ବିଜେଡିରେ ତେଜିଲା କନ୍ଦଳ, ଖୋଲାଖୋଲି ମୁହଁ ଖୋଲିଲେଣି ଏକାଧିକ ନେତା.

ଜେଏମଜେ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା ।୨୪ ନିର୍ବାଚନର ଠିକ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ ପ୍ରକାଶ। ବିଜେଡି ତାଙ୍କୁ ବାରବାଟୀ କଟକରୁ ପ୍ରାର୍ଥୀ କରିଥିଲା। ପ୍ରକାଶଙ୍କ କଥାରୁ ଯାହା ସଙ୍କେତ ମିଳୁଛି ସେ କୌଣସି…

କବିସୂର୍ଯ୍ୟନଗର ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା..

ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା.. ପ୍ରତି ବର୍ଷ ଭଳି ଅକ୍ଟୋବର 2 ରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି l ଏହି ପରିପେକ୍ଷୀରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ତଥା କବିସୂର୍ଯ୍ୟନଗର ବ୍ଲକ…

ବିଜେଡ଼ି ଓ କଂଗ୍ରେସ ଏକାଠି ହେବା ନେଇ ଚର୍ଚ୍ଚା !

ଏକଦା ରାଜ୍ୟର ଏକ ନମ୍ବର ଦଳ ବିଜେଡ଼ି ଏବେ ବ୍ୟାକ୍‌ଫୁଟରେ ରହିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ କାନ୍ଧେଇ ବିଜେପି ରାଜ୍ୟରେ କାୟା ବିସ୍ତାର କରୁଛି । ଅପରପକ୍ଷରେ କଂଗ୍ରେସ ଯଥା ପୂର୍ବଂ ତଥା ପରଂ ଭଳି ଅସହାୟ…

ଦଳ ଭାଙ୍ଗିବାକୁ ପାଣ୍ଡିଆନ ଙ୍କ ଷଡଯନ୍ତ୍ର କି? ପୁଣି ବିଜେଡ଼ିର ନେତୃତ୍ୱ ନେବେ ଭିକେ ପାଣ୍ଡିଆନ୍‌!

ଜେଏମଜେ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନକୁ ଭିକେ ପାଣ୍ଡିଆନ୍‌ ପରିଚାଳିତ କରୁଥିଲେ । ତାହା ପୂର୍ବରୁ ପାଣ୍ଡିଆନ୍‌ କେବେ ସାମ୍ନାକୁ ଆସୁନଥିଲେ । କିନ୍ତୁ ୨୦୧୯ରେ ବିଜେଡ଼ି ସରକାର ଗଢ଼ିବା ପରେ ପାଣ୍ଡିଆନ୍‌ ସାମ୍ନାକୁ ଆସିଲେ । ସେହି ସମୟରେ…

ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ?

ଜେଏମଜେ ବ୍ୟୁରୋ : ରାଜ୍ୟ ରାଜନୀତିରେ ବଡ ହଲଚଲ । ବିଜେଡି ବିଧାୟକ ବିଜେପିକୁ ଯିବେ ନା ବିଜେପି ସାଂସଦ ବିଜେଡିକୁ ଆସିବେ? ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କିଛି ଦିନ ମଧ୍ୟରେ ରାଜ୍ୟ ରାଜନୀତିରେ ବଡ ଧରଣର ଅଦଳବଦଳ…

୨୪ରେ ରାଜଧାନୀରେ ହରତାଳ ପୂର୍ବରୁ ‘ଶଙ୍ଖ ଭବନ’ରେ ହଙ୍ଗାମା

ଜେଏମଜେ ବ୍ୟୁରୋ : ଆସନ୍ତା ୨୪ ତାରିଖରେ ରାଜଧାନୀରେ ୬ ଘଣ୍ଟିଆ ହରତାଳ ଡାକରା ଦେଇଛି ବିଜେଡି। ହେଲେ ହରତାଳ କରିବା ପୂର୍ବରୁ ଆଜି ଅପରାହ୍ନରେ ‘ଶଙ୍ଖ ଭବନ’ରେ ହୋଇଛି ହଙ୍ଗାମା। ଦୁଇ କାଉନ୍ସିଲରଙ୍କୁ ବିରୋଧ କରି ଅନ୍ୟ କାଉନ୍ସିଲର ଓ…

ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନକୁ ନେଇ ମୁହଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ଓ କଂଗ୍ରେସ

ଜେଏମଜେ ବ୍ୟୁରୋ : ଓଡ଼ିଶାରେ ଖୁବ ଶୀଘ୍ର ଉପନିର୍ବାଚନ ହେବ ।କଂଗ୍ରେସ ସହ ହାତ ମିଶାଇବ ବିଜେଡି ।ଜଗତସିଂହପୁର କୁଜଙ୍ଗ ସମାବେଶରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି ।ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ଓ…

୨୪ ତାରିଖରେ ବିଜେଡିର ୬ ଘଣ୍ଟିଆ ବନ୍ଦ ଡାକରା.

ଜେଏମଜେ ବ୍ୟୁରୋ : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ପ୍ରତିବାଦ କରି ଆସନ୍ତା ୨୪ ତାରିଖ ଅର୍ଥାତ୍ ମଙ୍ଗଳବାର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବ ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀ…

ପୋଲିସର ବର୍ବରତାକୁ ବିରୋଧ କରି ରାଜଭବନ ଆଗରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ

ଜେଏମଜେ ନ୍ୟୁଜ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ରାଜଭବନ ଆଗରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡ଼ିଛି ବୋଲି…

ବିଜେଡି ଉପରେ ବର୍ଷିଲେ : ସୌମ୍ୟ କହିଲେ- ଯାହାର ଦେଖା ମିଳୁ ନଥିଲା, ସେ ଏବେ ନିନ୍ଦୁକ ସାଜିଛନ୍ତି

ଜେଏମଜେ ବ୍ୟୁରୋ : ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ…