ବିଜେଡିରୁ ଇସ୍ତଫା ଦେଲେ ଏନ ଭାସ୍କର ରାଓ ଓ ଲାଲ ବିହାରୀ ହିମରିକା ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା..
ଜେଏମଜେ ବ୍ୟୁରୋ : ବିଜେଡିକୁ ଶକ୍ତ ଝଟକା । ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ତଥା ଅଭିଜ୍ଞ ନେତା ଏନ୍ ଭାସ୍କର ରାଓ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା…
ଉପରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ଦେଇ ସଂସଦ ଭବନ ଛାଡ଼ିଲେ ପ୍ରଧାନମନ୍ତ୍ରୀ
ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହେଲା ମତଦାନ। ପ୍ରଥମେ ସଂସଦ ଭବନରେ ପହଞ୍ଚି ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ଆଜି ଉପରାଷ୍ଟ୍ରପତି ପଦ…
ନବୀନବାବୁ ଠିକ ନିଷ୍ପତ୍ତି ନିଅନ୍ତୁ ଏବଂ ଦଳକୁ ବଞ୍ଚାନ୍ତୁ: ଭକ୍ତ ଦାସ
ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି,ବିଜୁ ଜନତା ଦଳ(ବିଜେଡି) ପାଇଁ ଏବେ ଐତିହାସିକ ନିଷ୍ପତି ନେବାର ସମୟ ଆସିଛି।ରାଜ୍ୟରେ ବହୁ ଦିନରୁ ଚର୍ଚ୍ଚା ହେଉଥିଲା ବିଜେଡି ଏବଂ ବିଜେପି ଗୋଟିଏ ଦଳ।…
ଉପରାଷ୍ଟ୍ରପତି ନିର୍ବାଚନ : ଭୋଟିଂ ବେଳେ ଅନୁପସ୍ଥିତ ରହିବ ବିଜୁ ଜନତା ଦଳ
ଜେଏମଜେ ବ୍ୟୁରୋ : ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ସାମ୍ନାକୁ ଆସିଛି ବଡ ଅପଡେଟ୍ । ଉପରାଷ୍ଟ୍ରପତି ନିର୍ବାଚନରେ ଉପସ୍ଥିତ ରହିବନି ବିଜେଡି । ଭୋଟିଂ ବେଳେ ଅନୁପସ୍ଥିତ ରହିବ ବିଜୁ ଜନତା ଦଳ । ତେବେ ଭୋଟ୍…
ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଓଡିଶା ରାଜନୀତି: ଏନଡିଏ କୁ ବିଜେଡିର ସମର୍ଥନ ନେଇ ବଢିଲା ଚର୍ଚ୍ଚା
ଜେଏମଜେ ବ୍ୟୁରୋ : ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ଦିଲ୍ଲୀରେ ସକ୍ରିୟ ଓଡ଼ିଶା ରାଜନୀତି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସମସ୍ତେ ଦିଲ୍ଲୀ ମୁହାଁ…
ଆରପାରିରେ ନୂଆପଡ଼ା ବିଧାୟକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଜେଏମଜେ ବ୍ୟୁରୋ : ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଉ ନାହାନ୍ତି। ଆଜି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ରାଜେନ୍ଦ୍ର ଢୋଲକିଆଙ୍କୁ ୬୮ ବର୍ଷ ବୟସ ହୋଇଥିଲା।…
OAS ଓ ORS ଅଧିକାରୀଙ୍କୁ ରାଜସ୍ଵ ବିଭାଗର ତାଗିଦ୍, କାରଣ ନ ଥାଇ ଷ୍ଟେସନ୍ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ
ଜେଏମଜେ ବ୍ୟୁରୋ : କାମ ନ ଥାଇ ବାବୁ ଆସୁଛନ୍ତି ଭୁବନେଶ୍ଵର । ଲୋକସେବା ଭବନ ସହ ଅନ୍ୟ ସରକାରୀ ଦପ୍ତରର ଚକ୍କର କାଟୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ସରକାରୀ କାର୍ଯ୍ୟ । ଲୋକଙ୍କୁ ସେବା ଯୋଗାଇଦେବାକୁ ନିୟୋଜିତ OAS…
୪ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ, ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ):୪ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ବଢିଛି। ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଗସ୍ତକୁ…
ମନମୋହନ ସାମଲଙ୍କ ପୁଣି ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା.
ଜେଏମଜେ ବ୍ୟୁରୋ : ପୁଣି ଦିଲ୍ଲୀ ଗଲେ ମନମୋହନ । ନୂଆଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନକ ପୂର୍ବରୁ ସେ ଦିଲ୍ଲୀ ଗସ୍ତରୁ ଫେରିଥିଲେ। ଗତକାଲି ଦିଲ୍ଲୀ ଗସ୍ତରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି…
ଆସନ୍ତାକାଲି4 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ, ସାଙ୍ଗରେ ଯିବେ ପାଣ୍ଡିଆନ.
ଜେଏମଜେ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ସହ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚନ୍ଦ୍ରଶେଖର ପତି ଓ ଭିକେ ପାଣ୍ଡିଆନ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା…
















