ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ, ଲୋଡିବ ବିଜେଡିର ସମର୍ଥନ.

ଜେଏମଜେ ବ୍ୟୁରୋ : ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନରେ ଅନାସ୍ଥା ଆଣିବ କଂଗ୍ରେସ । ଏ ନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ରାମଚନ୍ଦ୍ର କାଡାମ୍ କହିଛନ୍ତି, ମୌସୁମୀ ଅଧିବେଶନ ପୂର୍ବରୁ ୧୭ ତାରିଖରେ…

ଆଗ ଇସ୍ତଫା ନା ନିଲମ୍ବନ?ଇସ୍ତଫା ଦେଲାପରେ ନିଲମ୍ବନ କହିଲେ ପ୍ରଫୁଲ୍ଲ.

ଜେଏମଜେ ବ୍ୟୁରୋ : ଆଗ ଇସ୍ତଫା ନା ନିଲମ୍ବନ । ବିଜେଡି ନିଲମ୍ବିତ କରିବା ପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । କହିଛନ୍ତି, ନିଲମ୍ବନ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା । କାଲିଠୁ ନିଲମ୍ବନ କରିଥିବା…

କ୍ରସ୍‌ଭୋଟିଂକୁ ନେଇ ଦୋଛକିରେ ଇଣ୍ଡି-ମେଣ୍ଟ

ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ହୁଏତ ଇଣ୍ଡି-ମେଣ୍ଟଭୁକ୍ତ ଦଳଗୁଡ଼ିକର ରାଜନୈତିକ ଭବିଷ୍ୟତ ସ୍ଥିର କରି ନ ଥାଇପାରେ, କିନ୍ତୁ କ୍ରସ୍‌ଭୋଟିଂ ଅନେକଙ୍କୁ ଦୋହଲାଇ ଦେଇଛି। ବି ସୁଦର୍ଶନ ରେଡ୍ଡୀଙ୍କୁ ବିରୋଧୀ ମେଣ୍ଟ ସର୍ବସମ୍ମତିକ୍ରମେ ପ୍ରାର୍ଥୀ କରିଥିଲେ ମଧ୍ୟ କ୍ରସ୍‌ଭୋଟିଂ ହୋଇଥିଲା।…

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ବିଜେପି ସରକାର।

ଜେଏମଜେ ବ୍ୟୁରୋ : ଗଣତନ୍ତ୍ରକୁ ଯେତେବେଳେ କୁଠାରଘାତ କରାଯାଏ ସେତେବେଳେ ନେପାଳ ଭଳି ସ୍ଥିତି ଉପୁଜେ ବୋଲି ବିଜେଡି ନେତା କହିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଜେଡ଼ି ସମୟରେ ସର୍ବାଧିକ ପ୍ରଚେଷ୍ଟା ହୋଇଥିଲା। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି…

ଭାଙ୍ଗୁଛି BJD ଗଡ଼! ଜଣଙ୍କ ପରେ ଜଣେ ନେତା ଛାଡ଼ୁଛନ୍ତି ନବୀନଙ୍କ ହାତ, ପାଣ୍ଡିଆନଙ୍କୁ ନେଇ ବିଷ ଗାଳିଲେ ହରିଶଙ୍କର

ଜେଏମଜେ ବ୍ୟୁରୋ : ୨୦୨୪ ନିର୍ବାଚନରେ ହାରିବା ପରେ ବିଜେଡିର ସ୍ଥିତି ଶୋଚନୀୟ ହୋଇପଡ଼ିଛି । ଦଳରେ ଅନ୍ତଃକନ୍ଦଳ ବଢ଼ିଥିବାବେଳେ ଜଣ ଜଣ କରି ନେତା ନବୀନଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି ।ନବୀନ ଦଳର ସୁପ୍ରିମୋ ହୋଇ ମଧ୍ୟ ସଙ୍ଗଠନ ମଜବୁତ…

ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରଣ, କହିଲେ, ଦଳ ଠିକ୍ ନଚାଲିଲେ ଛାଡ଼ିବି.

ଜେଏମଜେ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରଣ । ଦୀର୍ଘଦିନ ପରେ ମୁଁହ ଖୋଲିଛନ୍ତି, ପ୍ରଫୁଲ୍ଲ ମଲ୍ଲିକ । କହିଛନ୍ତି, ଏବେ ବିଜେଡ଼ିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । ଆଗକୁ…

ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ.

ଜେଏମଜେ ବ୍ୟୁରୋ : ଏନଡିଏ ପ୍ରାର୍ଥୀ ଏବଂ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ କରାଯାଇଛି। ମୋଟ ୭୮୮ ଜଣ ଭୋଟର ଥିଲେ, ଯେଉଁଥିରୁ ୭ଟି ଆସନ ଖାଲି ଥିଲା, ତେଣୁ ୭୮୧ ଜଣ ଭୋଟର ଥିଲେ।ଭୋଟ…

ବିଜେଡିରୁ ଇସ୍ତଫା ଦେଲେ ଏନ ଭାସ୍କର ରାଓ ଓ ଲାଲ ବିହାରୀ ହିମରିକା ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା..

ଜେଏମଜେ ବ୍ୟୁରୋ : ବିଜେଡିକୁ ଶକ୍ତ ଝଟକା । ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ତଥା ଅଭିଜ୍ଞ  ନେତା ଏନ୍ ଭାସ୍କର ରାଓ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା…

ଉପରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ଦେଇ ସଂସଦ ଭବନ ଛାଡ଼ିଲେ ପ୍ରଧାନମନ୍ତ୍ରୀ

ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହେଲା ମତଦାନ। ପ୍ରଥମେ ସଂସଦ ଭବନରେ ପହଞ୍ଚି ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଉପରାଷ୍ଟ୍ରପତି ପଦ‌ରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ଆଜି ଉପରାଷ୍ଟ୍ରପତି ପଦ…

ନବୀନବାବୁ ଠିକ ନିଷ୍ପତ୍ତି ନିଅନ୍ତୁ ଏବଂ ଦଳକୁ ବଞ୍ଚାନ୍ତୁ: ଭକ୍ତ ଦାସ

ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି,ବିଜୁ ଜନତା ଦଳ(ବିଜେଡି) ପାଇଁ ଏବେ ଐତିହାସିକ ନିଷ୍ପତି ନେବାର ସମୟ ଆସିଛି।ରାଜ୍ୟରେ ବହୁ ଦିନରୁ ଚର୍ଚ୍ଚା ହେଉଥିଲା ବିଜେଡି ଏବଂ ବିଜେପି ଗୋଟିଏ ଦଳ।…