ଶିକ୍ଷକ ବଦଳି ପାଇଁ ଖୋଲିଲା ପୋର୍ଟାଲ: ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଜେଏମଜେ ବ୍ୟୁରୋ : ଶିକ୍ଷକ ବଦଳି ପାଇଁ ଖୋଲିଲା ପୋର୍ଟାଲ । ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା…

ରାଜ୍ୟରେ ଖୋଲିବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): ରାଜ୍ୟରେ ଖୋଲିବନି ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ। ଏନେଇ ଗୁରୁବାର ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା…

27 ରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଓଡିଶା ଗବେଷଣା ସମ୍ମିଳନୀ-2025 : ଯୋଗ ଦେବେ ରାଜ୍ୟର 17ଟି ବିଶ୍ଵବିଦ୍ୟାଳୟରୁ 657 ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ

ଭଞ୍ଜବିହାର(ଜେଏମଜେ ବ୍ୟୁରୋ): ରାଜ୍ୟ ଗବେଷଣା ମହାକୁମ୍ଭ କହୁଯାଉଥିବା ଓଡିଶା ଗବେଷଣା ସମ୍ମିଳନୀର ପଞ୍ଚମ ସଂସ୍କରଣକୁ ଚିଳତବର୍ଷ ଆୟୋଜନ କରୁଛି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ। ନଭେମ୍ବର 27 ତାରିଖଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ…

ମାଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ: ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ

କଟକ: ମାଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ବୋର୍ଡ ୱେବସାଇଟ୍ www.bseodisha.ac.inକୁ ଯାଇ ଅନଲାଇନ୍‌ରେ କରି ହେବ ଫର୍ମ ପୂରଣ । ମାଧ୍ୟମିକ…

ଯୁକ୍ତ ୨ ନାମଲେଖା ଅବଧି ବୃଦ୍ଧି, ସୂଚନା ଦେଲା CHSE

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି । ନାମଲେଖା ସମୟ ବଢ଼ିବା ନେଇ ସୂଚନା ଦେଲା CHSE । ବିନା ଜରିମନାରେ ଫର୍ମ ପୂରଣ ତାରିଖ ଆସନ୍ତା ୧୧ ତାରିଖ ଯାଏଁ ବୃଦ୍ଧି କରାଯାଇଛିସେହିପରି…

ଯିଏ ଅଣ୍ଡା ନଖାଉଛନ୍ତି, ତାଙ୍କୁ ଫଳଦିଅ।

ଜେଏମଜେ ବ୍ୟୁରୋ : ଗଣଶିକ୍ଷା ବିଭାଗର ତାଗିଦ୍, ଏଥିରେ ଯେମିତି ଖରାପ ପ୍ରଚାର ନହୁଏ ! ଯିଏ ଅଣ୍ଡା ନଖାଉଛନ୍ତି, ତାଙ୍କୁ ଫଳ ଦିଅ । ଏମିତି କିଛି କହି ତାଗିଦ କରିଛି ଗଣ ଶିକ୍ଷା ବିଭାଗ । ସବୁ ଜିଲ୍ଲା…

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଏବେ ହେବ ପାସ୍‌-ଫେଲ୍‌

👉ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର!👉ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଏବେ ହେବ ପାସ୍‌–ଫେଲ୍‌ ପ୍ରଣାଳୀ👉ଜିଲ୍ଲାସ୍ତରରେ ହେବ ପ୍ରଶ୍ନପତ୍ର ମୁଦ୍ରଣ ଓ ମୂଲ୍ୟାୟନ👉ଫେବ୍ରୁଆରିରେ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ଫଳ ପ୍ରକାଶ ଜେଏମଜେ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର…

ଫୁଲଟା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି “ଅନୁଷ୍ଠିତ।

ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୌଞ୍ଜୁ ଠାରେ ଫୁଲଟା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି “crcc ବିବେକାନନ୍ଦ ସାମନ୍ତରାୟ ଙ୍କ ତତ୍ୱା ବଧାନ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନିକ ଭାବେ ବିଦ୍ୟାଳୟ…

ଜାଭିୟର୍ସ ହାଇ ସ୍କୁଲ ରେ ଆୟୋଜିତ ଶିକ୍ଷା କର୍ମଶାଳା ମୁନ -୨୦୨୫

ବ୍ରହ୍ମପୁର: (ଜେଏମଜେ ନ୍ୟୁଜ ): ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ସହ ସବୁ କ୍ଷେତ୍ରରେ କିପରି ସଫଳତା ଓ ବିକାଶ ହୋଇପାରିବ ସେଥିନେଇ ଚାରି ଦିନ ଧରି ଆୟୋଜିତ ମୁନ୍ -୨୦୦୫…

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ଅନୁଷ୍ଠିତ।

ବ୍ରହ୍ମପୁର :(ଜେଏମଜେ ନ୍ୟୁଜ): ସ୍ଥାନୀୟ ସିମାଦ୍ରୀ ପଣ୍ଡା ସରକାରୀ ପୌର ଉଚ୍ଚବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇ ଅଛି। କରଣ ସାହି କ୍ଲଷ୍ଟରର ସିଆରସିସି ଶ୍ରୀଯୁକ୍ତ ଅନୁଜ କୁମାର ପ୍ରଧାନଙ୍କ ତତ୍ତ୍ୱIବଧାନରେ ଉକ୍ତକାର୍ଯ୍ୟଟି ସୂଚାରୁ ରୂପେ ପରିଚାଳିତ ହୋଇଅଛି l…