ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜେଏମଜେ ବ୍ୟୁରୋ : ଆଜି ଆସିବ ସୁଭଦ୍ରା ତୃତୀୟ କିସ୍ତି । ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ…
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗ୍ରସ୍ତ.
ଜେଏମଜେ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋପାଳପୁର ଠାରେ ପହଞ୍ଚି ରାତ୍ରି ଯାପନ କରିବା ପରେ ଆସନ୍ତା କାଲି ୯ ତାରିଖ ପୂର୍ବାହ୍ନ ୮ ଘଣ୍ଟା ସମୟରେ ବ୍ରହ୍ମପୁରର ଆରାଧ୍ୟା ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କୁ କେନ୍ଦ୍ର ଶିକ୍ଷା…
ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଜନ ସୁରକ୍ଷା ଯୋଜନା ପରିପୁର୍ତ୍ତି ଅଭିଯାନ
ଖଲିକୋଟ : ଜେଏମଜେ ନ୍ୟୁଜ : ଓଡିଶା ଗ୍ରାମୀଣ ବ୍ୟାଙ୍କ କହ୍ନେଇପୁର ଶାଖା ଆନୁକୂଲ୍ୟରେ କହ୍ନେଇପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜନ ସୁରକ୍ଷା ଯୋଜନା ଅଧିନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୁର୍ତ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ…
ନକଲି ଭୋଟର ପ୍ରସଙ୍ଗ…ରାହୁଲ Vs ନିର୍ବାଚନ କମିଶନ…ବଢିଲା କଳି
ଜେଏମଜେ ବ୍ୟୁରୋ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବନାମ ନିର୍ବାଚନ କମିଶନ। ରାହୁଲଙ୍କ ଟାର୍ଗେଟ୍ ନିର୍ବାଚନ କମିଶନଙ୍କ କାଉଣ୍ଟର। ଭୋଟ ଚୋରିକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି। ସବୁ ପ୍ଲାଟଫର୍ମରେ ନିର୍ବାଚନ କମିଶନ ବିରୋଧରେ ଗମ୍ଭୀର…
ଉପରାଷ୍ଟ୍ରପତି ନିର୍ବାଚନରେ BJP କୁ ସମର୍ଥନ ଦେବନି BJD
ଜେଏମଜେ ବ୍ୟୁରୋ : ନିର୍ବାଚନ କମିସନ(ଇସି)ଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଇସି ପୂର୍ବରୁ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ…
ଅପାରଗ ଅଧିକାରୀଙ୍କ ତାଲିକା ଦେଲେନି.ସରକାର ଙ୍କ ଉପରେ ରହି ଖେଳ କରୁଥିବା କିଏ ସେ ଅଧିକାରୀ?
ଜେଏମଜେ ବ୍ୟୁରୋ: କେହି ମାନିଲେନି ସରକାରୀ ନିର୍ଦେଶ.. ଅପାରଗଙ୍କୁ ଘୋଡେଇ ରଖିଲେ ବିଭାଗୀୟ ଉଚ୍ଚ ଅଧିକାରୀ.. ସରକାର ଙ୍କ ଠାରୁ ଉପରେ ଆଉ କାହାର ରହିଛି ଭିତିରିଆ ନିର୍ଦେଶ.. କିଏ ସେ ମୁଖିଆ?….ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ଅବମାନନା । ଅପାରଗ…
ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ – ମୁଖ୍ୟମନ୍ତ୍ରୀ
ଜେଏମଜେ ବ୍ୟୁରୋ: “ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ”, ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭୁବନେଶ୍ଵର…
ରାଜ୍ୟରେ ହୋଇପାରିବନି ଗୋହତ୍ୟା : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ
ଜେଏମଜେ ବ୍ୟୁରୋ : ରାଜ୍ୟରେ ହୋଇପାରିବନି ଗୋହତ୍ୟା । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ହେବ । କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି…
ଭୋଟର ତାଲିକାରେ ହେରଫେର: ନିର୍ବାଚନ କମିଶନଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବଡ଼ ଅଭିଯୋଗ
ଜେଏମଜେ ବ୍ୟୁରୋ : କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାରତୀୟ ନିର୍ବାଚନ କମିଶନ (ECI) ଉପରେ ଭୋଟର ତାଲିକାରେ ଏକ ବଡ଼ ଜାଲିଆତିର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଏହି ଦେଶରେ…
ବ୍ରହ୍ମାକୁମାରୀ ଆଶ୍ରମ ରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ
ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଭୂପ୍ରୀତ ଭବନ ରେ ବହୁ ହର୍ଷ ଉଲ୍ଲାସରେ ପବିତ୍ର ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଯାଇଛି। ଏହି ବିଶ୍ୱବିଦ୍ୟାଳୟ ସହ ଜଡିତ ୮୦ରୁ ଉର୍ଦ୍ଧ୍ୱ ଭାଇ…
















