ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। ଛାତ୍ର କଂଗ୍ରେସ ଆଜି ସନ୍ଧ୍ୟାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରିଛି। ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଉତ୍ତେଜିତ ହୋଇଛି।…

ଆସନ୍ତାକାଲି, ଆଠ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା. ଏପଟେ ଲୋକସେବା ଭବନ ମଧ୍ୟ ଘେରାଉ କରିବ ବିଜେଡି

ଜେଏମଜେ ବ୍ୟୁରୋ : ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଡ଼ିଶା ଉଠୁଛି ପଡୁଛି। ଏହି ଘଟଣାର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ବାଲେଶ୍ୱରରେ ଆଠ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ…

ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି।

ଜେଏମଜେ ବ୍ୟୁରୋ : ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ କଟକରୁ ଫେରିବା ପରେ ବଡ ନିଷ୍ପତ୍ତି ନେଇ ପାରନ୍ତି ସରକାର। ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବାଲେଶ୍ୱର ଘଟଣା ସରକାରଙ୍କୁ…

ହୁଲୁସ୍ତୁଲ ସାରା ଓଡିଶା: ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ।ମୁଖ୍ୟମନ୍ତ୍ରୀଙ୍କ କୋକେଇ କରି ଯାତ୍ରା..

ଜେଏମଜେ ବ୍ୟୁରୋ : ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ଘେରିଛନ୍ତି। ଗୋଟିଏ ପଟେ…

କଲେଜ ଆଗରେ ବିଜେଡିର ବିକ୍ଷୋଭ, ଜୋର ଧରିଲା ଇସ୍ତଫା ଦାବି

ଜେଏମଜେ ବ୍ୟୁରୋ : ଛାତ୍ରୀଙ୍କୁ ନ୍ୟାୟ ପାଇଁ ଜାରି ରହିଛି ପ୍ରତିବାଦ । ବିଜେଡି ପକ୍ଷରୁ ଆଜି ବାଲେଶ୍ବର ଏଫଏମ୍ କଲେଜ ଆଗରେ ବିକ୍ଷୋଭ କରାଯାଇଛି । ବାଲେଶ୍ଵରର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଜୋରଦାର ପ୍ରତିବାଦ କରିଛି ଦଳ ।…

ଦିଲ୍ଲୀରେ ବର୍ଷିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ

ଜେଏମଜେ ବ୍ୟୁରୋ : ଅଳକା ଲମ୍ବା କହିଛନ୍ତି ଯେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଜଣେ ଏବିଭିପି (ବିଜେପିର ଛାତ୍ର ସଂଗଠନ)ର ସକ୍ରିୟ ସଦସ୍ୟା ଥିଲେ। ଛାତ୍ରୀ ଜଣକ କଲେଜ ପ୍ରଶାସନ ଏବଂ ଏକ ଏଚଓଡିଙ୍କ ବିରୁଦ୍ଧରେ ଯୌନ ନିର୍ଯାତନାର ଅଭିଯୋଗ…

ଏମ୍‌ସରେ ପୀଡିତା ଙ୍କ ମୃତ୍ୟୁ ସହ ସଂଗ୍ରାମ:ରାଜରାସ୍ତାକୁ ଓହ୍ଲାଇଲେ ବିଜେଡି ଓ କଂଗ୍ରେସ

ଜେଏମଜେ ବ୍ୟୁରୋ : ବାଲେଶ୍ୱର ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବାଲେଶ୍ୱରରେ ଘଟଣାର ତୀବ୍ର ପ୍ରତିବାଦ କରିଛନ୍ତି ବିଜେଡି ଓ କଂଗ୍ରେସ । ଦିଲ୍ଲୀରେ ବି ଶୁଭିଛି ସ୍ୱର । କଂଗ୍ରେସ ଭୁବନେଶ୍ୱର ସହ ଦିଲ୍ଲୀରେ…

ମୋହନଙ୍କ ନୂଆ କ୍ୟାବିନେଟ୍ : ୨୧ ସଂସଦୀୟ କ୍ଷେତ୍ରରୁ ୨୧ ମନ୍ତ୍ରୀ !

ଜେଏମଜେ ବ୍ୟୁରୋ : ବଦଳିବ ମୋହନଙ୍କ ମନ୍ତ୍ରିମଣ୍ଡଳ । ଖୁବଶୀଘ୍ର ମୋହନଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଖବର ଆସୁଥିବାବେଳେ, ଏହି ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ଆଉ କେଉଁ ନେତା ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ? ତାକୁ ନେଇ ଏବେ ଆରମ୍ଭ ହୋଇଛି…

ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା: ଦିଲ୍ଲୀରେ ଆଶାୟୀ ତାଲିକା. ଫୋକସରେ ଗଞ୍ଜାମ.

ଜେଏମଜେ ବ୍ୟୁରୋ. ଓଡ଼ିଶା ରାଜ୍ୟ ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଘୋଷଣା କରିଛନ୍ତି ଯେ, ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ସାମିଲ ହେବେ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ସୁସ୍ଥ ହୋଇ ଫେରିଲେ ନବୀନ

ଜେଏମଜେ ବ୍ୟୁରୋ : ୨୨ ଦିନ ପରେ ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ସେ ଶନିବାର ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ନବୀନଙ୍କୁ ଦଳର ସଦସ୍ୟମାନେ ସ୍ୱାଗତ ଜଣାଇଛନ୍ତି।ବିମାନ ବନ୍ଦର ଠୁ ନବୀନ…