ସବୁ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ:ଭିଜିଲାନ୍ସ ପଶିବା ପୂର୍ବରୁ ବାବୁ ଧରନ୍ତୁ ଦୁର୍ନୀତି..
ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚେତାବନୀ ପରେ ଏବେ ମୁଖ୍ୟ ଶାସନ ସଚିବ, ଦୁର୍ନୀତିଖୋରଙ୍କୁ ସାବାଡ୍ କରିବାକୁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତିଭିଜିଲାନ୍ସର ଖଣ୍ଡା ବୁଲୁଛି । ତେଣୁ ସଜାଗ ହୋଇଯାଆନ୍ତୁ ବାବୁ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚେତାବନୀ ପରେ ଏବେ…
ଭାଙ୍ଗୁଛି BJD ଗଡ଼! ଜଣଙ୍କ ପରେ ଜଣେ ନେତା ଛାଡ଼ୁଛନ୍ତି ନବୀନଙ୍କ ହାତ, ପାଣ୍ଡିଆନଙ୍କୁ ନେଇ ବିଷ ଗାଳିଲେ ହରିଶଙ୍କର
ଜେଏମଜେ ବ୍ୟୁରୋ : ୨୦୨୪ ନିର୍ବାଚନରେ ହାରିବା ପରେ ବିଜେଡିର ସ୍ଥିତି ଶୋଚନୀୟ ହୋଇପଡ଼ିଛି । ଦଳରେ ଅନ୍ତଃକନ୍ଦଳ ବଢ଼ିଥିବାବେଳେ ଜଣ ଜଣ କରି ନେତା ନବୀନଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି ।ନବୀନ ଦଳର ସୁପ୍ରିମୋ ହୋଇ ମଧ୍ୟ ସଙ୍ଗଠନ ମଜବୁତ…
ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରଣ, କହିଲେ, ଦଳ ଠିକ୍ ନଚାଲିଲେ ଛାଡ଼ିବି.
ଜେଏମଜେ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରଣ । ଦୀର୍ଘଦିନ ପରେ ମୁଁହ ଖୋଲିଛନ୍ତି, ପ୍ରଫୁଲ୍ଲ ମଲ୍ଲିକ । କହିଛନ୍ତି, ଏବେ ବିଜେଡ଼ିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । ଆଗକୁ…
ଚଳିତ ମାସରେ ମଦ ନୀତି ଆଣିବେ ସରକାର, ମନ୍ତ୍ରୀ କହିଲେ ଗାନ୍ଧୀ ଜୟନ୍ତୀରୁ ‘ନିଶା ନୁହେଁ ଜୀବନ’ ସଚେତନତା କାର୍ଯ୍ୟକ୍ରମ
ଜେଏମଜେ ବ୍ୟୁରୋ : ନୂଆ ମଦ ନୀତି ଆଣିବେ ସରକାର । ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମଦନୀତି ନେଇ ଆଲୋଚନା ହେବ । ଏନେଇ ସୂଚନା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି…
ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ
ଜେଏମଜେ ବ୍ୟୁରୋ : ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ । ବ୍ୟବସ୍ଥାକୁ ସରଳିକରଣ କରି ଏଆଇ ଉପଯୋଗ କରି ବ୍ୟବସ୍ଥିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଆବାସ କିମ୍ବା ଅନ୍ତୋଦ୍ୟାୟ…
ହାଇ ଆଲର୍ଡରେ ଅଫିସର. ବିଧାନସଭା ଅଧିବେଶନରେ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଉତ୍ତର ଦେବେ ସରକାର
ଜେଏମଜେ ନ୍ୟୁଜ : ହାଇ ଆଲର୍ଡରେ ଅଫିସର. ବିଧାନସଭା ଅଧିବେଶନରେ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଉତ୍ତର ଦେବେ ସରକାର… ଆସନ୍ତାସେପ୍ଟେମ୍ବର ୧୮ରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ ।ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା…
ଆଜି ରାଜ୍ୟ କ୍ୟାବିନେଟ: ଆସିପାରେ ୪ରୁ ଅଧିକ ପ୍ରସ୍ତାବ
ଜେଏମଜେ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍ ବୈଠକ ବୁଧବାର ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ଅନୁଷ୍ଠିତ ହେବାକୁଥିବା ଏହି କ୍ୟାବିନେଟ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସୂତ୍ରରୁ ମିଳିଥିବା ତଥ୍ୟ…
ସାର ଚିନ୍ତାରେ ଚାଷୀ, କଳାବଜାରୀ ରେ ସମ୍ପୃକ୍ତ ଅସାଧୁ କର୍ମଚାରୀ. ସରକାରୀ ଦର ୨୬୭ଟଙ୍କା.. ଚାଷୀ କିଣୁଛନ୍ତି 700 ଟଙ୍କା ରେ.
କବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ: ଖରିଫ ଋତୁ ରେ ସାର ଅଭାବ ସାଙ୍ଗକୁ ଅସାଧୁ କର୍ମଚାରୀ ଙ୍କ ଦ୍ୱାରା କଳାବଜାରୀ ଏବେ ଚାଷୀଙ୍କୁ ଘାରିଛି ୟୁରିଆ ସାର ଚିନ୍ତା। ଅଭାବୀ ୟୁରିଆକୁ ନେଇ ଜିଲ୍ଲାର ବିଭିନ୍ନ ବ୍ଲକରେ ରାସ୍ତା ଅବରୋଧ ।…
ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ.
ଜେଏମଜେ ବ୍ୟୁରୋ : ଏନଡିଏ ପ୍ରାର୍ଥୀ ଏବଂ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ କରାଯାଇଛି। ମୋଟ ୭୮୮ ଜଣ ଭୋଟର ଥିଲେ, ଯେଉଁଥିରୁ ୭ଟି ଆସନ ଖାଲି ଥିଲା, ତେଣୁ ୭୮୧ ଜଣ ଭୋଟର ଥିଲେ।ଭୋଟ…
ଟାସ୍କ ଫୋର୍ସ କମିଟି ଜରିଆରେ ୫ଟି ଦୁର୍ନୀତିର ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ
ଜେଏମଜେ ବ୍ୟୁରୋ : ପାଣ୍ଡିଆନ ଙ୍କ ବେଆଇନ ନିଯୁକ୍ତି କୁ ନେଇ ତଥ୍ୟ ଲୁଚାଇଥିଲେ ପୂର୍ବ ସରକାର..ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବେଆଇନ୍ ୫ଟି ଅଧ୍ୟକ୍ଷ ନିଯୁକ୍ତି, ପାଣ୍ଡିଆନ ଦମ୍ପତିଙ୍କ ଭି.ଆର.ଏସ ଏବଂ ୫ଟିରେ ଶହଶହ କୋଟି…
















