ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

ଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ ମଧ୍ୟ ଚାଲିବ।…

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମହିଳା ଗୁରୁତର

ବୁଗୁଡ଼ା,୦୩/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ତାମ୍ବିରି ଗ୍ରାମରେ ଟ୍ରାନ୍ସଫର୍ମରରେ ଲାଗି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ମହିଳା ଜଣକ ହେଲେ ସୁଦେଷ୍ଣା ନାଇକ (୪୯)।ସୂଚନା ଅନୁଯାୟୀ,…

ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

ପୁରୁଷୋତ୍ତମପୁର :ଜେଏମଜେ ନ୍ୟୁଜ : ବିଶ୍ବର ପ୍ରାଚୀନତମ ଭାଷା ସଂସ୍କୃତ ଭାଷା। ବେଦଠାରୂ ଆରମ୍ଭ କରି ପୁରାଣ ଓ ଉପନିଷଦ ଆଦି ସଂସ୍କୃତ ଭାଷାରେ ରଚିତ। ଯୁଗେ ଯୁଗେ ସଂସ୍କୃତ ଭାଷାର ମହତ୍ତ୍ଵ ରହିଆସିଛି।ପାଠ୍ୟ ବିଷୟ ବସ୍ତୁ ଭାବେ ଏହାର ସ୍ଵତନ୍ତ୍ର…

ଛତ୍ରପୁର ପୌର ପରିଷଦ ଉପାଧ୍ୟକ୍ଷଙ୍କ ସହ ବିଜେଡି ଛାଡ଼ିଲେ ୧୦ କାଉନସିଲର

ଛତ୍ରପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଛତ୍ରପୁରରେ ବିଜେଡିକୁ ବଡ଼ ଝଟକା । ଛତ୍ରପୁର ପୌର ପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ କାଉନସିଲର ଛାଡିଲେ ବିଜେଡି। ଆଜି ସମସ୍ତେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ଛତ୍ରପୁର ସର୍କିଟ ହାଉସରୁ ବାହାରି ଏମାନେ…

ଡିଜିପି ଚୟନ ମାମଲା….ଆସନ୍ତା ୭ ତାରିଖକୁ ଘୁଞ୍ଚିଲା ସୁପ୍ରିମକୋର୍ଟ ଶୁଣାଣି।

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶାର ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ହେବାକୁ ଥିବାବେଳେ, ଏହାକୁ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ…

ପ୍ରକାଶ ପାଇଲା ଓଟିଇଟି-୨୦୨୬ ରେଜଲ୍ଟ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ଓଟିଇଟି-୨୦୨୬ ରେଜଲ୍ଟ । ମୋଟ ପାସ ହାର ୬୪.୪୮ ପ୍ରତିଶତ ରହିଛି । ପରୀକ୍ଷା ପାଇଁ ୯୭ ହଜାର ୧୫୧ ଜଣ ଆବେଦନ କରିଥିଲେ ।…

୭୭୫ଜଣ ବରିଷ୍ଠ ନାଗରିକ ଙ୍କୁ ନେଇ ୨୦୨୬-୨୭ର ପ୍ରଥମ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ୨୦୨୬-୨୭ର ପ୍ରଥମ ବରିଷ୍ଠ ତୀର୍ଥଯାତ୍ରା ଟ୍ରେନ୍ ଶୁଭାରମ୍ଭ । ବୁଧବାର ପୂର୍ବାହ୍ନ ୧୧ଟାରେ ଏହି ଟ୍ରେନ୍ ଭୁବନେଶ୍ୱର ନ୍ୟୁ-ରେଳ ଷ୍ଟେସନ ଛାଡ଼ିଛି । ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ୭୮୫ଜଣ ଯୋଗ୍ୟ…

ରାମ ମନ୍ଦିର ଟ୍ରଷ୍ଟରେ ନୂଆ ଦାୟିତ୍ୱ! CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍

ଜେଏମଜେ ବ୍ୟୁରୋ : ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରା । ଅଯୋଧ୍ୟା ରାମ ମନ୍ଦିରର ପରିଚାଳନାକୁ ଆହୁରି ସୁସଂଗଠିତ ଓ ପାରଦର୍ଶୀ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି…

୪୫ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କୋଦଳା : ଜେଏମଜେ ନ୍ୟୁଜ :(କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁର ବହୁଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡ ମାମଲାରେ ଆସିଛି କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ସାକ୍ଷୀ ଓ ପ୍ରମାଣ ଅଭାବରୁ ୪୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ…

ସିନାପାଲି ଠାରେ ଜୋନାଲ ସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

ନୂଆପଡା : ଜେଏମଜେ ନ୍ୟୁଜ :(ପରମେଶ୍ୱର ମେହର ) ନୂଆପଡା ଜିଲ୍ଲା, ସିନାପାଲି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ଦିନ ୧୪ ବର୍ଷ ରୁ କମ୍ ଏବଂ ୧୭ ବର୍ଷରୁ କମ୍ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ଜୋନାଲ ସ୍ତରୀୟ…