ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ : ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା.

ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ଗୃହ ବିଭାଗ ଓ ଆଇନ ବିଭାଗର ଅଧିକାରୀ ଉପସ୍ଥିତ…

ନୂଆପଡ଼ା ଉପନିର୍ବାଚନ ନେଇ ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ

ଭୁବନେଶ୍ବର:(ଜେଏମଜେ ନ୍ୟୁଜ): ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହିବେ। ବିଜେପି ରାଷ୍ଟ୍ରୀୟ ସଂଗଠନ…

ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ ନିର୍ଦ୍ଦେଶ

ରାୟଗଡ଼ା: ରାୟଗଡ଼ା ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡିର କସରତ। ହସ୍ତକ୍ଷେପ କରି ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ନେଇ କଡ଼ା ନିର୍ଦ୍ଦେଶ। ଆସନ୍ତାକାଲି ଅନାସ୍ଥା ବିପକ୍ଷରେ ଭୋଟ ଦେବାକୁ…

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା: ଆଜି ଆଇନଜୀବୀଙ୍କ କଲମ ଛାଡ଼, କୋଟିଏ ଟଙ୍କା କ୍ଷତିପୂରଣ, ବିଚାରବିଭାଗୀୟ ତଦନ୍ତ ଦାବି

ଜେଏମଜେ ବ୍ୟୁରୋ : ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ଦୁର୍ବୃତ୍ତମା‌ନେ ହତ୍ୟା କରିବା ଘଟଣାର ପ୍ରତିବାଦରେ ଅକ୍ଟୋବର ୮ ବୁଧବାର ଦିନ ସାରା ରାଜ୍ୟର ଆଇନଜୀବୀମାନେ ସଂପୂର୍ଣ୍ଣ କଲମ ଛାଡ଼ କରିବେ।…

କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ଫେରୁଛି ସ୍ୱାଭାବିକ ସ୍ଥିତି

କଟକ:(ଜେଏମଜେ ନ୍ୟୁଜ): କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ। ସନ୍ଧ୍ୟା ୭ଟା ରୁ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି କଟକ ସହରରେ। କଟକରେ ଲାଗି ରହିଥିବା ଉତ୍ତେଜନା ପାଇଁ ଇଣ୍ଟରନେଟ…

ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ। ଆସିବ ନୂଆ ସମବାୟ ନୀତି। ଏଥିପାଇଁ ଜନସାଧାରଣଙ୍କଠାରୁ ମତାମତ ଲୋଡିଲା ବିଭାଗ। ରାଜ୍ୟରେ ସମବାୟ ଅନୁଷ୍ଠାନଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବ। କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ସମବାୟ ପରିଚାଳନାରେ ନୂଆ…

ସରକାରୀ ବସରେ ପଶି ୭ ଯାତ୍ରୀଙ୍କୁ ହାଣିଲା ଯୁବକ

ଜେଏମଜେ ବ୍ୟୁରୋ : ସରକାରୀ ବସରେ ପଶି ୭ ଯାତ୍ରୀଙ୍କୁ ହାଣିଲା ଯୁବକ । ପୁରୀ ଜିଲ୍ଲା କଣାସ ଅଂଚଳ ରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ସରକାରୀ ବସରେ ପଶି ଯାତ୍ରୀଙ୍କୁ ହାଣିଲେ ଦୁର୍ବୁତ୍ତ । ଧାରୁଆ ଅସ୍ତ୍ରରେ…

ଆସନ୍ତା ୨୦ରୁ +୨ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫର୍ମପୂରଣ ତାରିଖ ଆଜି ଘୋଷଣା ହୋଇଛି। ଆସନ୍ତା ୨୦ତାରିଖରୁ ରେଗୁଲାର୍‌ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ବିନା କୌଣସି ଜରିମାନାରେ ନଭେମ୍ବର…

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳି

ଜେଏମଜେ ବ୍ୟୁରୋ : ଚଳିତ ବର୍ଷର କାର୍ତ୍ତିକ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ତେବେ ୧ ମାସ ଧରି ଚାଲିବାକୁ ଥିବା ଏହି ବ୍ରତ ନଭେମ୍ବର ୫ରେ ସମାପ୍ତ ହେବ। ପୁରୀ…

କଟକ ସହରରେ କର୍ଫ୍ୟୁ କୋହଳ, ସହରରେ ସ୍ଥିତି ସ୍ବାଭାବିକ

କଟକ : (ଜେଏମଜେ ବ୍ୟୁରୋ ):କଟକ ସହରରେ କର୍ଫ୍ୟୁ କୋହଳ । ପରବର୍ତ୍ତୀ ନିର୍ଦ୍ଦେଶ ଆସିନଥିବାରୁ କର୍ଫ୍ୟୁ କୋହଳ କରାଯାଇଛି । ସହରରେ ସ୍ଥିତି ସ୍ବାଭାବିକ ରହିଛି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ରହିଥିଲା । ପରବର୍ତ୍ତୀ…