ରାୟଗଡା ଅନାସ୍ଥା ଭୋଟିଂ ଶେଷ: ଫଳାଫଳ ସ୍ଥଗିତ

ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ ହୋଇଛି। ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଫଳାଫଳ ଘୋଷଣା ସ୍ଥଗିତ ରହିଛି। ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ…

କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ଫେରୁଛି ସ୍ୱାଭାବିକ ସ୍ଥିତି

କଟକ:(ଜେଏମଜେ ନ୍ୟୁଜ): କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ। ସନ୍ଧ୍ୟା ୭ଟା ରୁ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି କଟକ ସହରରେ। କଟକରେ ଲାଗି ରହିଥିବା ଉତ୍ତେଜନା ପାଇଁ ଇଣ୍ଟରନେଟ…

ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଲେ ଜଣେ ଓକିଲ

ଜେଏମଜେ ବ୍ୟୁରୋ : ସୋମବାର ସୁପ୍ରିମକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଶୁଣାଣି ସମୟରେ ଜଣେ ଓକିଲ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ରିପୋର୍ଟ ଅନୁଯାୟୀ, ସେହି ବ୍ୟକ୍ତି କୋର୍ଟ ଭିତରେ ମଧ୍ୟ…

ବିହାର ବିଧାନସଭା ନିର୍ବାଚନ: ନଭେମ୍ବର ୬ ଓ ୧୧ରେ ନିର୍ବାଚନ, ୧୪ରେ ଫଳାଫଳ

ଜେଏମଜେ ବ୍ୟୁରୋ : ନିର୍ବାଚନ କମିଶନ ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବା ସହ ଫଳାଫଳ ଘୋଷଣା କରାଯିବା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୬ରେ ଓ ଦ୍ବିତୀୟ ପର୍ଯ୍ୟାୟ…

କଫ ସିରପ ପିଇ ୧୧ ଶିଶୁ ମୃତ, ତଦନ୍ତ ଆରମ୍ଭ

ଜେଏମଜେ ବ୍ୟୁରୋ : ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ମଧ୍ୟପ୍ରଦେଶର ଛିନ୍ଦୱାଡାରେ ସର୍ବାଧିକ ମୃତ୍ୟୁ ରିପୋର୍ଟ ହୋଇଛି। କଫ ସିରପ ଖାଇବା ପରେ କିଡନୀ ଫେଲ ହେବା ଯୋଗୁଁ ଗତ…

ମହଙ୍ଗା ହେଲା ଆଧାର ଅପଡେଟ୍

ଜେଏମଜେ ବ୍ୟୁରୋ : ଆପଣଙ୍କ ଆଧାର କାର୍ଡ ଅପଡେଟ୍ କରିବା ଏବେ ଆପଣଙ୍କ ପକେଟ ଉପରେ ବୋଝ ହୋଇପାରେ। ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଆଧାର-ସମ୍ବନ୍ଧୀୟ ସେବା ପାଇଁ ଶୁଳ୍କ ବୃଦ୍ଧି ଘୋଷଣା କରିଛି। ଏହି ନୂତନ ଶୁଳ୍କ ୧…

ବିହାର: ଚୂଡ଼ାନ୍ତ ଭୋଟର ତାଲିକାରେ ବାଦ୍‌ ପଡିଲେ ୬୮.୬୬ ଲକ୍ଷ ଭୋଟର

ଜେଏମଜେ ବ୍ୟୁରୋ : ନିର୍ବାଚନ କମିସନ୍‌ ଆଜି ବିହାରର ବହୁ ପ୍ରତୀକ୍ଷିତ ଓ ଚର୍ଚ୍ଚିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ସ୍ବତନ୍ତ୍ର  ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ନିର୍ବାଚନ କମିସନ୍‌ ୬୮.୬୬ ଲକ୍ଷ ଭୋଟରଙ୍କୁ…

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶାର ୨ ଜଣ ଆଇଏଏସ୍

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶାର ୨ ଜଣ ଆଇଏଏସ୍ ଅଧିକାରୀ । ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି । ସେହିପରି ୨୦୧୪ ବ୍ୟାଚ୍ ଓଡ଼ିଶା କ୍ୟାଡର…

୧ ଅକ୍ଟୋବରରୁ ଲାଗୁ ହେବ ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ

ଜେଏମଜେ ବ୍ୟୁରୋ : ଡାକ ବିଭାଗ ପକ୍ଷରୁ ସ୍ପିଡ ପୋଷ୍ଟ ପାଇଁ ନୂଆ ଶୁଳକ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ୧ ଅକ୍ଟୋବରରୁ ଲାଗୁ ହେବ । ବର୍ଦ୍ଧିତ ଶୁଳ୍କ ସହ କେତେକ ନୂଆ ସୁବିଧା ମଧ୍ୟ ଘୋଷଣା କରାଯାଇଛି…

ପୁଣି ଜଣେ ଓଡ଼ିଆଙ୍କୁ ରିଜର୍ଭ ବ୍ୟାଙ୍କରେ ଗୁରୁଦାୟିତ୍ବ

ଜେଏମଜେ ବ୍ୟୁରୋ : ପୁଣି ଜଣେ ଓଡ଼ିଆଙ୍କୁ ରିଜର୍ଭ ବ୍ୟାଙ୍କରେ ଗୁରୁଦାୟିତ୍ବ । ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଡେପୁଟି ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି ଦେଇଛି । ଅକ୍ଟୋବର ୯ରେ ସେ ଦାୟିତ୍ବ ଗ୍ରହଣ କରିବେ ଏବଂ ୩…