ରାଜ୍ୟର ପ୍ରତ୍ୟେକ ବ୍ଲକରେ ପହଞ୍ଚିବ ଓମ୍ଫେଡ ।
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଖୁବଶୀଘ୍ର ରାଜ୍ୟର ପ୍ରତ୍ୟେକ ବ୍ଲକରେ ପହଞ୍ଚିବ ଓମ୍ଫେଡ । ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ । ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଓମ୍ଫେଡର ସମସ୍ତ ଉତ୍ପାଦ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଏହି ସରକାରୀ…
୫୮୨ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ
ପୋଲସରା : ଜେଏମଜେ ନ୍ୟୁଜ : ପୋଲସରା ଥାନା ଅନ୍ତର୍ଗତ ମାରଦା ମନ୍ଦିର ନିକଟ ପୋଲସରା–ବୁଢ଼ାମ୍ବ ରାସ୍ତାରୁ ଗଞ୍ଜେଇ ଭର୍ତ୍ତି ଏକ ପିକ୍ଅପ୍ ଗାଡ଼ିକୁ ପୁଲିସ ଜବତ କରିଛି । ତେବେ ଗାଡ଼ିରେ ଥିବା ୨ ଜଣ ଯୁବକ ପୁଲିସକୁ ଦେଖି…
ଆଜି ଆତ୍ମହତ୍ୟା ନିରୋଧୀ ଦିବସ, ଚିନ୍ତା ବଢ଼ାଉଛି ପାରିବାରିକ ସମସ୍ୟା
ଜେଏମଜେ ବ୍ୟୁରୋ : ଦିନକୁ ଦିନ ବଢୁଥିବା ଆତ୍ମହତ୍ୟା ପ୍ରବଣତା ରୋକିବା ସହ ଏ ସମ୍ପର୍କରେ ସତେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୧୦ ତାରିଖକୁ ଆତ୍ମହତ୍ୟା ନିରୋଧୀ ଦିବସ ଭାବେ ପାଳନ କରାଯାଉଛି । ଏଥିପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ…
ରାଜ୍ୟରେ ଖୋଲିବ ୩୧ ଟୁରିଷ୍ଟ୍ ପୁଲିସ୍ ସେଲ୍
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶାରେ ପର୍ଯ୍ୟଟକଙ୍କ ସୁରକ୍ଷା ବୃଦ୍ଧି ଏବଂ ସେମାନଙ୍କୁ ସମର୍ପିତ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଆଗଭର ହୋଇଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସରକାର ୨୯ଟି ମୁଖ୍ୟ ପର୍ଯ୍ୟଟନସ୍ଥଳୀରେ ୩୧ଟି ନୂଆ ଟୁରିଷ୍ଟ…
ବ୍ରହ୍ମପୁର ସ୍ୱଦେଶୀ ମେଳାରେ ଆମଭାଷା ସାହିତ୍ୟ ସଂସଦ, ଦିଗପହଣ୍ଡିର ସାହିତ୍ୟ ଆସର ଅନୁଷ୍ଠିତ।
ବ୍ରହ୍ମପୁର:(ଗଜାନନ ତ୍ରିପାଠୀ ) ବ୍ରହ୍ମପୁର ଉମାଚରଣ ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ସ୍ୱଦେଶୀ ଉଦ୍ୟୋଗ ମେଳା ୯ ଦିନ ବ୍ୟାପୀ ଚାଲିଥିବା ବେଳେ ସପ୍ତମ ଦିବସରେ ଆମଭାଷା ସାହିତ୍ୟ ସଂସଦ, ଦିଗପହଣ୍ଡି ତରଫରୁ…
ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଜେଏମଜେ ବ୍ୟୁରୋ : ପୂର୍ବାହ୍ନରେ କଟକ ବକ୍ସି ବଜାର ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ…
ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା, ବର୍ଷାରେ ଭିଜିଲେ, ବାହୁନି କାନ୍ଦିଲେ
ଜେଏମଜେ ବ୍ୟୁରୋ : ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା। ବର୍ଷାରେ ଭିଜିଲେ, ଲୁହ ନିଗାଡ଼ିଲେ। ବିଶ୍ରାମ କରିବା ସମୟରେ ବିକ୍ଷୋଭ କରୁଛନ୍ତି। ଢୁ ଢୁ ବର୍ଷାରେ ଭତ୍ତା କେଇ ଟଙ୍କା ପାଇଁ ଭିଜୁଛନ୍ତି ଶହ ଶହ ବୟସ୍କ। ବୟସର ଅପରାହ୍ଣରେ ଭତ୍ତା…
ନନ୍ଦନକାନନରେ ୫ ଓରାଙ୍ଗଉଟାନ୍!
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ନନ୍ଦନକାନନରେ ଏବେ ନଜର କାଢ଼ୁଛନ୍ତି ୫ ଓରାଙ୍ଗଉଟାନ୍ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଞ୍ଜର ଦୁଇଟି ସେକ୍ସନରୁ ଉଦ୍ଧାର ହୋଇଥିବା ଏହି ୫ଟି ଓରାଙ୍ଗଉଟାନ୍କୁ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ନନ୍ଦନକାନନକୁ…
କେନ୍ଦ୍ର କ୍ୟାବିନେଟ୍ ବଡ଼ ନିଷ୍ପତ୍ତି: ୫ ରାଜ୍ୟରେ ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ
ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଦେଶର ୭ଟି ହାଇ-ଡେନ୍ସିଟି ରେଳ…
କର୍ମଚାରୀଙ୍କ ଦୌରାତ୍ମ୍ୟ ରେ ଅଙ୍ଗନବାଡି କର୍ମୀ ମାନେ ଅସନ୍ତୋଷ!
କବିସୂର୍ଯ୍ୟନଗର :ଜେଏମଜେ ନ୍ୟୁଜ : ବେଆଇନ ଟଙ୍କା ଦାବୀ ପାଇଁ ଏଠି ମିଶନ ଫେଲ ମାରୁଛି..ନାରୀ ଶକ୍ତି କୁ ଦୁର୍ବଳ କରୁଛି କର୍ମଚାରୀ ଙ୍କ ଅର୍ଥ ଆଦାୟ ଚାପ.. ଯେତେ ଅଭିଯୋଗ ହେଲେ ସବୁ କାଗଜ ଯାଉଛି ଡଷ୍ଟବିନ କୁ..ଟଙ୍କା ମାଗିବା…
















