ପାର୍ଟ-ପ୍ଲଟ୍ ବିକ୍ରିବେଳେ ସମସ୍ୟା ସୃଷ୍ଟି କଲେ ନିଲମ୍ବିତ ହେବେ ସବରେଜିଷ୍ଟର : ରାଜସ୍ବ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ପାର୍ଟ ପ୍ଲଟ ବିକ୍ରି ସମସ୍ୟା ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ । କୌଣସି ସବ୍‌ ରେଜିଷ୍ଟର ପାର୍ଟ ପ୍ଲଟ ରେଜିଷ୍ଟର କରିବାକୁ ମନା କରୁଥିଲେ ଆମକୁ ତଥ୍ୟ ଦିଅନ୍ତୁ । ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ ଘରକୁ ସିଲ୍ କଲା ED

ଜେଏମଜେ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ ଘରକୁ ସିଲ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ନୋଟିସ ଆଧାରରେ ଗତକାଲି (ଶୁକ୍ରବାର) ସିଲ୍ ଇଡି । ରାଜଧାନୀ ଭୁବନେଶ୍ବର ସତ୍ୟ ବିହାର ସ୍ଥିତ…

ସବୁ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ:ଭିଜିଲାନ୍ସ ପଶିବା ପୂର୍ବରୁ ବାବୁ ଧରନ୍ତୁ ଦୁର୍ନୀତି..

ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚେତାବନୀ ପରେ ଏବେ ମୁଖ୍ୟ ଶାସନ ସଚିବ, ଦୁର୍ନୀତିଖୋରଙ୍କୁ ସାବାଡ୍‌ କରିବାକୁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତିଭିଜିଲାନ୍ସର ଖଣ୍ଡା ବୁଲୁଛି । ତେଣୁ ସଜାଗ ହୋଇଯାଆନ୍ତୁ ବାବୁ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚେତାବନୀ ପରେ ଏବେ…

ଚଳିତ ମାସରେ ମଦ ନୀତି ଆଣିବେ ସରକାର, ମନ୍ତ୍ରୀ କହିଲେ ଗାନ୍ଧୀ ଜୟନ୍ତୀରୁ ‘ନିଶା ନୁହେଁ ଜୀବନ’ ସଚେତନତା କାର୍ଯ୍ୟକ୍ରମ

ଜେଏମଜେ ବ୍ୟୁରୋ : ନୂଆ ମଦ ନୀତି ଆଣିବେ ସରକାର । ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମଦନୀତି ନେଇ ଆଲୋଚନା ହେବ । ଏନେଇ ସୂଚନା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି…

ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ

ଜେଏମଜେ ବ୍ୟୁରୋ : ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ । ବ୍ୟବସ୍ଥାକୁ ସରଳିକରଣ କରି ଏଆଇ ଉପଯୋଗ କରି ବ୍ୟବସ୍ଥିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଆବାସ କିମ୍ବା ଅନ୍ତୋଦ୍ୟାୟ…

ହାଇ ଆଲର୍ଡରେ ଅଫିସର. ବିଧାନସଭା ଅଧିବେଶନରେ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଉତ୍ତର ଦେବେ ସରକାର

ଜେଏମଜେ ନ୍ୟୁଜ : ହାଇ ଆଲର୍ଡରେ ଅଫିସର. ବିଧାନସଭା ଅଧିବେଶନରେ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଉତ୍ତର ଦେବେ ସରକାର… ଆସନ୍ତାସେପ୍ଟେମ୍ବର ୧୮ରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ ।ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା…

ଆଜି ରାଜ୍ୟ କ୍ୟାବିନେଟ: ଆସିପାରେ ୪ରୁ ଅଧିକ ପ୍ରସ୍ତାବ

ଜେଏମଜେ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍‌ ବୈଠକ ବୁଧବାର ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ଅନୁଷ୍ଠିତ ହେବାକୁଥିବା ଏହି କ୍ୟାବିନେଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସୂତ୍ରରୁ ମିଳିଥିବା ତଥ୍ୟ…

ଟାସ୍କ ଫୋର୍ସ କମିଟି ଜରିଆରେ ୫ଟି ଦୁର୍ନୀତିର ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ

ଜେଏମଜେ ବ୍ୟୁରୋ : ପାଣ୍ଡିଆନ ଙ୍କ ବେଆଇନ ନିଯୁକ୍ତି କୁ ନେଇ ତଥ୍ୟ ଲୁଚାଇଥିଲେ ପୂର୍ବ ସରକାର..ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବେଆଇନ୍ ୫ଟି ଅଧ୍ୟକ୍ଷ ନିଯୁକ୍ତି, ପାଣ୍ଡିଆନ ଦମ୍ପତିଙ୍କ ଭି.ଆର.ଏସ ଏବଂ ୫ଟିରେ ଶହଶହ କୋଟି…

ଆରପାରିରେ ନୂଆପଡ଼ା ବିଧାୟକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଜେଏମଜେ ବ୍ୟୁରୋ : ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଉ ନାହାନ୍ତି। ଆଜି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ରାଜେନ୍ଦ୍ର ଢୋଲକିଆଙ୍କୁ ୬୮ ବର୍ଷ ବୟସ ହୋଇଥିଲା।…

OAS ଓ ORS ଅଧିକାରୀଙ୍କୁ ରାଜସ୍ଵ ବିଭାଗର ତାଗିଦ୍, କାରଣ ନ ଥାଇ ଷ୍ଟେସନ୍ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଜେଏମଜେ ବ୍ୟୁରୋ : କାମ ନ ଥାଇ ବାବୁ ଆସୁଛନ୍ତି ଭୁବନେଶ୍ଵର । ଲୋକସେବା ଭବନ ସହ ଅନ୍ୟ ସରକାରୀ ଦପ୍ତରର ଚକ୍କର କାଟୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ସରକାରୀ କାର୍ଯ୍ୟ । ଲୋକଙ୍କୁ ସେବା ଯୋଗାଇଦେବାକୁ ନିୟୋଜିତ OAS…