୨୭ରେ ବିଧାନସଭା ଶୀତକାଳୀନ ଅଧିବେଶନ, ୨୬ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ନଭେମ୍ବର ୨୬ରେ ବସିବ ସର୍ବଦଳୀୟ ବୈଠକ। ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ। ବୁଧବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଗୃହକୁ…
ନୀତୀଶ ହେବେ ପୁଣି ମୁଖ୍ୟମନ୍ତ୍ରୀ: ଆସନ୍ତା କାଲି ଶପଥ ଗ୍ରହଣ.
ଆସନ୍ତାକାଲି ବିହାରରେ ଶପଥ ଗ୍ରହଣ ସମାରୋହନୀତୀଶ କୁମାର ପୁଣି ଥରେ ନେବେ ମୁଖ୍ୟମନ୍ତ୍ରୀ ଦାୟିତ୍ବବିଜେପିର ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ ଜେଏମଜେ ବ୍ୟୁରୋ : ଆସନ୍ତାକାଲି ବିହାରରେ ଶପଥ ଗ୍ରହଣ ସମାରୋହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ…
ରାହୁଲଙ୍କୁ ବଡ଼ ଝଟକା: ୨୭୨ ବିଚାରପତି ଏବଂ ବ୍ୟୁରୋକ୍ରାଟ ନିର୍ବାଚନ କମିସନଙ୍କୁ ସମର୍ଥନ କରି କଂଗ୍ରେସ ବିରୋଧରେ ଅଭିଯୋଗ କଲେ
ଜେଏମଜେ ବ୍ୟୁରୋ : କଂଗ୍ରେସ ନିର୍ବାଚନ କମିସନଙ୍କୁ ଲଗାତାର ଟାର୍ଗେଟ କରି ଅନେକ ଗମ୍ଭୀର ଅଭିଯୋଗ ଆଣିଛି। ଦେଶର ୨୭୨ ଜଣ ପ୍ରମୁଖ ବ୍ୟକ୍ତି ଏ ସମ୍ପର୍କରେ ଏକ ଖୋଲା ଚିଠି ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ୧୬ ଜଣ ବିଚାରପତି ଏବଂ ୧୪…
ନଭେମ୍ବର ୧୯ରେ ଇସ୍ତଫା ଦେବେ ନୀତୀଶ କୁମାର: ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ
ଜେଏମଜେ ବ୍ୟୁରୋ : ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ନଭେମ୍ବର…
କାମ କଲାନି ନବୀନଙ୍କ କ୍ରେଜ୍: ଏହି ଭିଡିଓ ହିଁ ବିଜେଡି ପରାଜୟର କାରଣ!
ଜେଏମଜେ ବ୍ୟୁରୋ : ନୂଆପଡା ବାଜି ଜିତିବାକୁ ବିଜେଡି ନିଜ ଦମ ଲଗେଇଥିଲା । ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବାକୁ ଖୋଦ୍ ପାର୍ଟି ସୁପ୍ରିମୋ ନବୀନ ବି ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ପାଇଁ ଭୋଟ୍ ମାଗିଥିଲେ । ନବୀନଙ୍କ ପ୍ରଚାର…
ଏ ବିଜୟ ବାପାଙ୍କର : ଜୟ
ଜେଏମଜେ ବ୍ୟୁରୋ : ଜୟଙ୍କ ମଥାରେ ବିଜୟ ଟୀକା: କିଏ କହିଲା ବାପା ନାହାନ୍ତି ବୋଲି… ବାପା ଆମ ସହ ଥିଲେ… ଅଛନ୍ତି… ଆଉ ରହିଥିବେ ମଧ୍ୟ…ବାପା ! ପ୍ରତି ପିଲାଙ୍କ ବଳ, ପ୍ରତି ପରିବାରର ସାହସ । ବାପା ଥିଲା…
ବିଜେଡିକୁ ବଡ଼ ଝଟକା, ସମ୍ମାନ ରଖିଲା କଂଗ୍ରେସ
ଜେଏମଜେ ବ୍ୟୁରୋ : ନୂଆପଡ଼ାରେ ବିଜେଡିକୁ ବଡ଼ ଝଟକା। ୨୫ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଥିବା ବିଜୁ ଜନତା ଦଳକୁ ନୂଆପଡ଼ାରେ କେବଳ ପରାଜୟର ସାମ୍ନା କରିବାକୁ ପଡ଼ିନାହିଁ, ବରଂ ୩ୟ ସ୍ଥାନରେ ରହି ବଡ଼ ବିଫଳତାର ସ୍ଵାଦ ଚାଖିଛି।…
ନୂଆପଡା ରେ ୧୪ ତାରିଖ ଦିନ ହେବ ଭୋଟ୍ ଗଣତି।
ଜେଏମଜେ ବ୍ୟୁରୋ : ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ୮୧.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍, ଗୋପାଳନ୍। ଗତକାଲି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ…
ନୂଆପଡ଼ା ଉପନିର୍ବାଚନ ବେଳେ ପ୍ରିଜାଇଡିଂ ଅଫିସର୍ ସସ୍ପେଣ୍ଡ..
ଜେଏମଜେ ବ୍ୟୁରୋ: ନୂଆପଡ଼ା କୁଳିଆବନ୍ଧ ୩୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ ସସ୍ପେଣ୍ଡ। ଭୋଟ୍ର ଗୋପନୀୟତା ଉଲ୍ଲଙ୍ଘନ କରିବାରୁ କାର୍ଯ୍ୟାନୁଷ୍ଠାନ। ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।ସିଇଓ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହ…
ECIଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ
ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ECIଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନବୀନ ECIଙ୍କ ନିକଟରେ ଦାବି…















