ଜିଲ୍ଲାପାଳ ସମ୍ମିଳନୀ ରେ ମୁଖ୍ୟମନ୍ତ୍ରୀ କହିଲେ ଦୁର୍ନୀତିଗ୍ରସ୍ତଙ୍କୁ ଟ୍ରାନ୍ସଫର କର.

ଜେଏମଜେ ବ୍ୟୁରୋ : ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଟ୍ରାନ୍ସଫର କରିବା ପରେ ପଛଘୁଞ୍ଚା ଦିଅନ୍ତୁନି । ଆଜି ଜିଲ୍ଲାପାଳ ସମ୍ମିଳନୀରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ସେ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କ ହାତରେ କ୍ଷମତା ରହିଛି…

ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ ଏଣିକି ‘ପଞ୍ଚସଖା ଶିକ୍ଷା ସେତୁ’..

ଜେଏମଜେ ବ୍ୟୁରୋ : ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ । ‘ମୋ ସ୍କୁଲ ଅଭିଯାନ’କୁ ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ନାମିତ କରାଗଲା । ୨୦୧୭ରୁ ଆରମ୍ଭ ହୋଇଥିଲା ଏହି ‘ମୋ ସ୍କୁଲ୍ ଅଭିଯାନ’ । ଏଣିକି ‘ପଞ୍ଚସଖା ଶିକ୍ଷା…

ପୁନଃ ପରୀକ୍ଷା ଦାବୀ କରି ଓଏସଏସଏସସି ଅଫିସ ଘେରିଲେ ପରୀକ୍ଷାର୍ଥୀ.

ଜେଏମଜେ ବ୍ୟୁରୋ :ଭୁବନେଶ୍ବର ଓଟ୍ରିପଲ-ଏସସି ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଓଟ୍ରିପଲ-ଏସସି ଅଫିସ ଘେରାଉ କରିଛନ୍ତି । ଯୋଗ୍ୟ ପରୀକ୍ଷାର୍ଥୀମାନେ ମେରିଟ୍ ତାଲିକାରୁ ବାଦ୍ ପଡ଼ିବାରୁ ପରୀକ୍ଷାର୍ଥୀମାନେ ପ୍ରତିବାଦ କରି ଦାୟିତ୍ୟହୀନତାକୁ ଦୋଷାରୋପ…

ମଧ୍ୟାହ୍ନ ଭୋଜନ ଖାଇ 21 ପିଲା ଅସୁସ୍ଥ ଘଟଣା:ଗାଁ ରେ ପହଞ୍ଚିନି ପ୍ରଶାସନ: ବଢୁଛି ଅସନ୍ତୋଷ

କବିସୂର୍ଯ୍ୟନଗର :(ବ୍ୟୁରୋ )ମଧ୍ୟାହ୍ନ ଭୋଜନ ଖାଇ 21 ପିଲା ଅସୁସ୍ଥ.ଘଟଣା…ଏବେ ବି ଗୁରୁତର ଅଛନ୍ତି 9 ଜଣ ପିଲା…ଗାଁ ରେ ପହଞ୍ଚିନି ପ୍ରଶାସନ…ନା ହେଲା ସ୍ୱାସ୍ଥ୍ୟ ପରୀକ୍ଷା ନା ହେଲା ତଦନ୍ତ…ଅପାରଗ ପ୍ରଶାସନ ଘଟଣା ଚାପିଦେବାକୁ କରୁଥିବା ଉଦ୍ୟମ କୁ ନେଇ…

ମଧ୍ୟାହ୍ନ ଭୋଜନ ଖାଇ 15 ରୁ ଅଧିକ ପିଲା ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ 15 ରୁ ଅଧିକ ପିଲା ଅସୁସ୍ଥ.. ଅସୁସ୍ଥ ଥିବା ବହୁ ପିଲା ଏବେ ବି ମେଡିକାଲ ରେ ଚିକିତ୍ସା ଧୀନ ଥିବା ସୂଚନା ଆସୁଛି….ଏଭଳି ଏକ ବଡ଼ ଖବର ଏବଂ ସମ୍ବେଦନଶୀଳ ଖବର ଏବେ ଗଞ୍ଜାମ ଜିଲ୍ଲା…