ପାଣ୍ଡିଆନ ଙ୍କୁ ନେଇ ବିଜେଡିରେ ବଢୁଛି ବିଶୃଙ୍ଖଳା.
ଜେଏମଜେ ବ୍ୟୁରୋ : ବିଜେଡି କ୍ଷମତାରେ ଥିବା ବେଳେ ବରିଷ୍ଠ କି କନିଷ୍ଠ କେହି ଦଳର ନେତୃତ୍ବ ବା ଅଘୋଷିତ ସର୍ବେସର୍ବାଙ୍କ ବିରୋଧରେ ମୁହଁ ଖୋଲୁନଥିଲେ। ତୁଣ୍ଡରୁ ପଦଟିଏ କଥା ବାହାରିବା କଥା ବି କଷ୍ଟକର ଥିଲା। ସବୁ ଦେଖୁଥିଲେ, ଜାଣୁଥିଲେ…
ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି: ଈରାଶିଷ ଆଚାର୍ଯ୍ୟ
ଭୁବନେଶ୍ବର:ଜେଏମଜେ ବ୍ୟୁରୋ: ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଆଲୋଚନାକୁ ଆସିବାକୁ ଚାହୁଁନାହାନ୍ତି। ସେମାନଙ୍କ ପୋଲ ଖୋଲିଯିବ ବୋଲି ସେମାନେ ଗୃହ ଚଳାଇ ଦେଉନାହାନ୍ତି।…
ବିଜେଡିର ବିଧାୟକ ଦଳରେ ଫାଟ। ବିଧାନସଭାରେ ଜଳ ଜଳ ଦିଶିଲା ଅସନ୍ତୋଷ.
ଜେଏମଜେ ବ୍ୟୁରୋ : ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆବସେଣ୍ଟ। କିନ୍ତୁ ବିଜେଡିର ବିଧାନସଭା ପରିଚାଳନା ପାଇଁ ଗଢ଼ିଲେ ୮ ଜଣିଆ ବିଧାୟକ କମିଟି। ଆଉ କମିଟି ଗଢୁ ଗଢୁ କେଁ ବାହାରିଲାଣି। ନବୀନଙ୍କ ଗୃହ ପରିଚାଳନା କମିଟିରେ…
ଧୃତରାଷ୍ଟ୍ର ଉପାଖ୍ୟାନ ପରେ ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ପ୍ରସଙ୍ଗ
ଜେଏମଜେ ବ୍ୟୁରୋ : ଧୃତରାଷ୍ଟ୍ର ଉପାଖ୍ୟାନ ପରେ ଏବେ ଭଣ୍ଡ ସନ୍ନ୍ୟାସୀ ପ୍ରସଙ୍ଗ ଉଠାଇ ପୁଣି ଥରେ ଚର୍ଚ୍ଚାରେ ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର। ଏହା ପରୋକ୍ଷରେ ପାଣ୍ଡିଆନ୍ଙ୍କ ସଂପର୍କରେ ଲେଖାଯାଇଥିବା ଚର୍ଚ୍ଚା ହେଉଛି। ଶ୍ରୀମୟୀ ମିଶ୍ର ନିଜର ସୋସିଆଲ୍ ମିଡିଆ…
ବିଜେଡି କୃଷକ ସମାବେଶରୁ ଦୂରେଇ ଗଲେ ଦୁଇ ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଓ ଅରୁଣ ସାହୁ
ଜେଏମଜେ ବ୍ୟୁରୋ : ବିଜେଡି କୃଷକ ସମାବେଶରୁ ଦୂରେଇ ଗଲେ ଦୁଇ ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଓ ଅରୁଣ ସାହୁ। ଖାଲି ସେତିକି ନୁହେଁ ସେଦୁହେଁ ଏକଦା ସମବାୟ ମନ୍ତ୍ରୀ ବି ଥିଲେ। ଏହା ଚର୍ଚ୍ଚାର ବିଷୟ ହୋଇଛି। ଖାଲି…
ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ, ଲୋଡିବ ବିଜେଡିର ସମର୍ଥନ.
ଜେଏମଜେ ବ୍ୟୁରୋ : ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନରେ ଅନାସ୍ଥା ଆଣିବ କଂଗ୍ରେସ । ଏ ନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ରାମଚନ୍ଦ୍ର କାଡାମ୍ କହିଛନ୍ତି, ମୌସୁମୀ ଅଧିବେଶନ ପୂର୍ବରୁ ୧୭ ତାରିଖରେ…
ଆଗ ଇସ୍ତଫା ନା ନିଲମ୍ବନ?ଇସ୍ତଫା ଦେଲାପରେ ନିଲମ୍ବନ କହିଲେ ପ୍ରଫୁଲ୍ଲ.
ଜେଏମଜେ ବ୍ୟୁରୋ : ଆଗ ଇସ୍ତଫା ନା ନିଲମ୍ବନ । ବିଜେଡି ନିଲମ୍ବିତ କରିବା ପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । କହିଛନ୍ତି, ନିଲମ୍ବନ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା । କାଲିଠୁ ନିଲମ୍ବନ କରିଥିବା…
କ୍ରସ୍ଭୋଟିଂକୁ ନେଇ ଦୋଛକିରେ ଇଣ୍ଡି-ମେଣ୍ଟ
ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ହୁଏତ ଇଣ୍ଡି-ମେଣ୍ଟଭୁକ୍ତ ଦଳଗୁଡ଼ିକର ରାଜନୈତିକ ଭବିଷ୍ୟତ ସ୍ଥିର କରି ନ ଥାଇପାରେ, କିନ୍ତୁ କ୍ରସ୍ଭୋଟିଂ ଅନେକଙ୍କୁ ଦୋହଲାଇ ଦେଇଛି। ବି ସୁଦର୍ଶନ ରେଡ୍ଡୀଙ୍କୁ ବିରୋଧୀ ମେଣ୍ଟ ସର୍ବସମ୍ମତିକ୍ରମେ ପ୍ରାର୍ଥୀ କରିଥିଲେ ମଧ୍ୟ କ୍ରସ୍ଭୋଟିଂ ହୋଇଥିଲା।…
ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ବିଜେପି ସରକାର।
ଜେଏମଜେ ବ୍ୟୁରୋ : ଗଣତନ୍ତ୍ରକୁ ଯେତେବେଳେ କୁଠାରଘାତ କରାଯାଏ ସେତେବେଳେ ନେପାଳ ଭଳି ସ୍ଥିତି ଉପୁଜେ ବୋଲି ବିଜେଡି ନେତା କହିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଜେଡ଼ି ସମୟରେ ସର୍ବାଧିକ ପ୍ରଚେଷ୍ଟା ହୋଇଥିଲା। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି…
ଭାଙ୍ଗୁଛି BJD ଗଡ଼! ଜଣଙ୍କ ପରେ ଜଣେ ନେତା ଛାଡ଼ୁଛନ୍ତି ନବୀନଙ୍କ ହାତ, ପାଣ୍ଡିଆନଙ୍କୁ ନେଇ ବିଷ ଗାଳିଲେ ହରିଶଙ୍କର
ଜେଏମଜେ ବ୍ୟୁରୋ : ୨୦୨୪ ନିର୍ବାଚନରେ ହାରିବା ପରେ ବିଜେଡିର ସ୍ଥିତି ଶୋଚନୀୟ ହୋଇପଡ଼ିଛି । ଦଳରେ ଅନ୍ତଃକନ୍ଦଳ ବଢ଼ିଥିବାବେଳେ ଜଣ ଜଣ କରି ନେତା ନବୀନଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି ।ନବୀନ ଦଳର ସୁପ୍ରିମୋ ହୋଇ ମଧ୍ୟ ସଙ୍ଗଠନ ମଜବୁତ…
















