ସୋମବାର ଦୀପାବଳି ଛୁଟି, ଘୋଷଣା ‌କଲେ ରାଜ୍ୟ ସରକାର

ଜେଏମଜେ ବ୍ୟୁରୋ : ଆସନ୍ତା ସୋମବାର ଅକ୍ଟୋବର ୨୦ ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦୀପାବଳି ପାଳନ ନେଇ ପୂର୍ବରୁ ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦…

ଏସଆଇ ନିଯୁକ୍ତି ଦୁର୍ନୀତିକୁ ନେଇ ଡିଜିପି ୱାଇ ବି ଖୁରାନିଆଙ୍କ ବଡ ବୟାନ 

ଭୁବନେଶ୍ୱର(ଜେଏମଜେ ବ୍ୟୁରୋ): ଏସଆଇ ନିଯୁକ୍ତି ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଥିବା ବେଳେ ଡିଜିପି ୱାଇ ବି ଖୁରାନିଆଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ କଟକରେ ଅନୁଷ୍ଠିତ ୭୦ତମ ରାଜ୍ୟ ପୁଲିସ ଡ୍ୟୁଟି ମିଟ୍ ଅବସରରେ…

ବଢ଼ିଲା 3% ଭତ୍ତା: ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଦେଲେ ଦୀପାବଳି ଭେଟି

ଜେଏମଜେ ବ୍ୟୁରୋ : ବଢ଼ିଲା ସରକାରୀ କର୍ମଚାରୀଙ୍କ ଦରମା । ୩ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା । ରାଜ୍ୟ ସରକାର ଦେଲେ ଦୀପାବଳି ଭେଟି । ନଭେମ୍ବରରେ ନୂଆ ଦରମା ଉଠାଇବେ କର୍ମଚାରୀ । ରାଜ୍ୟ ସରକାରୀ କର୍ମଚାରୀ…

ଜେଲକୁ ସରପ୍ରାଇଜ ଭିଜିଟ କରିବେ ଜିଲ୍ଲପାଳ, ଏସପି

ଜେଏମଜେ ବ୍ୟୁରୋ : ଜେଲକୁ ସରପ୍ରାଇଜ ଭିଜିଟ କରିବେ ଜିଲ୍ଲପାଳ, ଏସପି । ସବୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଜେଲ ଡିଜି ସୁଶାନ୍ତ ନାୟକ । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା ପ୍ରକାଶ କରିଛି…

୩ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଓଡ଼ିଶା ସରକାର ତିନି ଜଣ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀ…

ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ: ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଇକେ୍ୱାଇସି ପ୍ରକ୍ରିୟା କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି, ଏବେ ବି ରାଜ୍ୟର ୧୫…

“ଆତ୍ମନିର୍ଭର ମହିଳା ଆମ ସୁବାହକ’ ଯୋଜନାରେ ମହିଳାଙ୍କୁ କାର୍ ଦେବେ ସରକାର

ଜେଏମଜେ ବ୍ୟୁରୋ : ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଆତ୍ମନିର୍ଭର ମହିଳା ଆମ ସୁବାହକ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି | ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।ଏଥିରେ ୪ବର୍ଷରେ ୧୧୦୦ଜଣ…

ଦୀପାବଳିରେ କେବଳ ୨ ଘଣ୍ଟାରେ ସୀମିତ ରହିବ ବାଣଫୁଟା

ଭୁବନେଶ୍ବର: ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା।ଏହି ନିୟମକୁ ସମସ୍ତେ ମାନିବାକୁ…

୨ ବିହାରୀ କଏଦୀ ଖସିଯିବା ଘଟଣା, ଚୌଦ୍ଵାର ଜେଲର ଙ୍କୁ କଣ୍ଟାବାଞ୍ଜି ବଦଳି

ଜେଏମଜେ ବ୍ୟୁରୋ : ଚୌଦ୍ଵାର ମଣ୍ଡଳ କାରାଗାରର ଜେଲର୍ ସନ୍ତୋଷିନୀ ଦାସଙ୍କୁ କଣ୍ଟାବାଞ୍ଜି ବଦଳି କରାଯାଇଛି । ସନ୍ତୋଷିନୀଙ୍କୁ କଣ୍ଟାବାଞ୍ଜି ଉପ କାରାଗାର ପ୍ରଶାସନିକ ଦାୟିତ୍ଵ ଦିଆଯାଇଛି । ଏନେଇ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା…

ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବାହାରେ ଲାଗିବ ସିସିଟିଭି.

ଭୁବନେଶ୍ଵର:  ଜେଏମଜେ ବ୍ୟୁରୋ : ଅପରାଧ ଉପରେ ନଜର ରଖିବ CCTV । ରାଜ୍ୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବାହାରେ ସିସିଟିଭି କ୍ୟାମେରା ଲାଗିବ । ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସହ ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବାହାରେ…