ବିଜେଡି ମିଛ କହୁଛି:ମେଟ୍ରୋ ପ୍ରକଳ୍ପକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଜେଏମଜେ ବ୍ୟୁରୋ : ବିଜେଡି ମିଛ କହୁଛି। ଆମେ କହିଛୁ କେନ୍ଦ୍ରର ସହାୟତାରେ  ମେଟ୍ରୋ କରାଯିବ। ସେଥିପାଇଁ କମିଟି ନିଷ୍ପତ୍ତି ନେଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।ଏହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ କନକ…

ଡିଇଓଙ୍କୁ ଓସେପାର କଡ଼ା ନିର୍ଦ୍ଦେଶ..ଛାତ୍ରଛାତ୍ରୀଙ୍କ ବସ୍ତାନି ବୋଝ କମାଅ

ଜେଏମଜେ ବ୍ୟୁରୋ : କୋମଳମତି ପିଲାମାନେ ଅଧିକ ଓଜନର ବସ୍ତାନି ନେଇ ସ୍କୁଲ ଯାଇପାରିବେନି । ଏଥିପାଇଁ ୨୦୧୯ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ହେଲେ ଏବେ ବି ଏହି ନିୟମ ଉଲ୍ଲଂଘନ…

ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ… ଏପଟେ ବିଜେଡିରୁ ନିଳମ୍ବିତ ହେଲେ ଅମରେଶ ଜେନା

ଜେଏମଜେ ବ୍ୟୁରୋ : ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ । ବାଲେଶ୍ୱରରୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ପରେ ବିଏମସି କର୍ପୋରେଟର ଅମରେଶ ଜେନା ବିଜେଡିରୁ ନିଳମ୍ବିତ ହୋଇଛନ୍ତି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଅମରେଶ ଜେନା…

ଅନିଶ୍ଚିତତା ଭିତରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ!

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍‌ ସହ କଣ୍ଟ୍ରାକ୍ଟ ବାତିଲ । କଣ୍ଟ୍ରାକ୍ଟ ବାତିଲ କଲା…

ମନ୍ତ୍ରୀ ଆଶାୟୀ ଓ ଆଶଙ୍କାରେ ମୋହନଙ୍କ ନୂଆ ଟିମ!

ଜେଏମଜେ ବ୍ୟୁରୋ : ମୁଖିଆ ବଦଳିଲେ, ପ୍ରଶାସନର ନବକଳେବର ହେଲା । ଏବେ ସରକାରଙ୍କ ପାଳି। ମନ୍ତ୍ରିମଣ୍ଡଳ ଅଦଳବଦଳ ହଁ ନା ଭିତରେ ଏବେ ଚର୍ଚ୍ଚାକୁ ଆସିଲାଣି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯିବେ । ଏହାସହ ଫାଙ୍କା ପଡିଥିବା…

ପରିମଳ କର୍ମଚାରୀଙ୍କୁ ମିଳିବ ବାସଗୃହ ସହ ଜୀବନ ବୀମା

ଜେଏମଜେ ବ୍ୟୁରୋ : ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

NDA ଉପରାଷ୍ଟ୍ରପତି ଙ୍କୁ ବିରୋଧ କରିବ ବିଜେଡି.

ଜେଏମଜେ ବ୍ୟୁରୋ : ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟର ପ୍ରମୁଖ ବିରୋଧ ଦଳ ବିଜେଡି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି । ଗତ ଏପ୍ରିଲ ମାସରେ…

ହାଇସ୍କୁଲ ପାଠ୍ୟକ୍ରମରୁ ଉଚ୍ଛେଦ ହେବ ସଂସ୍କୃତ ଭାଷା ।

ଜେଏମଜେ ବ୍ୟୁରୋ : ହାଇସ୍କୁଲ ପାଠ୍ୟକ୍ରମରୁ ଉଚ୍ଛେଦ ହେବ ସଂସ୍କୃତ ଭାଷା । ତୃତୀୟ ଭାଷା ସଂସ୍କୃତର ବିକଳ୍ପ ଭାବେ ପିଲା ପଢ଼ିବେ ଧନ୍ଦାମୂଳକ ଶିକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଛି। ବୋର୍ଡ…

କବିସୂର୍ଯ୍ୟନଗରେ କଲବଲ କଲାଣି ମଶା, ହାତ ବାନ୍ଧି ବସିଛି ଏନଏସି ଓ ସ୍ୱାସ୍ଥ୍ୟ ବିଭାଗ.. ଡେଙ୍ଗୁ ଆଶଙ୍କା.!

👉ମଶା ଦମନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନାହିଁ… 👉ଛଡ଼ାଯାଉନି ଗମ୍ବୁସିଆ ମାଛ.. 👉ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିବା ଆଶଙ୍କା.. କବିସୂର୍ଯ୍ୟନଗର :(ଜେଏମଜେ ବ୍ୟୁରୋ): କବିସୂର୍ଯ୍ୟନଗର ରେ କଲବଲ କଲେଣି ମଶା। ଦିନକୁ ଦିନ ଏମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଏମାନଙ୍କୁ ନିୟନ୍ତ୍ରଣ କରିବାକୁ…

ଏମ୍‌କେସିଜିରେ ୮ ବିଭାଗରେ ପ୍ରଫେସର ଶୂନ!

ବ୍ରହ୍ମପୁର: (ଜେଏମଜେ ବ୍ୟୁରୋ ): ଏମକେସିଜି ମେଡିକାଲ କଲେଜ ଦିନକୁ ଦିନ ରୁଗଣ ହେବାରେ ଲାଗିଛି ା ଏଠାରେ କାର୍ଯ୍ୟରତ ବହୁ ବରିଷ୍ଠ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରି ନିଆଯାଉଥିଲେ ହେଁ ସେହି ଅନୁପାତରେ ଏଠାକୁ ବରିଷ୍ଠ ଡାକ୍ତରଙ୍କୁ ପଠାଯାଉନାହିଁ। ବର୍ତ୍ତମାନ…