ଦେବୋଉତ୍ଥାପନୀ ଏକାଦଶୀରେ ଜଗନ୍ନାଥଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ.
ଖଲିକୋଟ : (ଜେଏମଜେ ନ୍ୟୁଜ ): ଦେବୋଉତ୍ଥାପନୀ ଏକାଦଶୀରେ ଜଗନ୍ନାଥଙ୍କୁ ହଜାର ହଜାର ଭକ୍ତ ଦର୍ଶନ କଲେ..ଓଡିଶାର ଦ୍ୱତୀୟ ବୃହତମ ଜଗନ୍ନାଥ ମନ୍ଦିର ଖଲ୍ଲିକୋଟ ଠାରେ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 20ହଜାରରୁ ଉର୍ଦ୍ଧ ଭକ୍ତ ଜଗନ୍ନାଥଙ୍କ ଦର୍ଶନ କରିଥିଲେ…
ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ୍
ଭୁବନେଶ୍ଵର: (ଜେଏମଜେ ବ୍ୟୁରୋ ): ଭିଡ଼ରେ ଆଉ ଫସିବେନି, ରେଲୱେ ଫାଟକରେ ଆଉ ଅଟକିବାକୁ ପଡ଼ିବନି । ବ୍ରିଜ୍ ଚଢ଼ିବେ, ସିଧା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ । ଆଜ୍ଞା ହଁ, ଓଡ଼ିଶାରେ ନିର୍ମାଣ ହେବ ୯୨ଟି ରେଳ ଓଭରବ୍ରିଜ୍ । ଏହି ନିର୍ମାଣର…
ପ୍ରଥମ ରାଷ୍ଟ୍ରପତି ଭାବେ ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ
ଜେଏମଜେ ବ୍ୟୁରୋ : ପ୍ରଥମ ରାଷ୍ଟ୍ରପତି ଭାବେ ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ…ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି। ରାଷ୍ଟ୍ରପତି ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେଶନରୁ ଏହି ଉଡ଼ାଣକରିଥିଲେ। ରାଷ୍ଟ୍ରପତି ଏହି ବିମାନ…
ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ HCG ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ସଚେତନତା ପଦଯାତ୍ରା।
ଗୋପାଳପୁର(ଜେଏମଜେ ନ୍ୟୁଜ ): ସ୍ତନ କ୍ୟାନ୍ସର ସଚେତନତା ପାଇଁ ଗୋପାଳପୁର ବିଚ୍ରେ ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ ଏଚ ସି ଜି ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ସଚେତନ ପଦ ଯାତ୍ରା ବ୍ରହ୍ମପୁରଓ ଗୋପାଳପୁର ଠାରେ ବ୍ରହ୍ମପୁର…
ମନ୍ତ୍ରୀଙ୍କ ନାଁ ହଟାଇବା ପାଇଁ ବିକ୍ରମ ପଣ୍ଡାଙ୍କୁ ଫସାଇଛି ପୁଲିସ: ବିଜେଡ଼ି ପ୍ରେସମିଟ
ଭୁବନେଶ୍ବର:(ଜେଏମଜେ ବ୍ୟୁରୋ): ଗତ ୧୬ ମାସର ବିଜେପି ସରକାର ରାଜ୍ୟରେ ଅପରାଧ ରୋକିବାରେ ବିଫଳ ହୋଇଛି। ଖାସ କରି ଗଞ୍ଜାମରେ ପୁଲିସ କିଛି ପଦକ୍ଷେପ ନେଉନି। ପୁଲିସ ଅପରାଧୀଙ୍କ ହାତବାରିସୀ ସାଜି ପ୍ରୋତ୍ସାହନ ଯୋଗାଉଛନ୍ତି ଅପରାଧ କରିବାକୁ। ପୀତବାସ ପଣ୍ଡା ହତ୍ୟାକାଣ୍ଡ…
ଗୁଜୁରାଟ ରାଜନୀତି : ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା
ଜେଏମଜେ ବ୍ୟୁରୋ : ଗୁଜୁରାଟ ରାଜନୀତି ସରଗରମ। ଗୁଜୁରାଟ ସରକାରର ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଯାହା ନୂତନ କ୍ୟାବିନେଟ ପାଇଁ ପଥ ପରିଷ୍କାର କରିବ । ଆସନ୍ତାକାଲି ଗୁଜୁରାଟରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ…
ନୂଆପଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଗୋଷଣା କଲା ବିଜେପି।
ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜାରି କଲା ଷ୍ଟାର ପ୍ରଚାରକ ତାଲିକା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ତାଲିକା ଦଳ ଦାଖଲ କରିଛି ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ…
ରାୟଗଡା ଅନାସ୍ଥା ଭୋଟିଂ ଶେଷ: ଫଳାଫଳ ସ୍ଥଗିତ
ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ ହୋଇଛି। ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଫଳାଫଳ ଘୋଷଣା ସ୍ଥଗିତ ରହିଛି। ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ…
କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ଫେରୁଛି ସ୍ୱାଭାବିକ ସ୍ଥିତି
କଟକ:(ଜେଏମଜେ ନ୍ୟୁଜ): କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ। ସନ୍ଧ୍ୟା ୭ଟା ରୁ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି କଟକ ସହରରେ। କଟକରେ ଲାଗି ରହିଥିବା ଉତ୍ତେଜନା ପାଇଁ ଇଣ୍ଟରନେଟ…
ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଲେ ଜଣେ ଓକିଲ
ଜେଏମଜେ ବ୍ୟୁରୋ : ସୋମବାର ସୁପ୍ରିମକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଶୁଣାଣି ସମୟରେ ଜଣେ ଓକିଲ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ରିପୋର୍ଟ ଅନୁଯାୟୀ, ସେହି ବ୍ୟକ୍ତି କୋର୍ଟ ଭିତରେ ମଧ୍ୟ…














