ଶେଷ ହେଲା ‘ଭୋଟର ଅଧିକାର ଯାତ୍ରା।
ଜେଏମଜେ ବ୍ୟୁରୋ : କଂଗ୍ରେସ ଦଳର ୧୪ ଦିନିଆ ‘ଭୋଟର ଅଧିକାର ଯାତ୍ରା’ ଆଜି ବିହାର ରାଜଧାନୀ ପାଟନାରେ ଶେଷ ହୋଇଛି। ‘ଭୋଟର ଅଧିକାର ଯାତ୍ରା’ର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ବିଜେପି ନେତୃତ୍ବାଧୀନ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର ବଡ଼ ପ୍ରସ୍ତୁତି, NDAର ଶତ ପ୍ରତିଶତ ମତଦାନ ପାଇଁ ରଣନୀତି
ଜେଏମଜେ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ବିଜେପି କରୁଛି ବଡ଼ ପ୍ରସ୍ତୁତି । ଏହି ନିର୍ବାଚନରେ NDAର ଶତ ପ୍ରତିଶତ ମତଦାନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି ।…
୭ରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ: ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରୁ ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ
ଜେଏମଜେ ବ୍ୟୁରୋ : ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖ ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହା ଭାରତ ତଥା ଓଡ଼ିଶା ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲ୍ୟାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍…
ଥମିଗଲା ନୂଆ ଜିଲ୍ଲା ଗଠନ ଦାବି : ଏନ୍ଏସି, ମ୍ୟୁନିସିପାଲିଟି ଉପହାର ରେ ସବୁ ନୀରବ।
ଜେଏମଜେ ବ୍ୟୁରୋ : ଯାଜପୁରର ଚଣ୍ଡିଖୋଲରୁ ଆରମ୍ଭ କରି ଗଞ୍ଜାମର ଭଞ୍ଜନଗର, ଆସିକା, ମୟୂରଭଞ୍ଜର କରଞ୍ଜିଆ ପର୍ଯ୍ୟନ୍ତ ରାଜ୍ୟର ୧୬ଟି ଜିଲ୍ଲାର ୨୮ଟି ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହେଉଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭିନ୍ନ ଭିନ୍ନ ସଂଗଠନ…
ପୁଣି ଚର୍ଚ୍ଚାରେ ଗୋପାଳପୁର: ଥାନାରେ ଫିନାଇଲ୍ ପିଇଲେ ନାବାଳିକା, ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍ପି
ବ୍ରହ୍ମପୁର: (ଜେଏମଜେ ବ୍ୟୁରୋ): ସୂଚନା ମୁତାବକ, ଆଜି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରକୂଳରେ ବୁଲିସାରିବା ପରେ ଜଣକ ଘରକୁ ୨ ଘଣ୍ଟା ପାଇଁ ଭଡ଼ାରେ ମାଗିଥିଲେ। ସେ ମନା କରିବା…
ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ମୋହନ, ଆକ୍ଷେପ କଲା ବିଜେଡି…
ଭୁବନେଶ୍ବର:(ଜେଏମଜେ ବ୍ୟୁରୋ): ସାମ୍ନାକୁ ଆସିଲା ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ଚାଲିଥିବା ବେଳେ ଏହି ସର୍ଭେର ଫଳାଫଳ ଆସିଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁଡ ଅଫ ଦି…
ଦୋହଲିଲା ଆଫଗାନିସ୍ତାନ: ୮୦୦ରୁ ଅଧିକ ମୃତ: ୨୮୦୦ ଆହତ, ତୀବ୍ରତା ଥିଲା ୬.୦
ଜେଏମଜେ ବ୍ୟୁରୋ: ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି। ଏନ୍ସିଏସ୍ (ନ୍ୟାସନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି)…
ଶିକ୍ଷକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ..ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବିନା ଚାକିରୀ କିମ୍ବା ପଦୋନ୍ନତି ମିଳିବନି.
ଜେଏମଜେ ବ୍ୟୁରୋ : ଶିକ୍ଷା ଜଗତ ପାଇଁ ବଡ଼ ଖବର। ଶିକ୍ଷକଙ୍କୁ ନେଇ ସୋମବାର ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଏବେ ଶିକ୍ଷକଙ୍କୁ ଟିସର୍ଚ ଏଲିଜିବିଲିଟି ଟେଷ୍ଟ ବା ଟିଇଟି ପାସ୍ କରିବା ବାଧ୍ୟତାମୂଳକ। ଏହା ପାସ୍ କରିବା ପରେ ଯାଇ…














