ମୋହନଙ୍କ ନୂଆ କ୍ୟାବିନେଟ୍ : ୨୧ ସଂସଦୀୟ କ୍ଷେତ୍ରରୁ ୨୧ ମନ୍ତ୍ରୀ !

ଜେଏମଜେ ବ୍ୟୁରୋ : ବଦଳିବ ମୋହନଙ୍କ ମନ୍ତ୍ରିମଣ୍ଡଳ । ଖୁବଶୀଘ୍ର ମୋହନଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଖବର ଆସୁଥିବାବେଳେ, ଏହି ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ଆଉ କେଉଁ ନେତା ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ? ତାକୁ ନେଇ ଏବେ ଆରମ୍ଭ ହୋଇଛି…

ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା: ଦିଲ୍ଲୀରେ ଆଶାୟୀ ତାଲିକା. ଫୋକସରେ ଗଞ୍ଜାମ.

ଜେଏମଜେ ବ୍ୟୁରୋ. ଓଡ଼ିଶା ରାଜ୍ୟ ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଘୋଷଣା କରିଛନ୍ତି ଯେ, ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ସାମିଲ ହେବେ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ସୁସ୍ଥ ହୋଇ ଫେରିଲେ ନବୀନ

ଜେଏମଜେ ବ୍ୟୁରୋ : ୨୨ ଦିନ ପରେ ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ସେ ଶନିବାର ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ନବୀନଙ୍କୁ ଦଳର ସଦସ୍ୟମାନେ ସ୍ୱାଗତ ଜଣାଇଛନ୍ତି।ବିମାନ ବନ୍ଦର ଠୁ ନବୀନ…

ଜୁଏଲ ଓରାମ କହିଛନ୍ତି, ଆଉ ନିର୍ବାଚନ ଲଢ଼ିବିନି

ଜେଏମଜେ ବ୍ୟୁରୋ : ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ଜୁଏଲ ଓରାମ କହିଛନ୍ତି। ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ବଡ଼ ବୟାନ ଦେଇ ଜୁଏଲ ଓରାମ କହିଛନ୍ତି, ଆଉ…

ଆଲୋଚନା ସରିଛି, ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ୭ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଯେ ୭ ଦଫା ଦାବିକୁ ନେଇ ସଫଳ ଆଲୋଚନା…

ରାହୁଲଙ୍କ ଭାଷଣ ଶୁଣି ଚିହିଁକି ଉଠିଲେ ସୁରେଶ ପୂଜାରୀ

ଜେଏମଜେ ବ୍ୟୁରୋ :ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଜୋରସୋରରେ ଭାଜପା ଉପରେ ବର୍ଷିଛନ୍ତି ରାହୁଲ। ଭାଜପାକୁ ଟାର୍ଗେଟ୍‌ କରି…

ଓଡ଼ିଶାରେ କଂଗ୍ରେସର କୌଣସି ସ୍ଥାନ ନାହିଁ: ମନମୋହନ

ଜେଏମଜେ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରର ବରମୁଣ୍ଡା ପଡ଼ିଆ ହେଉଥିବା ସମାବେଶରେ ବିଜେପିକୁ କଡ଼ା ଟାର୍ଗେଟ୍‌ କରିଛନ୍ତି ରାହୁଲ। ଏହା ସହ ବିଜେପି ସରକାର ଉପରେ ବିଭିନ୍ନ ଆରୋପ ମଧ୍ୟ ଲଗାଇଛନ୍ତି । ଏହାକୁ ନେଇ ଏବେ…

ଆସୁଛନ୍ତି ରାହୁଲ: କଡ଼ା ସୁରକ୍ଷା ବ୍ୟବସ୍ଥା, ଦିନ ୧୦ରୁ ଟ୍ରାଫିକ୍‌ କଟକଣା

ଜେଏମଜେ ବ୍ୟୁରୋ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭୁବନେଶ୍ବର ଆସୁଛନ୍ତି। ଏଥି ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜଣେ ଆଇଜି ଓ ୨ ଡିଆଇଜି ରୢାଙ୍କର ଅଧିକାରୀଙ୍କୁ ଦାୟିତ୍ୱ…

ଆଜି ଆସୁଛନ୍ତି ରାହୁଲ ଗାନ୍ଧୀ,ଉତ୍ସାହରେ ଉଛୁଳୁଛି କଂଗ୍ରେସ ଶିବିର

ଜେଏମଜେ ବ୍ୟୁରୋ : ଲମ୍ବା ଅବଧି ପରେ ଉତ୍ସାହରେ ଉଛୁଳୁଛି କଂଗ୍ରେସ ଶିବିର । ଆଜି ଆସୁଛନ୍ତି କଂଗ୍ରେସର ସବୁଠାରୁ ଲୋକପ୍ରିୟ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ।…

ଜୁଲାଇ ୮ ରେ ରାଜ୍ୟ ବିଜେପି ସଭାପତି ଚୟନ.

ଜେଏମଜେ ବ୍ୟୁରୋ : ଦୀର୍ଘଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦୀର୍ଘଦିନ ହେବ ରାଜ୍ୟ ବିଜେପି ସଭାପତି ଚୟନକୁ ନେଇ ଲାଗି ରହିଥିବା ଆଶଂକାର ପୂର୍ଣ୍ଣଛେଦ ପଡିଚି । ଜୁଲାଇ ମାସ ୮ ତାରିଖରେ ରାଜ୍ୟ…