ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ଆଦେଶ ଲାଗୁ କରାନଯାଉ: ‘ସାମ୍ବିଧାନିକ ବିଶୃଙ୍ଖଳା’ ନେଇ କେନ୍ଦ୍ରର ଚେତାବନୀ
ନୂଆଦିଲ୍ଲୀ: ବିଲ୍ ମଞ୍ଜୁର ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉପରେ ସମୟସୀମା ଲାଗୁ ନ କରିବାକୁ ସରକାର ଚେତାବନୀ ଦେଇଛନ୍ତି, ଯାହା କି ସୁପ୍ରିମ୍କୋର୍ଟଙ୍କ ପୂର୍ବ ଆଦେଶଠାରୁ ଭିନ୍ନ। ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର୍ ମହାଦେବନଙ୍କୁ ନେଇ ଗଠିତ…
ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ ।
ଜେଏମଜେ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ । ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ । ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ଅର୍ଥାତ୍ ଆଜି ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ…
ହଟାଯାଇଥିବା ୬୫ ଲକ୍ଷ ଭୋଟରଙ୍କ ତାଲିକା ଜାରି କର, ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟରେ ବିହାରର ଭୋଟର ତାଲିକା ସଂଶୋଧନ (ଏସଆଇଆର) ମାମଲାର ଶୁଣାଣି ଜାରି ରହିଛି। ଏହି ଶୁଣାଣି ଅବସରରେ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ପଚାରିଥିଲେ ଯେ କାହିଁକି ହଟାଯାଇଥିବା ୬୫ ଲକ୍ଷ ଲୋକଙ୍କର ତଥ୍ୟ ସାର୍ବଜନୀନ କରାଯାଇନାହିଁ ।…
ଓଡ଼ିଶାରୁ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ
ଜେଏମଜେ ବ୍ୟୁରୋ : ସ୍ୱାଧୀନତା ଦିବସ ଅବସରରେ ଦେଶରେ ବୀରତା ଏବଂ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧ହଜାର ୯୦ ଜଣ ପୁଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ…
ପୁରୀରୁ ରାଜସ୍ଥାନକୁ ଗଡ଼ିବ ଟ୍ରେନ, ମହୋଦଧି ସହ ଯୋଡି ହେବ ମରୁଭୂମି
ଜେଏମଜେ ବ୍ୟୁରୋ : ପୁରୀରୁ ରାଜସ୍ଥାନକୁ ସିଧାସଳଖ ଗଡ଼ିବ ଟ୍ରେନ। ମହୋଦଧି ସହ ଯୋଡ଼ି ହେବ ମରୁଭୂମି। ବଙ୍ଗୋପସାଗର ଅଞ୍ଚଳ ସହ ଯୋଡି ହେବ ରାଜସ୍ଥାନର ଥର୍ ମରୁଭୂମି। ଏଭଳି ଏକ ଐତିହାସିକ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ। ଓଡିଶା ଓ…
ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଯାନ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ: ସୁପ୍ରିମ୍କୋର୍ଟ
ଜେଏମଜେ ବ୍ୟୁରୋ : ଦିଲ୍ଲୀ-ଏନସିଆରରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଯାନ ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ ଯାନ ମାଲିକଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୋମବାର ଦିନ…
କେନ୍ଦ୍ର କ୍ୟାବିନେଟରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସ ଏମ) ପ୍ରକଳ୍ପକୁ ମଞ୍ଜୁରୀ
ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ଚାରୋଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ଏସବୁ ୟୁନିଟ ପ୍ରତିଷ୍ଠା ହେବ…
ଜଳିଗଲେ ଆଉ ଏକ ନାବାଳିକା : ବରଗଡ଼ ପଦ୍ମପୁରରୁ ଆସିଲା ୧୩ ବର୍ଷର ନାବାଳିକା ପୋଡ଼ିର ଛାତିଥରା ଘଟଣା
ଜେଏମଜେ ବ୍ୟୁରୋ : ଜଳିଗଲେ ଆଉ ଏକ ନାବାଳିକା : ବରଗଡ଼ ପଦ୍ମପୁରରୁ ଆସିଲା ୧୩ ବର୍ଷର ନାବାଳିକା ପୋଡ଼ିର ଛାତିଥରା ଘଟଣାନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି । ତାଙ୍କ ଶରୀରର ଏତେ ଅଂଶ ପୋଡ଼ିଯାଇଛି ଯେ, ଟିଭି…
ଅକ୍ଟୋବର ୨ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ
ଜେଏମଜେ ବ୍ୟୁରୋ : ଆଗାମୀ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ)ରୁ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ କରାଯିବ। ମାଲକାନଗିରିରୁ ପଦଯାତ୍ରା ଆରମ୍ଭ କରିବେ ପିସିସି ସଭାପତି ଭକ୍ତ ଦାସ।ଏହି ପଦଯାତ୍ରାରେ ୧୪୭ ନିର୍ବାଚନ ମଣ୍ଡଳୀ ବୁଲିବେ ପିସିସି ସଭାପତି। ଏହି…
ଲିଙ୍କ୍ ଫେଲ୍ ଯୋଗୁ,ସପ୍ତାହେ ହେଲାଣି ଡାକଘର ଅଚଳ
ଜେଏମଜେ ବ୍ୟୁରୋ : ସପ୍ତାହେରୁ ଅଧିକ ସମୟ ହେଲାଣି ବିଭିନ୍ନ ପୋଷ୍ଟ ଅଫିସରେ ଲାଗିଛି ଅଚଳାବସ୍ଥା । ଧାଡ଼ିରେ ଠିଆ ହୋଇ ଅତିଷ୍ଠ ହେଲେଣି ଗ୍ରାହକ । ବିଭିନ୍ନ ଡାକଘରେ ଲାଗିଛି ଲିଙ୍କ୍ ଫେଲ୍ର ଫଳକ । ତେବେ ରାଖୀ ପାଇଁ…














