2ଶହ କୋଟି ଟଙ୍କାର ଗଂଜେଇ ତେଲ ଜବତ।

କୋରାପୁଟ : ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): କୋରାପୁଟ ପୋଲିସ କୁ ବଡ଼ ସଫଳତା ଗଂଜେଇ ତେଲ ଜବତ lଫୁଲବାଣୀ ପରେ କୋରାପୁଟ ଜିଲ୍ଲା ଗଂଜେଇ ମାଫିଆ ଙ୍କ ଆଡ୍ଡା ସ୍ଥଳୀ ପାଲଟି ଥିବା ବେଳେ ଏବେ ପ୍ରଥମ ଥର…

ସ୍ପାସ୍ର ପକ୍ଷରୁ ଅନ୍ତର୍ଜାତୀୟ କର୍ମଶାଳା

ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଜର) ଠାରେ ଦୁଇ ଦିନଆ ନାନୋ ମାଟେରିଆଲ୍ସ ଏବଂ ନାନୋ ଫୋଟୋନିକ୍ସ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ କର୍ମଶାଳାରେ…

ନୂତନ ଭତ୍ତା ବାଣ୍ଟିଲେ. ମନ୍ତ୍ରୀ

ବୁଗୁଡା: ଜେଏମଜେ ନ୍ୟୁଜ (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭତ୍ତା ବଣ୍ଟନ ହୋଇଯାଇଛି। ସକାଳ ୧୦ ଘଣ୍ଟିକା ସମୟରେ ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା…

ଚବିଶି ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

ବୌଦ୍ଧ: ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଶ୍ରୀ ରଘୁନାଥ ନାଟ୍ୟ ସଂସଦ ପକ୍ଷରୁ ଫାଲଗୁନ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ୨୪ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର…

ତଦନ୍ତ ପାଇଁ ହଳଦିଆପଦର ଓଭରବ୍ରିଜରେ ପହଞ୍ଚିଲେ ଉଚ୍ଚସ୍ତରୀୟ ବୈଷୟିକ ଟିମ୍

ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣା । ଘଟଣାର ସରଜମିନ ତଦନ୍ତ ପାଇଁ ହଳଦିଆପଦର ଓଭରବ୍ରିଜରେ ପହଞ୍ଚିଲେ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ । ଓଭରବ୍ରିଜ ନିର୍ମାଣରେ ହୋଇଥିବା…

ନିମ୍ନ ମାନର କାମ କୁ.. ଅଗ୍ରିମ ବିଲରେ ଚାଲିଛି କୋଦଳା ବିକାଶ।

କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): କାମ କମ ବିଲ ଅଧିକ…ନିଯୁକ୍ତି ବ୍ଲକ ରେ.. କମ ଏନଏସି ରେ.. ବରାଦିଆ ଚିଠି କୁ ନେଇ କୋଦଳା ଏନଏସି ରେ ଚାଲିଛି ଲୁଟପାଟ..ଦୁର୍ନୀତି ରେ ବୁଡି ରହିଥିବା ଅଧ୍ୟକ୍ଷ ଓ…

ଶାସକ ଦଳର ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ କରୁଛି କୋଦଳା ଏନଏସି

କୋଦଳା: ଜେଏମଜେ ନ୍ୟୁଜ: (ଭଗବାନ ପାଢ଼ୀ): ଦୁର୍ନୀତି ରେ ବୁଡି ରହିଥିବା କୋଦଳା ଏନଏସି. ଏବେ ଗଞ୍ଜାମ ଜିଲ୍ଲା ରେ ସର୍ବତ୍ର ଆଲୋଚନା ଚାଲିଥିବା ବେଳେ ପୁଣି ସାଙ୍ଘାତିକ ଭିଡ଼ିଓ ଓ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…