ଭଞ୍ଜ ଭୂମି ପାଲାକାର ସଂଘ ର ସାଧାରଣ ପରିଷଦ ବୈଠକ
କରଞ୍ଜିଆ-ଜେଏମଜେ ନ୍ୟୁଜ: ( ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ବୀରଯଦୁନାଥପୁର ପୁଣ୍ୟତୟା ବୈତରଣୀ ନଈ କୂଳରେ ମୟୂରଭଞ୍ଜ ଭଞ୍ଜ ଭୂମି ପାଲାକାର ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ଼ଃ ସୁଧାଂଶୁ ଶେଖର ଗିରି…
ଜନଗଣନା ପାଇଁ ୧୧,୭୧୮ କୋଟିର ବଜେଟ୍ ଅନୁମୋଦନ
ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର (୧୨ ଡିସେମ୍ବର, ୨୦୨୫) ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟ ଆବଣ୍ଟନ ହୋଇଛି, ସେହିପରି କୋପ୍ରା ଏମଏସପି ବୃଦ୍ଧି…
ପଞ୍ଚାୟତ ଅଫିସ୍ରେ ଚାଲିବ ପୋଷ୍ଟ ଅଫିସ୍: ସବୁ ଜିଲାପାଳଙ୍କୁ ଅତିରିକ୍ତ ସଚିବଙ୍କ ଚିଠି
ଜେଏମଜେ ବ୍ୟୁରୋ : ରାଜ୍ୟର ପ୍ରତି ପଞ୍ଚାୟତ ଅଫିସ୍କୁ ପୋଷ୍ଟ ଅଫିସ୍ ଶାଖାଗୁଡ଼ିକ ସ୍ଥାନାନ୍ତରିତ ହେବ। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ଜୁନ୍ ୬ ତାରିଖରେ ଚିଠି କରାଯାଇଥିଲା। ହେଲେ ଗତ…
ଆଜି ସୂର୍ଯ୍ୟାସ୍ତ ପରେ ଦେଖାଯିବ କୋଲ୍ଡ ସୁପର୍ମୁନ୍
ଜେଏମଜେ ବ୍ୟୁରୋ : ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ବା କୋଲ୍ଡ ମୁନ୍ । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍ମୁନ୍ କୁହାଯାଉଛି । କାରଣ ଏହା ପୃଥିବୀର ଅତ୍ୟନ୍ତ…
ବ୍ଳକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ।
ରଙ୍ଗେଈଲୁଣ୍ଡା 🙁 ଜେଏମଜେ ନ୍ୟୁଜ )ସ୍ଥାନୀୟ ବି ସି ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ରଙ୍ଗେଇଲୁଣ୍ଡା ବ୍ଳକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି।ଇତି ଅବସରରେ ବ୍ରହ୍ମପୁର ମହାନଗର ନିଗମ ରୁ ୭୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ରଙ୍ଗେଇଲୁଣ୍ଡା ବ୍ଳକ…
ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ୩୧୮ ଟି ଭିଜିଲାନ୍ସ ମାମଲା; ୨୦୮.୨୪ କୋଟିର ସମ୍ପତ୍ତି ଜବତ
ଭୁବନେଶ୍ଵର:(ଜେଏମଜେ ବ୍ୟୁରୋ): ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଛାନିଆ ହୋଇ ପଡ଼ିଛନ୍ତି ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଖବର ମାତ୍ରେ ଭିଜିଲାନ୍ସ ଚଢ଼ାଉ କରୁଛି । ୨୦୨୪ ଜୁନ୍ ୧୨ରୁ ଏବେ ସୁଦ୍ଧା ନୂଆ ସରକାରରେ ଭିଜିଲାନ୍ସ ୩୧୮ଟି…
ଆଧାର କାର୍ଡ ଭାରତୀୟ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ନୁହେଁ- ସୁପ୍ରିମକୋର୍ଟ
ଜେଏମଜେ ବ୍ୟୁରୋ : ଆଧାରକୁ ନାଗରିକତ୍ୱର ନିର୍ବିବାଦ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧକରି ଦାଏର ଅନେକ ପିଟିଶନ ଉପରେ ଚୂଡ଼ାନ୍ତ ଶୁଣାଣି…
ଶୀତଋତୁ ପାଇଁ 6ମାସ ଯାଏଁ ବନ୍ଦ ହେଲା ବଦ୍ରିନାଥ ଧାମ
ଜେଏମଜେ ବ୍ୟୁରୋ : ବନ୍ଦ ହେଲା ବଦ୍ରିନାଥ ଧାମ କପାଟ । ୬ ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ପବିତ୍ର ତୀର୍ଥସ୍ଥଳ ବଦ୍ରିନାଥ ଧାମର କପାଟ ୨୫ ନଭେମ୍ବର ୨୦୨୫ ମଙ୍ଗଳବାର ଦିନ…
ରାମ ମନ୍ଦିରରେ ସ୍ଥାପନ ହେଲା ଧର୍ମଧ୍ୱଜା: ସବୁଠି ଶୁଭିଲା ରାମ ଧ୍ୱନୀ
ଜେଏମଜେ ବ୍ୟୁରୋ : ସାରା ବିଶ୍ୱରେ ଅଯୋଧ୍ୟା ଯୋଡ଼ିଲା ନୂଆ ଐତିହାସିକ ଫର୍ଦ୍ଦ। ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଫରଫର ହୋଇ ଉଡୁଛି କେଶରିଆ ଧର୍ମ ଧ୍ୱଜା। ଜୀବନ୍ତ ହୋଇ ଉଠିଛି ଐତିହାସିକ ମୁହୂର୍ତ୍ତ। ରାମଭକ୍ତଙ୍କ ଗହଣରେ ସ୍ଥାପନ ହେଲା ଧର୍ମଧ୍ୱଜା।…
















