‘ଓ୍ୱାନ ନେସନ ଓ୍ୱାନ ଇଲେକ୍ସନକୁ ମୋଦୀ କ୍ୟାବିନେଟର ମଞ୍ଜୁରୀ.
ଜେଏମଜେ ବ୍ୟୁରୋ : ଗୋଟିଏ ରାଷ୍ଟ୍ର-ଏକକ ନିର୍ବାଚନ’ର ପ୍ରସ୍ତାବକୁ ମୋଦୀ କ୍ୟାବିନେଟର ମଞ୍ଜୁରୀ । କୋବିନ୍ଦ କମିଟି ଏ ନେଇ ବିସ୍ତୃତ ରିପୋର୍ଟ ଦେଇଥିଲା । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ମାର୍ଚ୍ଚ ମାସରେ ଗୋଟିଏ ଜାତି…
12 ଦଫା ଦାବୀ ନେଇ କବିସୂର୍ଯ୍ୟନଗର ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ..
ଜେଏମଜେ ବ୍ୟୁରୋ :ନିର୍ବାଚନ ପ୍ରତିଶ୍ରୁତି ପାଳନ କଲେନି ସରକାର, 12 ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିପିଆଇ ର ଦାବିପତ୍ର ପ୍ରଦାନ..ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ରେ CPI ପକ୍ଷରୁଓଡିଶା ସରକାର ଙ୍କ ବିରୁଦ୍ଧରେ ରାଲି ଓ ଦାବୀପତ୍ର ପ୍ରଦାନ କରାଯାଇଛି. ନିର୍ବାଚନ…
ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି :୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା
ଜେଏମଜେ ବ୍ୟୁରୋ : ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ଜନ୍ମଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା । ମୋଦିଙ୍କ ଗସ୍ତକୁ ନେଇ ସବୁଠି ଉତ୍ସାହ । ମଙ୍ଗଳବାର…
ନବୀନଙ୍କ ପାଣ୍ଡିଆନ ପ୍ରୀତି!
ଜେଏମଜେ ବ୍ୟୁରୋ : ଏବେବି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ପାଣ୍ଡିଆନ ପ୍ରୀତି ଯାଇନାହିଁ । ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା ବୋଲି ସମସ୍ତେ କହୁଥିଲେବି ନବୀନଙ୍କ ମନ କିନ୍ତୁ ମାନୁନାହିଁ । ସକ୍ରିୟ ରାଜନୀତିରୁ ଅବସର ନେଇଛି ବୋଲି ଘୋଷଣା…
ମମତା କହିଲେ ମୁ ଇସ୍ତଫା ଦେବାକୁ ପ୍ରସ୍ତୁତ
ଜେଏମଜେ ବ୍ୟୁରୋ : କୋଲକାତା ବଳାତ୍କାର-ହତ୍ୟା ମାମଲା ଏବଂ ମମତା ବାନାର୍ଜୀ ସରକାରଙ୍କୁ ବିରୋଧ କରୁଥିବା ଜୁନିୟର ଡାକ୍ତରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଜୁନିଅର ଡାକ୍ତରମାନେ ଧର୍ମଘଟରେ ଅଛନ୍ତି ଏବଂ ନ୍ୟାୟ ଦାବିରେ ବିରୋଧ କରୁଛନ୍ତି। ଧର୍ମଘଟ ବନ୍ଦ କରିବାକୁ…
ଆମଦାନୀ ନେତାଙ୍କ ସହ ନବୀନ ଙ୍କ ଆଲୋଚନା
ଜେଏମଜେ ବ୍ୟୁରୋ : ବିଜେପି ଛାଡ଼ି ବିଜେଡିକୁ ଆସିଥିବା ନେତାଙ୍କ ସହ ନବୀନଙ୍କ ଭେଟଘାଟ୍ । ଆଲୋଚନା କଲେ ଆଉ ପ୍ରତିଶ୍ରୁତି ବି ଦେଲେ। ଯାହାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା। ବ୍ରହ୍ମପୁର ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ…
ଅନାସ୍ଥା ରେ ହାରିଲେ ପୁରୁଷୋତ୍ତମପୁର ଏନଏସି ଅଧକ୍ଷା: ବିଜେଡି ହାତରୁ ଗଲା NAC
ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ଙ୍କ ଆଜି ଥିଲା ଅନାସ୍ଥା ଭୋଟ..10ଜଣ କାଉନସିଲର ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଦେଲେ ଭୋଟ l ଗାଦି ଚୁତ ହେଲେ ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ପ୍ରାୟଙ୍କା ଗୌଡ଼ l ଯାହା…
ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ: ନବୀନ
ଜେଜମଜେ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛି ବିଜେଡି ପୋଲାଭରମ ଟିମ୍ । ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ । ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢେଇ ଜାରି ରହିବ । ପୋଲାଭରମ ଟିମ୍…
ବ୍ୟାଗ ବଣ୍ଟନ ନାଁରେ ଖାଇଗଲେ କୋଟି କୋଟି !
ଜେଏମଜେ ବ୍ୟୁରୋ : ସରକାର ସମୟରେ ରାସନକାର୍ଡଧାରୀଙ୍କୁ ବଂଟାଯାଇଥିବା ଝୋଟ ବ୍ୟାଗ ବଂଟନରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ନୂଆ ସରକାର । ଏହି ବ୍ୟାଗ ବଂଟନରେ ଖର୍ଚ୍ଚ ହୋଇଛି ୨୪୮ କୋଟି । ବିଧାନସଭାରେ ଏହାକୁ ନେଇ ଆଜି ଶାସକ ଓ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି ରୁ ବିଦା ହେଲେ ସୁନୀତି ମୁଣ୍ଡ
କବିସୂର୍ଯ୍ୟନଗର ବ୍ୟୁରୋ :ବିଜେପି ନେଲା ବଡ଼ କାର୍ଯ୍ୟାନୁଷ୍ଠାନ । ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ । ଏକ ଘଟଣା କ୍ରମେ ବିଜେପି ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସୁନୀତି ଗତ ମେୟର ନିର୍ବାଚନରେ ବିଜେଡି…














