ଆସନ୍ତା ୨୪ ଘଣ୍ଟା ଭାରି ବର୍ଷା, ଓଡ଼ିଶାକୁ ରେଡ଼୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଜେଏମଜେ ନ୍ୟୁଜ : ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାର…
ଦିଲ୍ଲୀରେ ଶିଳ୍ପପତିଙ୍କୁ ଭେଟିଲେ,ଓଡ଼ିଶାରେ ନିବେଶ ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଜେଏମଜେ ନ୍ୟୁଜ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଆଜି ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ଓଡ଼ିଶା ଫୁଡ୍ ପ୍ରୋ ୨୦୨୬ ନିବେଶକ ସମ୍ମିଳନୀ ଓ ରୋଡ୍ସୋ ପରିପ୍ରେକ୍ଷୀରେ ସେ ବିଭିନ୍ନ ଶିଳ୍ପପତିଙ୍କ ସହ…
ଆସାମରେ ବନ୍ୟା ତାଣ୍ଡବ: ୯୫ ମୃତ, ଲକ୍ଷେ ୬୦ ହଜାରରୁ ଅଧିକ ବେଘର
ଜେଏମଜେ ବ୍ୟୁରୋ : ଆସାମରେ ପୁଣି ଥରେ ମୌସୁମୀ ବନ୍ୟା ତାଣ୍ଡବ ରଚିଛି। ରାଜ୍ୟରେ ବନ୍ୟା ଏବଂ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୯୫ ରେ ପହଞ୍ଚିଛି। ସଦ୍ୟତମ ବନ୍ୟାରେ ୫୬୩ ଗାଁର ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ପ୍ରଭାବିତ…
ଫେରିବ ଅବ୍ୟବହୃତ ଲିଜ୍ ଜମି: ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ପର୍ଷଦ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସରକାରୀ ଜମିକୁ ଲିଜ୍ରେ ନେଇ ତାହାକୁ ଆଦୌ ବ୍ୟବହାର କରି ନଥିବା କିମ୍ବା ଅନ୍ୟ କାମରେ ବ୍ୟବହାର କରୁଥିଲେ ତାହା ସରକାରୀ ଖାତାକୁ ଫେରି ଆସିବ। ବର୍ତ୍ତମାନ ରାଜ୍ୟ ସରକାର ଅନେକ ଉନ୍ନୟନମୂଳକ କାର୍ଯ୍ୟ…
“କ୍ୟା ବୋଲତି ପବ୍ଲିକ୍”ଅଭିଯାନ ଆରମ୍ଭ କରିବ ସିଜେପି… ନିର୍ବାଚନ ନୁହେଁ ଜନଚାପ ସୃଷ୍ଟି ଉପରେ ଗୁରୁତ୍ୱ
ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସିଜେପିର ଦୁଇଦିନିଆ କୋର୍ କମିଟି ବୈଠକ ପରେ ଦୀପ୍କେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ‘କ୍ୟା ବୋଲତି ପବ୍ଲିକ୍‘ ଅଭିଯାନ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସାଧାରଣ ଲୋକଙ୍କ ମତାମତ, ସମସ୍ୟା ଓ…
ବମ୍ବେରେ ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କ ଭରସାରେ ଚାଲିଛି କେନ୍ଦ୍ର
ଆର, ଉଦୟଗିରି : ଜେଏମଜେ ନ୍ୟୁଜ : (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମୋହନା ବ୍ଲକର ନିଜୁମା ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟବସ୍ଥାକୁ ନେଇ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ, ଅଙ୍ଗନବାଡ଼ି କର୍ମୀ ଗତ ୧୦ ଦିନ ହେଲା ଉପରିସ୍ଥ ଅଧିକାରୀଙ୍କୁ…
ଗୋପାଳପୁର ଧବଳେଶ୍ୱର ମନ୍ଦିରରେ ଜଳାଭିଷେକ କଲେ ମହାମହିମ ରାଷ୍ଟ୍ରପତି
ବ୍ରହ୍ମପୁର : ଜେଏମଜେ ନ୍ୟୁଜ :+ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ବିତୀୟ ଦିନରେ ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ପୀଠରେ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି । ପବିତ୍ର ଶ୍ରାବଣ ମାସରେ ଶିବମନ୍ଦିରରେ ରାଷ୍ଟ୍ରପତିଙ୍କ…
ଫାଇଲ୍ ଚୋରି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ
ଭୁବନେଶ୍ୱର:ଜେଏମଜେ ନ୍ୟୁଜ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଫାଇଲ୍ ଚୋରି ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ଏହି ଘଟଣାରେ ବିଜୁ ଜନତା ଦଳର ନେତାମାନେ ନବୀନ ସରକାରକୁ ବଦନାମୀରୁ ରକ୍ଷା କରିବା ପାଇଁ…














