ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
ପାତ୍ରପୁର, (ଜେଏମଜେ ନ୍ୟୁଜ): ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ତିନିଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା କରିଛନ୍ତି । ପ୍ରଥମେ ପଦାଦିଗି ଗ୍ରାମରେ ବିଧାୟକ ଓ ସାଂସଦ ପ୍ରତିନିଧି ମୀନା ଦ୍ୟାନ…
ଆଜିଠୁ ବିଶ୍ୱ ଐତିହ୍ୟ ସପ୍ତାହ: ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ
ଜେଏମଜେ ବ୍ୟୁରୋ : ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବୁଧବାର କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି I ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି I ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ…
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଜେଏମଜେ ବ୍ୟୁରୋ : ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି…
ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ, ତହସିଲଦାରଙ୍କୁ ମିଳିଲା କ୍ଷମତା
ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ; ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀପୁରୁଣା ପଞ୍ଜୀକୃତ କବଲା ସଂଶୋଧନ କ୍ଷମତା ତହସିଲଦାରଙ୍କୁ ପ୍ରଦାନଅନ୍ୟାନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡର ସଂଶୋଧନ କ୍ଷମତା.. ଜେଏମଜେ ବ୍ୟୁରୋ : ଏଣିକି ସହଜ ହେବ ଜମି ପଟ୍ଟା…
ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ର ଶିଶୁ ଦିବସ ଉତ୍ସବ
ବ୍ରହ୍ମପୁର (ଜେଏମଜେ ବ୍ୟୁରୋ ) : ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ର ଶିଶୁ ଦିବସ ଉତ୍ସବରେ ହାସ୍ୟ କଳାକାର ପ୍ରଜ୍ଞା ସଭିଙ୍କ ମନ ମୋହିଲେ। ବ୍ରହ୍ମପୁର ଗଂଜାମ କଳା ପରିଷଦଠାରେ ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ତଥା ଜୁନିୟର ପ୍ରିନ୍ସ ଡ୍ୟାନ୍ସ ଗୃପ…
ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ
ବ୍ରହ୍ମପୁର (ଜେଏମଜେ ନ୍ୟୁଜ): ଜମ୍ମୁ କଶ୍ମୀରର ଉଧମପୁରରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍ଏଫ୍ ଯୱ।ନ ଙ୍କ ଅକାଳ ବିୟୋଗ ଘଟିଥିଲା। ମୃତକ ଯବାନ୍ ହେଲେ ବ୍ରହ୍ମପୁର ଅଯୋଧ୍ୟା ନଗର ତୃତୀୟ ଲାଇନ୍ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ କୃଷ୍ଣଚନ୍ଦ୍ର ଜେନାଙ୍କ ପୁଅ…
ଦିଲ୍ଲୀ ରେ ବଡଧରଣର ବିସ୍ପୋରଣ : ଲାଲକିଲ୍ଲା ମେଟ୍ରୋ ବାହାରେ କାର୍ ବିସ୍ଫୋରଣରେ ୮ ମୃତ :ହାଇ ଆଲର୍ଟ ଜାରି.
ଜେଏମଜେ ବ୍ୟୁରୋ : ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ ହୋଇଥିବା ବେଳେ…
ବୁଲା କୁକୁରଙ୍କୁ ନେଇ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ
ଜେଏମଜେ ବ୍ୟୁରୋ : ବସ୍ ଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ ଅବା କୌଣସି ସରକାରୀ ଅନୁଷ୍ଠାନ। ଏଣିକି ଆଉ ଦେଖା ଯିବେନି ବୁଲାକୁକୁର । ତୁରନ୍ତ ସେମାନଙ୍କୁ ଧରି ଟୀକାକରଣ ଓ ବନ୍ଧ୍ୟାକରଣ କରି ଆଶ୍ରୟସ୍ଥଳୀରେ ଛାଡ଼ । ବୁଲା…
ଏଥର ଡିଜିଟାଲି ହେବ ଜନଗଣନା:
ଜେଏମଜେ ବ୍ୟୁରୋ : ୨୦୨୭ରେ ସାରା ଦେଶରେ ହେବ ଜନଗଣନା । ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରଶିକ୍ଷଣ । ଗାଁ ଗାଁ ବୁଲି ଶିକ୍ଷକ କରିବେ ପ୍ରାକ୍ ଜନଗଣନା । ସେଥିପାଇଁ ସେମାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଡିଜିଟାଲ ଟ୍ରେନିଂ ।…
ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ ! ଜୋର୍ ଧରିଲା ଚର୍ଚ୍ଚା
ଜେଏମଜେ ବ୍ୟୁରୋ : ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା । ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆଜି ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇପାରନ୍ତି ଅମର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ…














