ରାଜ୍ୟ ବିଜେପିରେ ହଲଚଲ,ଚର୍ଚ୍ଚା ବଢ଼ାଇଲା ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା !

ଜେଏମଜେ ବ୍ୟୁରୋ : ରାଜ୍ୟ ବିଜେପିରେ ହଲଚଲ ବଢ଼ିବାରେ ଲାଗିଛି । ଆରମ୍ଭ ହୋଇ ସାରିଛି କି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳର ପ୍ରାରମ୍ଭିକ ପ୍ରକ୍ରିୟା ? ଦିଲ୍ଲୀ ଓ ଭୁବନେଶ୍ୱରରେ ହାଇ ଲେଭଲ ମିଟିଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ବଢାଇଛି…

ଉପ-ରାଷ୍ଟ୍ରପତି ନିର୍ବାଚନରେ କାହା ସମର୍ଥନରେ ବିଜେଡି?

ଜେଏମଜେ ବ୍ୟୁରୋ : ଉପ-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି? ଏହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି ଦଳ । ଦଳ କାହାକୁ ସମର୍ଥନ ଦେବ ତାକୁ ନେଇ ଦଳୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ସଂଖ୍ୟା ଦୃଷ୍ଟିରୁ…

ଧନଖର, ମୋଦିଙ୍କୁ ନେଇ ଖାର୍ଗେଙ୍କ ମନ୍ତବ୍ୟ. ରାଜନୀତିରେ ହଇଚଇ

ଜେଏମଜେ ବ୍ୟୁରୋ : ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ରାଜନୀତି ଜୋର ଧରିଛି। ଏହି ସମୟରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର କହିଛନ୍ତି , ଏହା ଧନଖର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ମନ୍ତ୍ରୀ ଆଶାୟୀ ଓ ଆଶଙ୍କାରେ ମୋହନଙ୍କ ନୂଆ ଟିମ!

ଜେଏମଜେ ବ୍ୟୁରୋ : ମୁଖିଆ ବଦଳିଲେ, ପ୍ରଶାସନର ନବକଳେବର ହେଲା । ଏବେ ସରକାରଙ୍କ ପାଳି। ମନ୍ତ୍ରିମଣ୍ଡଳ ଅଦଳବଦଳ ହଁ ନା ଭିତରେ ଏବେ ଚର୍ଚ୍ଚାକୁ ଆସିଲାଣି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯିବେ । ଏହାସହ ଫାଙ୍କା ପଡିଥିବା…

ପରିମଳ କର୍ମଚାରୀଙ୍କୁ ମିଳିବ ବାସଗୃହ ସହ ଜୀବନ ବୀମା

ଜେଏମଜେ ବ୍ୟୁରୋ : ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

NDA ଉପରାଷ୍ଟ୍ରପତି ଙ୍କୁ ବିରୋଧ କରିବ ବିଜେଡି.

ଜେଏମଜେ ବ୍ୟୁରୋ : ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟର ପ୍ରମୁଖ ବିରୋଧ ଦଳ ବିଜେଡି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି । ଗତ ଏପ୍ରିଲ ମାସରେ…

ଦିଲ୍ଲୀରୁ ଫେରି,ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କଥାକୁ ଏଡାଇଦେଲେ ମନମୋହନ

ଜେଏମଜେ ବ୍ୟୁରୋ : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରିବା ପରେ ସେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଏକ ବଡ଼ କଥା କହିଦେଇଛନ୍ତି। ରାଜ୍ୟର ସାଂଗଠନିକ ଓ ଅନ୍ୟାନ୍ୟ…

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନ୍‌ସନ୍‌

ଜେଏମଜେ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନ୍‌ସନ୍‌ । ବିହାର ସାମ୍ବାଦିକ ସମ୍ମାନ ଯୋଜନା ଅଧୀନରେ ରାଜ୍ୟର ଯୋଗ୍ୟ ସାମ୍ବାଦିକମାନଙ୍କୁ ମାସିକ ୧୫…

ଆକ୍ସନମୋଡରେ ମୋହନ: ମନ୍ତ୍ରୀମାନଙ୍କୁ ମାଗିଲେ ପରଫର୍ମାନ୍ସ ରିପୋର୍ଟ

ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ଅଦଳବଦଳ କରିବା ସହ ସବୁ ମନ୍ତ୍ରୀ ଓ ବିଭାଗଗୁଡ଼ିକୁ ନିର୍ଦ୍ଧାରିତ ଫର୍ମାଟରେ ନିଜର ପରଫର୍ମାନ୍ସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତମାସରେ ୩ଦିନିଆ ଦିଲ୍ଲୀ…

ମୋଦୀଙ୍କୁ ରାହୁଲଙ୍କ କଟାକ୍ଷ. କହିଲେ ଖାଲି ସୋ-ବାଜି, କିଛି ଦମ ନାହିଁ’,

ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଦାବି କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ…