ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ସାର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟ ପତ୍ର ମାଗଣାରେ ଯୋଗାଇବେ ସରକାର
ଜେଏମଜେ ବ୍ୟୁରୋ : ଖୁବଶୀଘ୍ର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟୁନିର୍ଫମ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬) ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ…
ସଂସ୍କୃତ ଶିକ୍ଷାଧିକ୍ଷକଙ୍କ ବିବାଦୀୟ ଆଦେଶ ର ଭିଜିଲାନ୍ସ ତଦନ୍ତ ଦାବୀ
👉ଜଣେ ଶିକ୍ଷକ, ଦୁଇଟି ବିଦ୍ୟାଳରେ ଶିକ୍ଷକତା ଘଟଣା 👉ହାଇକୋର୍ଟ ରେ ମାମଲା ବିଚାରଧୀନ.. ଏପଟେ ଗଞ୍ଜାମ DEO ଙ୍କୁ ଶିକ୍ଷାଧିକ୍ଷକ ଙ୍କ ବେଆଇନ ଆଦେଶ ର ତଦନ୍ତ ଦାବ ଜେଏମଜେ ବ୍ୟୁରୋ : ରାଜ୍ୟରେ ନକଲି ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ଧରପଗଡ଼…
ଡିଇଓଙ୍କୁ ଓସେପାର କଡ଼ା ନିର୍ଦ୍ଦେଶ..ଛାତ୍ରଛାତ୍ରୀଙ୍କ ବସ୍ତାନି ବୋଝ କମାଅ
ଜେଏମଜେ ବ୍ୟୁରୋ : କୋମଳମତି ପିଲାମାନେ ଅଧିକ ଓଜନର ବସ୍ତାନି ନେଇ ସ୍କୁଲ ଯାଇପାରିବେନି । ଏଥିପାଇଁ ୨୦୧୯ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ହେଲେ ଏବେ ବି ଏହି ନିୟମ ଉଲ୍ଲଂଘନ…
ହାଇସ୍କୁଲ ପାଠ୍ୟକ୍ରମରୁ ଉଚ୍ଛେଦ ହେବ ସଂସ୍କୃତ ଭାଷା ।
ଜେଏମଜେ ବ୍ୟୁରୋ : ହାଇସ୍କୁଲ ପାଠ୍ୟକ୍ରମରୁ ଉଚ୍ଛେଦ ହେବ ସଂସ୍କୃତ ଭାଷା । ତୃତୀୟ ଭାଷା ସଂସ୍କୃତର ବିକଳ୍ପ ଭାବେ ପିଲା ପଢ଼ିବେ ଧନ୍ଦାମୂଳକ ଶିକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଛି। ବୋର୍ଡ…
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁଇବର୍ଷିଆ ବିଏଡ୍ ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ
ଜେଏମଜେ ବ୍ୟୁରୋ : କନିଷ୍ଠ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ନାତକ ପରେ ଦୁଇବର୍ଷିଆ ବିଏଡ୍ (ସ୍ବତନ୍ତ୍ର ଶିକ୍ଷା) ପାସ୍ କରିଥିବା ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣା ସହିତ…
ଆରମ୍ଭରୁ ଝୁଣ୍ଟୁଛି ବାଲବାଟିକା: ନା ଅଛି ଭିତ୍ତିଭୂମି ନା ଅଛନ୍ତି ଶିକ୍ଷକ?
ଜେଏମଜେ ବ୍ୟୁରୋ : ସ୍କୁଲରେ ସାମିଲ ହୋଇଛି ବାଲ ବଟିକା । ଚଳିତ ବର୍ଷ ନୂଆ ଶିକ୍ଷା ନୀତି ଲାଗୁ କରାଯାଇଛି । ହେଲେ ଆରମ୍ଭରୁ ଝୁଣ୍ଟୁଛି ବ୍ୟବସ୍ଥା । ପ୍ରଥମ ଶ୍ରେଣୀରେ ନାମ ପଞ୍ଜିକରଣ ପୂର୍ବରୁ ପିଲାମାନେ ବାଲ ବଟିକାରେ…
ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି, ସ୍ଥାପନା ହେବ ଆଇସିସି କମିଟି..
ଜେଏମଜେ ବ୍ୟୁରୋ : ବର୍ତ୍ତମାନ ରାଜ୍ୟରେ ନାରୀ ସୁରକ୍ଷା ବିଶେଷ କରି ଶିକ୍ଷାକ୍ଷେତ୍ରରେ ଛାତ୍ରୀଙ୍କ ସୁରକ୍ଷା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ, ଏନେଇ ରାଜ୍ୟ ସରକାର ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…
ଆଉ ଦଶମରେ ବୋର୍ଡ ପରୀକ୍ଷା ନାହିଁ: ସିଧା ଦ୍ବାଦଶରେ ହେବ ବୋର୍ଡ ପରୀକ୍ଷା
ଜେଏମଜେ ବ୍ୟୁରୋ : ବିଜେପି ସରକାର ଆସୁ ଆସୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରି ଦେଲେ । ଯାହା ଅନୁସାରେ ଆଉ ଦଶମରେ ବୋର୍ଡ ପରୀକ୍ଷା ରହିବ ନାହିଁ । ସିଧା ଦ୍ବାଦଶରେ ବୋର୍ଡ ପରୀକ୍ଷା ହେବ ।…
୪୬ ମିଶ୍ରଣ ସ୍କୁଲରୁ ତାଲା ଖୋଲିଲା
ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି। ଆଉ ୪ଟି ସ୍କୁଲ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ…
ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ଦୁଇଟି ସିଟିଂରେ ହେବାର ଥିଲା ପରୀକ୍ଷା
ଜେଏମଜେ ବ୍ୟୁରୋ : ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ସାରା ରାଜ୍ୟରେ ଆଜି ଅନୁଷ୍ଠିତ ହେବାର ଥିଲା ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି । ୭୫…















