ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର,(ଜେଏମଜେ ବ୍ୟୁରୋ): ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଜିଲାପାଳ ଭି.କିର୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ଜମି ଯୋଗେଇ ଦିଆଯିବ,ତେଣୁ ଜିଲାରେ କେତେ ସଂଖ୍ୟକ ଭୂମିହୀନ ପରିବାର ରହିଛନ୍ତି ତାହା…
ସୁନାମି ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର
ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା ସୁନାମି ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଶନିବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ବରୀ.
ଜେଏମଜେ ବ୍ୟୁରୋ : ମା’ ଜଗତଜନନୀଙ୍କ ଆବାହନ ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ । ଦେଶବ୍ୟାପୀ ବିଭିନ୍ନ ଶକ୍ତିପୀଠରେ ଜାରି ରହିଛି ନବରାତ୍ର ଓ ଷୋଡଷ ଉପଚାର ପୂଜା । ନବରାତ୍ରରେ ମାଆ ସମଲେଶ୍ବରୀଙ୍କ ପାଖରେ ଜଳିବ ୫ ହଜାର ଦୀପ…
ମା’ ଗିରିଜା ବାସିନି’ଙ୍କ ନବରାତ୍ର ପୁଜା ପାଇଁ ପ୍ରସ୍ତୁତି
ବ୍ରହ୍ମପୁର 🙁 ଜେଏମଜେ ନ୍ୟୁଜ ) :ଆଉ ଦିନକ ପରେ ବିଭିନ୍ନ ଶକ୍ତି ପୀଠ, ଦେବି ମନ୍ଦିର ରେ ଆରମ୍ଭ ହେବ ନବରାତ୍ରି ପୂଜା.. ଏହି ଅବସରରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କନିଷି ହାଟ ତୁଳୁରୋଡ଼ ସ୍ଥିତ ମା’…
ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ
ଜେଏମଜେ ବ୍ୟୁରୋ : ଚାଲିଗଲେ ଚାରି ଚାରି ଥରର ବିଧାୟକ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ ଆଉ ନାହାନ୍ତି । ୬୮ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍ରେ ଆଖି…
କଳିଙ୍ଗା ଘାଟିରେ ସାଂଘାତିକ ସ୍ଥିତି, ଭୂସ୍ଖଳନ ପରେ ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର: ଯାତାୟାତ ବନ୍ଦ.
କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସାଂଘାତିକ ସ୍ଥିତି। ଭୂସ୍ଖଳନ ପରେ ଧସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା। ରାସ୍ତାରେ ମାଟି ଓ ପଥର ଗଦେଇ ହୋଇଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ବିଚ୍ଛିନ୍ନ…
ଆରମ୍ଭ ହୋଇଛି ପାର୍ବଣ, ବିଭିନ୍ନ ଶକ୍ତି ଓ ଦେବୀ ପୀଠରେ ଆରମ୍ଭ ହୋଇଯାଇଛି ଷୋଡ଼ଶ ଉପଚାର ପୂଜାର୍ଚ୍ଚନା..
ଜେଏମଜେ ବ୍ୟୁରୋ : ଆଜି ଠାରୁ ବିଭିନ୍ନ ଶକ୍ତି ପୀଠ ଓ ଦେବୀ ପୀଠ ମାନଙ୍କରେ ଦୁର୍ଗା ଉତ୍ସବ ପାଇଁ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର ବାଣପୁରର ମା’ ଭଗବତୀ ମନ୍ଦିର, ଭୁଷଣ୍ଡପୁରର ମା’ ଉଗ୍ରତାରା ମନ୍ଦିର,…
ଉଦ୍ୟମିତା ପ୍ରୋତ୍ସାହନ ସ୍ବାବଲମ୍ବୀ ସଚେତନ କାର୍ଯକ୍ରମ ଅନୁଷ୍ଠିତ.
ଜେଏମଜେ ବ୍ୟୁରୋ : ଉଦ୍ୟମିତା ପ୍ରୋତ୍ସାହନ ସ୍ବାବଲମ୍ବୀ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ବାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ପକ୍ଷରୁ ପୋଲସରା ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ବାବଲମ୍ବୀ ଭାରତ ଅଭିଯାନ ପକ୍ଷରୁ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ…
ରାୟଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ।
ରାୟଗଡ଼ (ଜେଏମଜେ ନ୍ୟୁଜ): ରାୟଗଡ଼ ସହର ବିଜୁ ପଟ୍ଟନାୟକ ଓଡ଼ିଟରୀୟମ ଠାରେ ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ରାୟଗଡ଼ ଶାଖାର ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘ ରାଜ୍ୟ…
ଗାଁ ଠୁ ସହର ସବୁଠି ରାସ୍ତାର ଦୟନୀୟ ଅବସ୍ଥା, ଶାସକ-ବିରୋଧୀଙ୍କ ସମାନ ଅଭିଯୋଗ.
ଜେଏମଜେ ବ୍ୟୁରୋ : ଉପାନ୍ତରୁ ଉପକୂଳ, ଗାଁରୁ ସହର । ରାସ୍ତା ପାଲଟିଛି ଏବେ ମରଣଯନ୍ତା । ବର୍ଷା ଅସରାଏ ହେଲେ କଥା ସରିଲା । ଶୋଚନୀୟ ରାସ୍ତାକୁ ନେଇ ବିଧାନସଭାର ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିଥିବା ବେଳେ ପୂଜା…













