ଆଜି ବିହାର ନିର୍ବାଚନ:ପ୍ରଥମ ପର୍ଯ୍ୟାୟ ଭୋଟ୍, ୧୮ ଜିଲ୍ଲା ୧୨୧ ଆସନ ପାଇଁ ୧୩୧୪ ପ୍ରାର୍ଥୀ
ଜେଏମଜେ ବ୍ୟୁରୋ : ବିହାରର ୧୮ଟି ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି (ଗୁରୁବାର) ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୩୧୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ପ୍ରସାଦ ଯାଦବ, ବିହାର…
୨୧୩୫ ବୁଥରେ ଭୋଟ୍ ସମୟ ଘଣ୍ଟାଏ କମିଲା: ପ୍ରଥମ ପର୍ଯ୍ୟାୟରେ ୬ଟି ଆସନ ପାଇଁ ନିର୍ବାଚନ କମିସନଙ୍କ ବଡ଼ ନିଷ୍ପତ୍ତି
ଜେଏମଜେ ବ୍ୟୁରୋ : ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ୬ ନଭେମ୍ବର ଗୁରୁବାର ଦିନ ହେବାକୁ ଯାଉଛି। ସୁରକ୍ଷା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ (ECI) ଛଅଟି ବିଧାନସଭା ନିର୍ବାଚନମଣ୍ଡଳୀର ୨,୧୩୫ଟି…
ଅମର ବିଜେଡି ଛାଡିଲା ପରେ ପୁଣି ବିଜେଡିରେ କନ୍ଦଳ ବଡ଼ିଲା!
ଜେଏମଜେ ବ୍ୟୁରୋ : ଅମର ପଟ୍ଟନାୟକ ବିଜେପିରେ ସାମିଲ ପରେ ବିଜେଡିରେ ବଢ଼ିଲା କଳି । ଦଳରେ କୁହୁଳୁଥିବା କନ୍ଦଳ ନିଆଁ ପୁଣି ତେଜିଲା । ଦଳ ଛାଡ଼ିବା ପ୍ରସଙ୍ଗ ଉଠାଇ ବର୍ଷିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ । କେଉଁ…
ନବୀନଙ୍କ ଅଭିଯୋଗର ଜବାବ ରଖିଲେ ଜୟ ଢୋଲକିଆ
👉ବାପାଙ୍କୁ ଦେଖିନଥିଲେ, ଏବେ ଭୋଟ୍ ମାଗି ଆସିଛନ୍ତି’👉‘ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ’ 👉ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା’👉ନବୀନଙ୍କ ଅଭିଯୋଗର ଜବାବ ରଖିଲେ ଜୟ ଢୋଲକିଆ 👉‘ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ’👉ସେତେବେଳେ ଥରେ ବି…
ନୂଆପଡ଼ା ପାଇଁ ନୂଆଦିଲ୍ଲୀରେ ସରିଛି ଡିଲ୍: ଜୟଦେବ ଜେନା
ଜେଏମଜେ ବ୍ୟୁରୋ : ନୂଆପଡ଼ା ପାଇଁ ନୂଆଦିଲ୍ଲୀରେ ସରିଛି ଡିଲ୍’ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ଡିଲ୍ ହୋଇସାରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ରବିବାର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ…
ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଯାଞ୍ଚ
ଜେଏମଜେ ବ୍ୟୁରୋ :ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକେପ୍ଟର ଯାଞ୍ଚ ହେଉଛି। ନୂଆପଡ଼ା ଉପନିର୍ବାଚନ ଦୃଷ୍ଟିରୁ ହେଲିକପ୍ଟର ଯାଞ୍ଚ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମଡେଲ କୋଡ ଅଫ୍ କଣ୍ଡକ୍ଟ ଦୃଷ୍ଟିରୁ ଫ୍ଲାଇଂ ସ୍କ୍ବାଡ୍ ଓ ଭିଏସଟି ଟିମ୍…
ନୂଆପଡ଼ାରେ ବଢ଼ୁଛି ନିର୍ବାଚନ ତାତି : ଏବେ ମଇଦାନକୁ ଓହ୍ଲାଇବେ ମୁଖିଆ
ଜେଏମଜେ ବ୍ୟୁରୋ : ପ୍ରଚାରରେ ଉଠୁଛିପଡୁଛି ନୂଆପଡ଼ା । ଆସନ୍ତାକାଲିଠୁ ନୂଆପଡ଼ାରେ ଆରମ୍ଭ ହେବ ହାଇ ଭୋଲଡେଟ୍ ପ୍ରଚାର । ଏଇଥିପାଇଁ ଏହି ସପ୍ତାହରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ ଓ ମୋହନ ମାଝୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ…
କଂଗ୍ରେସର ବଡ଼ ଅଭିଯୋଗ : ନୂଆପଡ଼ା ଉପନିର୍ବାଚନରେ ପୁଲିସକୁ ବ୍ୟବହାର କରୁଛି ବିଜେପି
ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଲଲାଟେନ୍ଦୁ ମହାପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।ସେ କହିଛନ୍ତି, ଉପନିର୍ବାଚନରେ କଂଗ୍ରେସ ଭଲ ସ୍ଥିତିରେ ରହିଛି। ଦିନକୁ ଦିନ…
ନୂଆପଡା ଲଢେଇ: ମୈଦାରେ ୧୪ ପ୍ରାର୍ଥୀ
ଜେଏମଜେ ବ୍ୟୁରୋ : ବିଧାନସଭା ଉପନିର୍ବାଚନ ନେଇ ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା । ଜଣେ…
ପୀତବାସ ପଣ୍ଡା ହତ୍ୟାକାଣ୍ଡ: ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୪ ଓକିଲ
ଜେଏମଜେ ବ୍ୟୁରୋ : ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ବିକ୍ରମଙ୍କୁ ଗିରଫ…















