ଦୋହଲିଲା ଆଫଗାନିସ୍ତାନ: ୮୦୦ରୁ ଅଧିକ ମୃତ: ୨୮୦୦ ଆହତ, ତୀବ୍ରତା ଥିଲା ୬.୦

ଜେଏମଜେ ବ୍ୟୁରୋ: ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି। ଏନ୍‌ସିଏସ୍‌ (ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି)…

ଶିକ୍ଷକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ..ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବିନା ଚାକିରୀ କିମ୍ବା ପଦୋନ୍ନତି ମିଳିବନି.

ଜେଏମଜେ ବ୍ୟୁରୋ : ଶିକ୍ଷା ଜଗତ ପାଇଁ ବଡ଼ ଖବର। ଶିକ୍ଷକଙ୍କୁ ନେଇ ସୋମବାର ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଏବେ ଶିକ୍ଷକଙ୍କୁ ଟିସର୍ଚ ଏଲିଜିବିଲିଟି ଟେଷ୍ଟ ବା ଟିଇଟି ପାସ୍ କରିବା ବାଧ୍ୟତାମୂଳକ। ଏହା ପାସ୍ କରିବା ପରେ ଯାଇ…

ମୁନିଗୁଡାକୁ ଏନଏସି ଘୋଷଣା ଦାବିକୁ ନେଇ 12 ଘଣ୍ଟିଆ ବନ୍ଦ ଡାକରା

ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ.. ରାୟଗଡା : (ଜେଏମଜେ ନ୍ୟୁଜ )ମୁନିଗୁଡ଼ା ରାୟଗଡ଼ା ଜିଲ୍ଲା ମୁନିଗୁଡାକୁ ଏନଏସି ଘୋଷଣା ଦାବିକୁ ନେଇ ଏନଏସି ମିଳିତ କ୍ରିୟାନୁଷ୍ଠାନ କମିଟିର ଆୟୋଜନ ଓ ମୁନିଗୁଡା ପ୍ରଗତି ମଞ୍ଚର ସୌଜନ୍ୟରେ ମୁନିଗୁଡାର ସ୍ରମସ୍ତ ରାଜନୈତିକ,ଧାର୍ମିକ,ସାମାଜିକ ଅନୁଷ୍ଠାନ,…

ଜେଲ୍ ଗଲେ ପଦରୁ ବିଦା ହେବେ PM, CM, ମନ୍ତ୍ରୀ; ଲୋକସଭାରେ ବିଲ୍ ଆଗତ ପରେ କପି ଚିରି ଫିଙ୍ଗିଲେ ବିରୋଧୀ… ଗୃହ ମୁଲତବୀ

ଜେଏମଜେ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିଛନ୍ତି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ, ‘ଜଣଶୁଣାଣି’ରେ ଚାପୁଡ଼ା ମାରିଲେ ଅଭିଯୋଗକାରୀ

ଜେଏମଜେ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରକୁ ଜନଶୁଣାଣି ସମୟରେ ଆକ୍ରମଣ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଆୟୋଜିତ ଜନଶୁଣାଣିରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ, କେତେ ସମୟ ରହିବ ଗ୍ରହଣ ଓ ସୂତକ କାଳ ?

ଜେଏମଜେ ବ୍ୟୁରୋ : ହିନ୍ଦୁ ଧର୍ମରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣର ଅନେକ ମହତ୍ତ୍ବ ରହିଛି । ମାତ୍ର ବିଜ୍ଞାନ ଏହାକୁ ଏକ ଜ୍ୟୋତିର୍ବିଜ୍ଞାନ ଘଟଣା ଭାବରେ ଦେଖିଥାଏ । ଚଳିତ ବର୍ଷ ଅର୍ଥାତ 2025ର ଦ୍ବିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ…

ଟଳିଲା ବଡ଼ ଅଘଟଣ : ମଞ୍ଚରୁ ଓହ୍ଲାଇବାର କିଛି ମିନିଟ୍ ପରେ ଭୁଶୁଡ଼ିଲା ରାଜ୍ୟପାଳଙ୍କ ମଞ୍ଚ.

ଜେଏମଜେ ବ୍ୟୁରୋ : ରାଜ୍ୟପାଳଙ୍କ ସଭାରେ ଅଘଟଣ । ମଞ୍ଚରୁ ଓହ୍ଲାଇଲେ ରାଜ୍ୟପାଳ, ଭୁଶୁଡ଼ିଲା ମଞ୍ଚ । ରାଜ୍ୟପାଳଙ୍କ ମଞ୍ଚରୁ ଓହ୍ଲାଇବାର କିଛି ସମୟ ପରେ ମଞ୍ଚର ପଛ ପାର୍ଶ୍ବ ଭୁଶୁଡ଼ି ପଡ଼ିଥିଲା । ପ୍ରବଳ ବର୍ଷା ପାଇଁ ମଞ୍ଚଟି ଭୁଶୁଡ଼ି ପଡ଼ିଥିବା ଜଣାପଡିଛି ।  ସୂଚନାଯୋଗ୍ୟ ଯେ, ଭଦ୍ରକ…

ସାତ ଦିନ ଭିତରେ ସତ୍ୟପାଠ ଦିଅ, ନଚେତ୍ ସାରା ଦେଶକୁ କ୍ଷମା ମାଗ।

ଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ, ନର୍ବାଚନ ଆୟୋଗ ଓ…

ଭୋଟ୍ ଚୋରି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟରେ ସ୍ପଷ୍ଟୀକରଣ: ଆମେ ପକ୍ଷ ନୁହେଁ, ବିପକ୍ଷ ନୁହେଁ….ଆମେ କେବଳ ସମକକ୍ଷ.

ଜେଏମଜେ ବ୍ୟୁରୋ : ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ଶେଷରେ ପ୍ରେସମିଟ୍ କରି ସ୍ପଷ୍ଟୀକରଣ ରଖିଛନ୍ତି ନିର୍ବାଚନ ଆୟୋଗ । ବିହାରରେ କରାଯାଇଥିବା ଏସଆଇଆରକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇବା ପରେ ଏହାର ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ । ସ୍ପଷ୍ଟ…

ଭୋଟ ଚୋରି ପ୍ରସଙ୍ଗ…ଠିକ ସମୟରେ ଯଦି ଅପିଲ କରିଥିଲେ ସମାଧାନ ହୋଇପାରିଥାନ୍ତା : ନିର୍ବଚନ କମିଶନର 

ନୂଆଦିଲ୍ଲୀ : ଭୋଟର ତାଲିକାରେ ତ୍ରୁଟିକୁ ନେଇ କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ନିର୍ବାଚନ କମିସନଙ୍କ ଉପରେ ଭୋଟ ଚୋରି ଅଭିଯୋଗ କରୁଛନ୍ତି। ଏହାକୁ ନେଇ ସଂସଦରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ବିକ୍ଷୋଭ କରୁଛନ୍ତି ।  ବିରୋଧୀ ଦଳମନଙ୍କ…