ଏସଆଇ ନିଯୁକ୍ତି ଦୁର୍ନୀତିକୁ ନେଇ ଡିଜିପି ୱାଇ ବି ଖୁରାନିଆଙ୍କ ବଡ ବୟାନ
ଭୁବନେଶ୍ୱର(ଜେଏମଜେ ବ୍ୟୁରୋ): ଏସଆଇ ନିଯୁକ୍ତି ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଥିବା ବେଳେ ଡିଜିପି ୱାଇ ବି ଖୁରାନିଆଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ କଟକରେ ଅନୁଷ୍ଠିତ ୭୦ତମ ରାଜ୍ୟ ପୁଲିସ ଡ୍ୟୁଟି ମିଟ୍ ଅବସରରେ…
ରାଜଧାନୀରେ ଚାଞ୍ଚଲ୍ୟ: ଗୁଳି ମାଡ଼ରେ AIIMS କର୍ମଚାରୀ ମୃତ.
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ବର AIIMSର ଜଣେ ଆଉଟ ସୋର୍ସିଂ କର୍ମଚାରୀଙ୍କୁ ଗୁଳିମାଡ଼ ହୋଇଛି। ଡିଉଟିକୁ ଆସିବା ବେଳେ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ ଦୁର୍ବୃତ୍ତ। ତିନି ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ…
ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ୍ ସର୍କୁଲାର ଜାରି
ଜେଏମଜେ ବ୍ୟୁରୋ : ପୋଲିସ SI ପରୀକ୍ଷା ମହାଘୋଟାଲାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସୋମବାର ଲୁକ ଆଉଟ୍ ସର୍କୁଲାର ଜାରି କରିଛି।ଏପରିକି ସର୍କୁଲାର ଜାରି ପରେ ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଫ୍ରିଜ…
ସିସିଟିଭି ଫୁଟେଜ୍ ଛାନଭିନ୍ ପୋଲିସ ସନ୍ଦେହ ରେ ଏକ ଦାମୀ ଗାଡ଼ି ।
ବ୍ରହ୍ମପୁର:(ଜେଏମଜେ ବ୍ୟୁରୋ): କିଏ କଲା ଗୁଳି ? ପୀତବାସଙ୍କ ପଛେ ପଛେ କିଏ କରୁଥିଲା ଫଲୋ ? ଗୁଳିମାଡ଼ ପୂର୍ବରୁ କାହିଁକି ସେଠି ଅଟକି ରହିଥିଲେ ଦୁର୍ବୃତ୍ତ । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ…
‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍
ଜେଏମଜେ ବ୍ୟୁରୋ : ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ । ପୋଲିସ୍ ଏସ୍ଆଇ ନିଯୁକ୍ତି ଘୋଟାଲା ଲିଙ୍କରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ଭୁବନେଶ୍ୱର ସିଆରପି ଛକରେ ଥିବା ସେଣ୍ଟର ରେଡ୍ କରିଛି କ୍ରାଇମବ୍ରାଞ୍ଚ । ପରୀକ୍ଷାର୍ଥୀଙ୍କ ପାଇଁ…
ସରକାରୀ ବସରେ ପଶି ୭ ଯାତ୍ରୀଙ୍କୁ ହାଣିଲା ଯୁବକ
ଜେଏମଜେ ବ୍ୟୁରୋ : ସରକାରୀ ବସରେ ପଶି ୭ ଯାତ୍ରୀଙ୍କୁ ହାଣିଲା ଯୁବକ । ପୁରୀ ଜିଲ୍ଲା କଣାସ ଅଂଚଳ ରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ସରକାରୀ ବସରେ ପଶି ଯାତ୍ରୀଙ୍କୁ ହାଣିଲେ ଦୁର୍ବୁତ୍ତ । ଧାରୁଆ ଅସ୍ତ୍ରରେ…
ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ : ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି
ଭୁବନେଶ୍ବର: (ଜେଏମଜେ ବ୍ୟୁରୋ): ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୁଲିସ ସନ୍ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଘଟଣାର ଅନ୍ୟତମ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ବାଲେଶ୍ୱରର…
କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ଏସଆଇ ପରୀକ୍ଷା ମହାଦୁର୍ନୀତିର ତଦନ୍ତ ଦାୟିତ୍ବ
ଜେଏମଜେ ବ୍ୟୁରୋ: ଏସ୍ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ଏସଆଇ ପରୀକ୍ଷାର ତଦନ୍ତ ଦାୟିତ୍ବ। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ। ସୁପରଭାଇଜିଂ ଅଫିସର ଭାବେ…
ଅବସରପ୍ରାପ୍ତ ପୋଲିସ ବାବୁଙ୍କ ପୁଅ ଗିରଫ, ବଢିଲା ସନ୍ଦେହ: ବିଜେଡି ଓ ବିଜେପି ମୁହାଁମୁହିଁ
👉SI ପରୀକ୍ଷା ଜାଲିଆତିରେ ଆକସନ୍ ମୋଡରେ ସରକାରରାକେଟର ପର୍ଦ୍ଦାଫାଶ୍ ପାଇଁ କ୍ରାଇମବ୍ରାଞ୍ଚର ତନାଘନା👉OPRB ଦ୍ଵାରା ପରିଚାଳିତ ପରୀକ୍ଷାରେ ବଡ଼ ବଡ଼ିଆ ବାବୁଙ୍କ ସଂପୃକ୍ତି ଅଭିଯୋଗ..👉ଅବସରପ୍ରାପ୍ତ ପୋଲିସ ବାବୁଙ୍କ ପୁଅ ଗିରଫ, ବଢିଲା ସନ୍ଦେହ👉ଅନେକ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି କ୍ରାଇମ୍ବ୍ରାଞ୍ଚ👉ସେପଟେ ବିଜେଡି…
ସ୍ପେଶାଲ୍ ସେଲ୍ କାଟି ବାଉଁଶ ସାହାଯ୍ୟରେ ଚୌଦ୍ଵାର ଜେଲ୍ରୁ ଖସିଗଲେ ୨ କଏଦୀ.
ଜେଏମଜେ ବ୍ୟୁରୋ : ଲୁଟ୍ ପରେ ହତ୍ୟା ଘଟଣା ରେ ଚୌଦ୍ଵାର ମଣ୍ଡଳ କାରାଗାରରେ ସଜା କାଟୁଥିବା ବିହାରର ୨ କଏଦୀ ଚୌଦ୍ଵାର ଜେଲ୍ର ସ୍ପେଶାଲ୍ ସେଲ୍ରୁ ଚମ୍ପଟ ମାରିଛନ୍ତି । ସ୍ପେଶାଲ୍ ସେଲ୍ର ସେଲ୍ କାଟି ବାଉଁଶ ସହାୟତାରେ ଉଭୟ…
















