍ ସେଲ୍‌ ଉପସଭାପତି ପଦରୁ ଆଜି ଇସ୍ତଫା ଦେଲେ ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର ।ତାଙ୍କୁ ଗୁରୁତ୍ୱ…

ସିଜେଆଇ ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଜେଏମଜେ ବ୍ୟୁରୋ : ସିଜେଆଇ ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ଚିଫ୍ ଜଷ୍ଟିସ ଭାବେ ନେଇଛନ୍ତି ଦାୟିତ୍ୱ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପୂର୍ବରୁ…

ରାଜ୍ୟରେ ୪୭୫ ଇନ୍ସପେକ୍ଟର୍‌ଙ୍କ ବଦଳି

ଜେଏମଜେ ବ୍ୟୁରୋ : ସବ୍ଇନ୍ସପେକ୍ଟର୍‌ରୁ ଇନ୍ସପେକ୍ଟର ପାହ୍ୟାକୁ ଦେଢ଼ ମାସ ତଳୁ ପଦୋନ୍ନତି ପାଇଥିଲେ ସୁଦ୍ଧା ଥାନା, ଫାଣ୍ଡିରେ ସବ୍ଇନ୍ସପେକ୍ଟର ଭାବେ କାମ କରୁଥିବା ୪୨୬ ଇନ୍ସପେକ୍ଟର୍ ଏବେ ଆଶ୍ୱସ୍ତ ହୋଇଛନ୍ତି। ନୂଆ କରି ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ସହ ଆଉ…

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ପାତ୍ରପୁର, (ଜେଏମଜେ ନ୍ୟୁଜ): ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ତିନିଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା କରିଛନ୍ତି । ପ୍ରଥମେ ପଦାଦିଗି ଗ୍ରାମରେ ବିଧାୟକ ଓ ସାଂସଦ ପ୍ରତିନିଧି ମୀନା ଦ୍ୟାନ…

ଆଜିଠୁ ବିଶ୍ୱ ଐତିହ୍ୟ ସପ୍ତାହ: ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ

ଜେଏମଜେ ବ୍ୟୁରୋ : ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବୁଧବାର କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି I ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି I ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ…

ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଜେଏମଜେ ବ୍ୟୁରୋ : ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି…

ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ, ତହସିଲଦାରଙ୍କୁ ମିଳିଲା କ୍ଷମତା

ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ; ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀପୁରୁଣା ପଞ୍ଜୀକୃତ କବଲା ସଂଶୋଧନ କ୍ଷମତା ତହସିଲଦାରଙ୍କୁ ପ୍ରଦାନଅନ୍ୟାନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡର ସଂଶୋଧନ କ୍ଷମତା.. ଜେଏମଜେ ବ୍ୟୁରୋ : ଏଣିକି ସହଜ ହେବ ଜମି ପଟ୍ଟା…

ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ର ଶିଶୁ ଦିବସ ଉତ୍ସବ

ବ୍ରହ୍ମପୁର (ଜେଏମଜେ ବ୍ୟୁରୋ ) : ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ର ଶିଶୁ ଦିବସ ଉତ୍ସବରେ ହାସ୍ୟ କଳାକାର ପ୍ରଜ୍ଞା ସଭିଙ୍କ ମନ ମୋହିଲେ। ବ୍ରହ୍ମପୁର ଗଂଜାମ କଳା ପରିଷଦଠାରେ ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ତଥା ଜୁନିୟର ପ୍ରିନ୍ସ ଡ୍ୟାନ୍ସ ଗୃପ…

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ

ବ୍ରହ୍ମପୁର (ଜେଏମଜେ ନ୍ୟୁଜ): ଜମ୍ମୁ କଶ୍ମୀରର ଉଧମପୁରରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍ଏଫ୍ ଯୱ।ନ ଙ୍କ ଅକାଳ ବିୟୋଗ ଘଟିଥିଲା। ମୃତକ ଯବାନ୍ ହେଲେ ବ୍ରହ୍ମପୁର ଅଯୋଧ୍ୟା ନଗର ତୃତୀୟ ଲାଇନ୍ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ କୃଷ୍ଣଚନ୍ଦ୍ର ଜେନାଙ୍କ ପୁଅ…

ଦିଲ୍ଲୀ ରେ ବଡଧରଣର ବିସ୍ପୋରଣ : ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୮ ମୃତ :ହାଇ ଆଲର୍ଟ ଜାରି.

ଜେଏମଜେ ବ୍ୟୁରୋ : ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ ହୋଇଥିବା ବେଳେ…